ଏହିସବୁ ରାଶିର ଲୋକମାନଙ୍କୁ ଆସିଥାଏ ଅଧିକ ରାଗ, ନମ୍ବରରେ ୩ ଠାରୁ ତ ବଞ୍ଚିକରି ରୁହୁନ୍ତୁ

ଆମେ ସମସ୍ତେ ଆପଣଙ୍କୁ ରାଶି ସବନ୍ଧିତ ସୂଚନା ପ୍ରଦାନ କରିଥାଉ । କି କେଉଁ ରାଶିର ଲୋକମାନଙ୍କର ସ୍ଵଭାବ କେମିତି ହୋଇଥାଏ ଏବଂ ତାଙ୍କର ପସନ୍ଦ, ଅପସନ୍ଦ ସବୁ ବିଷୟରେ ବି କହିଥାଉ । କିନ୍ତୁ ଆଜିର ଏହି ଆର୍ଟିକୀଲରେ ଆମେ ଆପଣଙ୍କୁ କହିବୁ କି କେଉଁ ରାଶିର ଲୋକମାନେ ଅଧିକ କ୍ରୋଧିତ ହୋଇଥାନ୍ତି । ଏମିତିରେ ଆମେ ସମସ୍ତେ ରାଗି ଥାଉ । କିନ୍ତୁ କ୍ରୋଧିତ ହେବା ରାଶି ସହ କଣ ସଂଯୋଗ ଅଛି ଚାଲନ୍ତୁ ସେହି ବିଷୟରେ ଜାଣିବା ।

ଆପଣ ପ୍ରାୟତଃ ଦେଖିଥିବେ କି ଲୋକମାନେ ଛୋଟ – ଛୋଟ କଥାରେ ରାଗି ଯାଆନ୍ତି । ଏବଂ ଅନ୍ୟ ପଟେ କିଛି ଲୋକମାନେ ବଡ – ବଡ କଥା ଉପରେ ବି ରାଗନ୍ତି ନାହିଁ । ଯେତେବେଳେ ଏହା ଉପରେ ରିସର୍ଚ କାରାଗାଲା ସେତେବେଳେ ଜଣା ପଡିଲା ଯେ ରାଗ ଆସିବା କେବଳ କଥାବାର୍ତ୍ତା କିମ୍ବା ଭୁଲ କାମ ଉପରେ ନୁହେଁ ଏହା ମଣିଷର ବୟସ, ସଂସ୍କୃତି ଏବଂ ତାହାର ଜେଣ୍ଡର ଉପରେ ନିର୍ଭର କରିଥାଏ ।

ଅନ୍ୟ ପଟେ ଜ୍ୟୋତିଷଙ୍କ ଅନୁସାରେ ରାଗ ଆସିବା ରାଶି ଉପରେ ନିର୍ଭର କରିଥାଏ । କିଛି ରାଶି ଅଛି ଯାହାଙ୍କୁ ରାଗ ବହୁତ ଜଲ୍ଦି ଆସିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ।

ମକର

Image courtesy: Google

ମକର ରାଶିର ଲୋକମାନେ ସେମିତି ତ ବହୁତ କ୍ରିଏଟିୱ ଏବଂ ବୁଦ୍ଧିମାନ ହୋଇଥାନ୍ତି । କିନ୍ତୁ ରାଗ ସବୁବେଳେ ତାଙ୍କ ନାକ ଉପରେ ରହିଥାଏ । ଏମାନଙ୍କୁ ଯେତେବେଳେ ରାଗ ଆସେ ତେବେ ଏମାନେ କାହାକୁ ବି କିଛି କହିଦିଅନ୍ତି । ଏମାନଙ୍କୁ ସେହି କାମ କରିବାକୁ ଇଚ୍ଛା ହୋଇଥାଏ ଯାହା ଏମାନଙ୍କୁ ଭଲା ଲାଗେ । ଅନ୍ୟ ଲୋକମାନଙ୍କ ଉପରେ ରାଗ ବାହାର କରିବାର ଏମାନଙ୍କର ଏକ ଅଲଗା ଉପାୟ ହୋଇଥାଏ । ସେଥିପାଇଁ ମକର ରାଶିଙ୍କ ଠାରୁ ବଞ୍ଚି ରହିବା ଉଚିତ ।

ବୃଷ ରାଶି

Image courtesy: Google

ବୃଷ ରାଶିର ଲୋକମାନେ ବହୁତ ଜିଦ୍ଦି ହୋଇଥାନ୍ତି, ଏମାନେ ତାହା ହିଁ କରନ୍ତି ଯାହା ତାଙ୍କର ହୃଦୟ ଚାହେଁ । ଏମାନେ ସବୁବେଳେ ନିଜ ହିସାବରେ ହିଁ ସବୁ କାମ କରିଥାନ୍ତି । ସେଥିପାଇଁ ତ ଏମାନଙ୍କର ନିଜର ପାର୍ଟନର୍ସଙ୍କ ସହିତ ପଡେ ନାହିଁ । କିନ୍ତୁ ଏମାନଙ୍କୁ ଯେତେ ଜଲ୍ଦି ରାଗ ଆସିଥାଏ ସେତେ ଜଲ୍ଦି ଶାନ୍ତ ବି ହୋଇଯାନ୍ତି ।

ସିଂହ ରାଶି

Image courtesy: Google

ଯେତେବେଳେ ଏହି ରାଶିର ଲୋକମାନଙ୍କୁ ରାଗ ଆସେ ତେବେ ଏମାନେ ସବୁ ସୀମା ପାର କରିଦିଅନ୍ତି । ରାଗ ସମୟରେ ଏମାନଙ୍କର ନିଜ ଉପରେ କିଛି କଣ୍ଟ୍ରୋଲ ନ ଥାଏ । କିନ୍ତୁ ଏମାନଙ୍କର ଗୋଟିଏ କଥା ସବୁଠୁ ଭଲ ଅଟେ କି ଏମାନଙ୍କୁ ରାଗ ସବୁବେଳେ ସଠିକ କଥା ଉପରେ ହିଁ ଆସିଥାଏ । ଏମାନେ ବିନା କୌଣସି କଥାରେ ରାଗନ୍ତି ନାହିଁ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।