ଏହି କାରଣରୁ ଧଳା ହୋଇଥାଏ ଛୁଟି, କଳର ଲଗାନ୍ତୁ ନାହିଁ ଏହି ଘରୋଇ ଉପାୟ ଦ୍ଵାରା ଚୁଟିକୁ ଦିଅନ୍ତୁ କଳା ରଙ୍ଗ

ସୁନ୍ଦର ଦେଖିବା ପାଇଁ ସମସ୍ତେ ସ୍ଵପ୍ନ ଦେଖିଥାନ୍ତି । ଏବଂ ସୁନ୍ଦରତାରେ ଆଉ ଏକ ଜିନିଷ ଯାହା ବହୁତ ମହତ୍ଵ ରଖିଥାଏ ତାହା ହେଉଛି ଚୁଟି । କିନ୍ତୁ ଆଜିକାଲି ସମୟରେ ବଢୁଥିବା ପ୍ରଦୂଷଣ ଏବଂ ବଜାରରେ ମିଳୁଥିବା ପ୍ରୋଡକ୍ଟ ଯୋଗୁ ଚୁଟି ଖରାପ ହେବାକାଉ ଲାଗିଲାଣି । କିନ୍ତୁ ବର୍ତ୍ତମାନ ସବୁଠୁ ବଡ ସମସ୍ୟା ଦେଖା ଯାଉଛି ଚୁଟି ଝଡିବା । ଏବଂ ଚୁଟି ଧଳା ହୋଇଯିବା । ଚୁଟି ଧଳା ହୋଇଯିବ ଆଜିକାଳୟ ସବୁଠୁ ବଡ ସମସ୍ୟା ଅଟେ ।

କିନ୍ତୁ ବଢୁଥିବା ବୟସ ସହିତ ଚୁଟିକୁ ଧଳା ହେବା କହିବାକୁ ଗଲେ ଏକ ବଡ ସମସ୍ୟା ଅଟେ । କାରଣ ଚୁଟି ଧଳା ହେବା ବୟସ ବଢିବାର ଏକ ଲକ୍ଷଣ ଅଟେ । କିନ୍ତୁ ଏହି ଦିନରେ ଚୁଟିକୁ ଧଳା ହେବା କେବଳ ବଢୁଥିବା ବୟସ ନୁହେଁ ଏହି ଏହି ଦିନରେ ବଢୁଥିବା ପୋଲ୍ଯୂଶନ ଅଟେ ।

ଯେତେବେଳେ ଧଳା ଚୁଟି ଦେଖନ୍ତି ତେବେ ଲୋକମାନେ ବଜାରରେ ମିଳୁଥିବା ପ୍ରୋଡକ୍ଟକୁ ବ୍ୟବହାର କରନ୍ତି । ଏମିତିରେ ଚୁଟି ଆହୁରି ଜଲ୍ଦି ଧଳା ହେବାକାଉ ଲାଗେ । ଆଜି ଆମେ ଆପଣଙ୍କୁ କହିବୁ ଯେ ଚୁଟି ଧଳା ହେବାର କାରଣ ।

ଚୁଟି ଧଳା ହେବାର କାରଣ

କେବଳ ବୟସ ବଢିଲେ ନୁହେଁ ଆହୁରି ବୀ କାରଣ ଅଛି ଯାହା କାରଣରୁ ଚୁଟି ଧଳା ହୋଇଥାଏ ।

·    ବଢୁଥିବା ପ୍ରଦୂଷଣରେ ବୁ ଚୁଟି ଧଳା ହେବାକାଉ ଲାଗେ ।

·    ଖରାପ ଖାଇବା ପିଇବା ଏବଂ ବଦଲୁଥିବା ଜୀବନ ଶୈଳୀ ।

·    ଡାଇକରିବା ବି ଧଳା ହେବା ଏକ କାରଣ ଅଟେ ।

ଚୁଟିକୁ କଳା କରିବା ପାଇଁ କରନ୍ତୁ ଏହି ଘରୋଇ ଉପାୟ

ପ୍ରାକୃତିକ ଡାଇ

କହିଦେଉଛୁ ଯେ ପୁରୁଣା ଜମାନାରେ ବି ମହିଳାମାନେ ଚୁଟିକୁ କଳା କରୁଥିଲେ କିନ୍ତୁ ତାଙ୍କୁ ସାଇଡ ଇଫେକଟ୍ସ ହେଉ ନଥିଲା । ତେବେ ଚାଳନ୍ତୁ ଆଜି ଆମେ ଆପଣଙ୍କୁ କହିଦେଉହଛୁ ଯାହା ଘରେ ତିଆରି କରାଯାଉଥିବା ଏବଂ ପ୍ରାକୃତିକ ଡାଇ ବିଷୟରେ ଯାହା ଆପଣଙ୍କର କ୍ଷତି ବି କରିବ ନାହିଁ । ଏହାକୁ ତିଆରି କରିବା ତିନୋଟି ଜିନିଷ ଦରକାର ହୋଇଥାଏ –

·    ମେହେନ୍ଦି

·    ବିଟର ରସ

·    ଚା ପତିର ପାଣି

ଏମିତି ତିଆରି କରନ୍ତୁ

·    ଗୋଟିଏ ପାତ୍ରରେ ମେହେନ୍ଦିର ପାଉଡର ନିଅନ୍ତୁ ।

·    ବର୍ତ୍ତମାନ ସେଥିରେ ଜରୁରୀ ଅନୁସାରେ ଚାପତିର ପାଣି ମିଶାନ୍ତୁ ।

·    ଦୁଇରୁ ତିନି ଚାମଚ ବିଟର ରସ ମିଶାନ୍ତୁ ।

·    ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶେଇ ଦିଅନ୍ତୁ ।

·    ଏହାକୁ ୬ ଘଣ୍ଟା ପର୍ଯ୍ୟନ୍ତ ରଖି ଦିଅନ୍ତୁ ।

ଏହିଭଳି କରନ୍ତୁ ବ୍ୟବହାର

·    ଯେତେବେଳେ ଡାଇ ପ୍ରସ୍ତୁତ ହୋଇଯିବ ତେବେ ଏହାକୁ ଚୁଟିରେ ଲଗାନ୍ତୁ ।

·    ପୁଣି ଏହାକାଉ ଅଧଘଣ୍ଟା ପରେ ଗରମ ପାଣିରେ ଧୋଇ ଦିଅନ୍ତୁ ।

·    ଚୁଟିକୁ ଧୋଇବା ପରେ ଚୁଟିରେ ତେଲ ଲଗାନ୍ତୁ ।

·    ତାହା ପର ଦିନ ଚୁଟିକୁ ସାମ୍ପୁରେ ଧୋଇ ଦିଅନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।