ଏହି ମୁସ୍ଲିମ ଦେଶରେ ଆଜି ମଧ୍ୟ ଅଛି ସମୁଦ୍ର ମନ୍ଥନରୁ ବାହାରିଥିବା ଅମୃତ କଳଶ, ଜାଣନ୍ତୁ ସତ୍ୟତା

ଭାରତ ଏକ ବିଭିଦ୍ଧତା ରେ ପୂର୍ଣ ଦେଶ ଅଟେ । ଏଠି କେତେ ଧର୍ମ, ଜାତି ଏବଂ ସଂସ୍କୃତି ର ଲୋକମାନେ ଏକା ସହିତ ରହୁଛନ୍ତି । ଭାରତରେ  ସବୁଠୁ ଅଧିକ ହିନ୍ଦୁ ଧର୍ମକୁ ମାନୁଥିବା ଲୋକ ଅଛନ୍ତି । ହିନ୍ଦୁ ଧର୍ମରେ ବହୁତ ପ୍ରାଚୀନ କାହାଣୀ ଅଛି, ଯାହାର କଥା ଧର୍ମଶାସ୍ତ୍ରରେ ବି ମିଳିଥାଏ । କିନ୍ତୁ ଆଜି ର ଏହି ଆଧୁନିକ ଯୁଗରେ କିଛି ଲୋକେହି କାହାଣୀ ଉପରେ ବିଶ୍ଵାସ କରନ୍ତି ନାହିଁ, କିନ୍ତୁ ଧର୍ମ ଆସ୍ଥା ରଖୁଥିବା ଲୋକମାନେ ଆଜି ବି ଏହି କାହାଣୀ କୁ ସତ ମାନନ୍ତି । ଏଠି ମଧ୍ୟରୁ ଏକ ପ୍ରଚଳିତ କାହାଣୀ ଅଟେ ସମୁଦ୍ର ମନ୍ଥନ ।

ସମୁଦ୍ର ମନ୍ଥନ ରେ ସବୁଠୁ ଶେଷ ରେ ବାହାରିଥିଲା ଅମୃତ କଳସ :

ଦେବତା ଏବଂ ଅସୁର ମାନେ ମିଶି ସମୁଦ୍ର ମନ୍ଥନ କରି ଥିଲେ । ସମୁଦ୍ର ମନ୍ଥନ ଅମୃତ ପ୍ରାପ୍ତି ପାଇଁ କରା ଯାଇଥିଲା । ସମୁଦ୍ର ମନ୍ଥନ ରେ ପ୍ରଥମ ଥରର ଜିନିଷ ଗୋଟିଏ ପକ୍ଷ ନେବେ ଏବଂ ଦୁତୀୟ ଥରର ଜିନିଷ ଅନ୍ୟ ପକ୍ଷ ନେବେ । ସମୁଦ୍ର ମନ୍ଥନ ରେ ଅନ୍ତିମରେ ଅମୃତ କଳସ ବାହାରିଥିଲା ।

କଳସ ରେ ହଜାର ବର୍ଷ ରେ ରଖା ହୋଇଛି ଏକ ଦ୍ରବ୍ୟ :

ଅମୃତ କଳସ ବାହାରିଲା ଏବଂ ଦେବତା ମାନେ ତାହାର ପାନ କରିଲେ କିନ୍ତୁ ତାହା ପରେ ଅମୃତ କଳସ ର କଣହେଳା କେହି ଜାଣି ନାହାନ୍ତି । ଇଂଡୋନେଶିୟା ର କଣ୍ଡି ସୁକୁହ ନାମକ ଏହି ପ୍ରାଚୀନ ମନ୍ଦିରରେ ଏକ ଏମିତ କଳସ ଅଛି, ଯେଉଁ ଥିରେ ଗତ ହଜାର ବର୍ଷ ହେବ ଏକ ଦ୍ରବ୍ୟ ଅଛି ।  ଲୋକ ମାନଙ୍କର ମାନ୍ୟତା ଅଛି କି ଏହା ଅମୃତ ଅଟେ ଯାହା ହଜାର ବର୍ଷ ହେବ ସୁଖି ନାହିଁ ।

କଳସ ଉପରେ ଲାଗିଛି ପାରଦର୍ଶୀ ଶିବଳିଙ୍ଗ:

ଏହି ଅମୃତ କଳସରେ ଏକ ଶିବଲିଙ୍ଗ ତିଆରି ହୋଇଛି । ମନ୍ଦିରର ଏକ କାନ୍ଥରେ ମହାଭାରତର ଆଦିପର୍ବ ଅଙ୍କିତ ହୋଇଛି ।

୨୦୧୬ ରେ ଇଂଡୋନେଶିୟାକୁ ପୁରାତତ୍ଵ ବିଭାଗ କାର୍ଯ୍ୟ କରାଉଥିଲା, ସେହି ସମୟରେ ଏହି ମନ୍ଦିରର କାନ୍ଥକୁ ଦେଖି ଏକ୍ସପର୍ଟ୍ସ ମାନେ କହିଲେ କି ଗୋଟିଏ ତମ୍ବା ର କଳସ ମିଳିଲା ଯାହାର ଉପରେ ଏକ ପାରଦର୍ଶୀ ଶିବଳିଙ୍ଗ ଲାଗି ଅଛି । ଏହି କଳସ ଭିତରେ ଏକ ତରଳ ପଦାର୍ଥ ଭର୍ତି ଅଛି ।