35 ବର୍ଷ ପୂର୍ବେ ଏକା ସହିତ ଜନ୍ମ ହୋଇଥିଲେ 3 ଭଉଣୀ, ଏବେ ଏକା ସହିତ ବି ହେଇଗଲେ ପ୍ରେଗନେଣ୍ଟ, ଜାଣନ୍ତୁ କେମିତି କରିଥିଲେ ପ୍ଲାନିଙ୍ଗ

ଦୁନିଆରେ ମା ହେବାର ସୁଖ ଠାରୁ ଆଉ କିଛି ସୁଖ ନାହି । ଗୋଟେ ନାରୀ ପ୍ରେ-ଗ-ନେ-ନ୍ଟ ହୋଇଥାଏ ସେହି ସମୟରେ ସେ ବହୁତ କିଛି ଭଲ ଚିନ୍ତାଧାରା ଅନୁଭବ କରିଥାଏ । ତେବେ ଯଦି ଗୋଟେ ଝିଅ ପ୍ରେ-ଗ-ନେ-ଣ୍ଟ ସମୟରେ ତାର ଦୁଇ ଭଉଣୀ ମଧ୍ୟ ପ୍ରେ-ଗ-ନେ-ଣ୍ଟ ହୋଇଥିବେ ତେବେ କଣ ହେବ ।

ଏପରି ଏକ ଘଟଣା ଆମେରିକାର କେଲିଫର୍ନିୟାରେ ରହିଥିବା ତିନି ଭଉଣୀଙ୍କର ଯିଏ ଏକା ସାଥେ ଜନ୍ମ ହୋଇଥିଲେ । ଏହି ତିନି ଭଉଣୀ ଗୋଟିଏ ସମୟରେ ଜନ୍ମ ହୋଇଥିବାରୁ ସେମାନଙ୍କ ଜୀବନରେ ବହୁତ କିଛି ସମସ୍ଯା ରହିଛି । ଏହି ତିନି ଭଉଣୀ ସାଥି ହୋଇ ମା ହୋଇଛନ୍ତି । ଏହା ସହ ସ୍କୁଲ ଯିବା, କଲେଜ ଯିବା ସହ ଏବେ ଏକା ସାଥେ ମା ହେବାକୁ ନେଇ ସେମାନେ ବହୁତ ଖୁସି ଅଛନ୍ତି ।

ଏଥିପାଇଁ ଏହି ତିନି ଭଉଣୀ ମଧ୍ୟରେ ସମ୍ପର୍କ ଆହୁରି ଦୃଢ ହୋଇ ପାରିଛି । ସେଥିପାଇଁ ତିନି ଭଉଣୀ ମିଶି ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଯେ ସେମାନଙ୍କ ପିଲା ମାନେ ମଧ୍ୟ ବହୁତ ସ୍ନେହୀ ହୁଅନ୍ତୁ ।

ଏକା ସହ ଜନ୍ମ ହୋଇଥିବା ତିନି ଭଉଣୀଙ୍କ ନାଁ ହେଉଛି ଗିନା, ନିନା, ବିକ୍ଟେରିୟା ଅଟେ । ତିନି ଭଉଣୀ ୩୫ ବର୍ଷରେ ସାଙ୍ଗ ହୋଇ ପ୍ରେ-ଗ-ନେ-ଣ୍ଟ ହୋଇଛନ୍ତି । ଏହି ଅନୁଭବକୁ ବିକ୍ଟେରିୟା ନିଜର ଏକ ଇଣ୍ଟରବିୟୁରେ ଶେୟାର କରି କହିଛନ୍ତି ଯେ ଆମ ପାଇଁ ଏହି ମୂହୁର୍ତ୍ତ ଏକ ସ୍ଵପ୍ନ ଠାରୁ କମ ନୁହେ । ପ୍ରଥମେ ବିକ୍ଟେରିୟା ପରେ ନିନା ପ୍ରେ-ଗ-ନେ-ଣ୍ଟ ହେବା ପରେ ଦୁହେଁ ମିଶି ଗିନାଙ୍କୁ ପ୍ରେ-ଗ-ନେ-ଣ୍ଟ ହେବା ପାଇଁ ପରାମର୍ଶ ଦେଇଥିଲେ । ଗିନା ଦୁଇ ଭଉଣୀଙ୍କ କଥା ଶୁଣିବା ପରେ ବର୍ତ୍ତମାନ ସେ ମଧ୍ୟ ପ୍ରେ-ଗ-ନେ-ନ୍ଟ ଅଛନ୍ତି ।

ଏହି ତିନି ଭଉଣୀ ନିଜ ପିଲାଙ୍କୁ ଲାଗୁନା ହିଲ୍ସର ମେମୋରିଆଲ କେୟାର ସେଡେଲବେକ ମେଡିକାଲର ସେଣ୍ଟରରେ ଜନ୍ମ ଦେବାକୁ ଯାଉଛନ୍ତି । ଏହି ତିନି ଭଉଣୀଙ୍କର ଡାକ୍ତର ଡେନିୟାଲ ଷ୍ଟର୍ନଫେଲ୍ଡ ଚେକପ କରୁଛନ୍ତି । ତିନି ଭଉଣୀ ଏକ ସହ ପ୍ରେ-ଗ-ନେ-ନ୍ଟ ହୋଇଥିଲେ ମଧ୍ୟ ଏମାନଙ୍କର ପିଲା ଜନ୍ମ ହେବାକୁ ଏକରୁ ଦୁଇ ମାସର ବ୍ୟବଧାନ ରହିଛି ।

ସବୁଠାରୁ ରୋମାଞ୍ଚକର କଥା ହେଉଛି ନିନାଙ୍କର ଏହା ପ୍ରଥମ ଛୁଆ ଅଟେ । ନିନାଙ୍କର ଅଗଷ୍ଟ ୨୮ରେ ଡେଲିଭରି ପାଇଁ ଟାଇମ ରହିଛି । ଗିନାଙ୍କର ୮ ବର୍ଷର ପୁଅ ଓ ୫ ବର୍ଷର ଝିଅ ଥିଲେ ମଧ୍ୟ ସେ ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି ।

ବିକ୍ଟେରିୟାଙ୍କର ଦୁଇ ବର୍ଷର ଝିଅ ଥିଲେ ମଧ୍ୟ ସେ ଦିତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି । ତିନି ଭଉଣୀ ଏକା ସହ ପ୍ରେ-ଗ-ନେ-ଣ୍ଟ ହୋଇଥିବାରୁ ଖୁସି ହେବା ସହ ନିଜର ଅନୁଭୂତିକୁ ପରସ୍ପର ସହ ଶେୟାର କରୁଛନ୍ତି । ଯେମିତିକି ଏହି ସମୟରେ କଣ ଖାଇବାକୁ ଇଚ୍ଛା ହେଉଛି, କଣ ଅନୁଭବ କରୁଛନ୍ତି ଇତ୍ୟାଦି ।

ମିଡିଆରେ ବର୍ତ୍ତମାନ ତିନି ଭଉଣୀଙ୍କର  ଫୋଟୋ ଭାଇରାଲ ହେବାରେ ଲାଗିଛି । ଦୁନିଆରେ ଏମିତି କମ ଲୋକ ଥିବେ ଯେଉଁମାନେ ଏକା ସହ ଜନ୍ମ ହୋଇ ପ୍ରେ-ଗ-ନେ-ଣ୍ଟ ହେଇଥାନ୍ତି ।ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।