ଏହି ସମୟରେ ସମ୍ବନ୍ଧ ରଖିଲେ ଶୋଇଥିବା ଭାଗ୍ୟ ବି ଉଠିଯିବ, ନଚେତ ଘୋର ଅନର୍ଥ ହୋଇଯିବ, ଜାଣନ୍ତୁ ଶାସ୍ତ୍ରାନୁଯାୟୀ ସମ୍ବନ୍ଧ ରଖିବାର ସଠିକ ସମୟ

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ସମ୍ବଧ ରଖିବାର ସଠିକ ସମୟର ଉଲେଖ କରା ଯାଇଛି । କିନ୍ତୁ ଆଜିର ସମୟରେ ପୁରୁଷ ବା ନାରୀ ମାନେ ନିଜର କାମନା ପୂରଣ କରିବା ପାଇଁ ହେଉ ବା ଟଙ୍କା କମାଇବା ପାଇଁ କୌଣସି ବି ସମସ୍ୟାରେ ସମ୍ବଧ ସ୍ଥାପନ କରୁଛନ୍ତି ଯାହାର ପରିଣାମ ବହୁତ ଖରାପ ହେଉଛି । କିନ୍ତୁ ଶାସ୍ତ୍ର ମତରେ ଏମିତି ଏକ ସଠିକ ସମୟ ରହିଛି ଯେଉଁ ସମୟରେ ସମ୍ବଧ ସ୍ଥାପନ କରିଲେ ସ୍ଵାମୀ ସ୍ତ୍ରୀଙ୍କ ପୁତ୍ର ସନ୍ତାନ ଜାତ ହେବା ସହ ସେମାନଙ୍କର କିସ୍ମତ ଖୋଲି ଯାଇଥାଏ ।

ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ କାମ ସୂତ୍ର ବିଷୟରେ ସ୍ଵାମୀ ସ୍ତ୍ରୀ ଙ୍କୁ ଉଭୟଙ୍କୁ ଜ୍ଞା ହେବା ଉଚିତ । ସ୍ତ୍ରୀ କୁ ଶଯ୍ୟାରେ ଗଣିକା ଭଳି ବ୍ୟବହାର କରିବା ଦ୍ଵାରା ଦାଂପତ୍ଯ ଜୀବନରେ ସ୍ଥିରତା ରହିଥାଏ । ଅମାବାସ୍ୟା, ପୂର୍ଣ୍ଣିମା, ଅଷ୍ଟମୀ, ଚତୁର୍ଥୀ, ନବରାତ୍ରି, ଋତୁକାଳ ସମୟରେ ସମ୍ପର୍କ ରଖିବା ଉଚିତ ନୁହେଁ । ପୁତ୍ର ଇଚ୍ଛା ରଖୁଥିବା ସ୍ତ୍ରୀ ଙ୍କୁ ସ୍ଵାମୀ ଙ୍କ ବାମ ପଟେ ଶୋଇବା ଉଚିତ ।

ଏମିତି କରିଲେ ସ୍ତ୍ରୀ ର ଇଚ୍ଛା ପୂରଣ ହୋଇଥାଏ । ସ୍ତ୍ରୀ ଯଦି ରୋଗରେ ପଡିଛି, ଘରେ ଶୋକ ଚାଲିଛି, ଇଚ୍ଛା ନ ଥିବ କି କୌଣସି ପ୍ରକାରର ପୀଡା ରହିଥିବ ତେବେ ସମ୍ପର୍କ ରଖିବା ଉଚିତ ନୁହେଁ । ଯଦି ସ୍ତ୍ରୀ ଗର୍ଭବତୀ ତେବେ ୯ ମାସ ଯାଏଁ ସମ୍ପର୍କ ରଖିବାରୁ ବଞ୍ଚିତ ହେବ ଉଚିତ । କାରଣ ଏମିତି କରିଲେ ଗର୍ଭବରେ ଥିବା ଶିଶୁ ଉପରେ ପ୍ରଭାବ ପଡିଥାଏ ।

ଶାସ୍ତ୍ର ଅନୁଯାୟୀ ସମ୍ବଧ ରଖିବାର ଆଉ କିଛି ନିୟମ ମଧ୍ୟ ରହିଛି । ଯେମିତି ସନ୍ଧ୍ୟା ୬ଟା ରୁ ରାତି ୯ଟା ମଧ୍ୟରେ ସମ୍ବଧ ରଖିବା ଉଚିତ ସ୍ଵାମୀ ସ୍ତ୍ରୀ ଙ୍କୁ । କାରଣ ଏହି ସମ ସତୋଗୁଣ ର ହୋଥାଏ । ଏହି ସମୟରେ ସମ୍ବଧ ରଖିଥିଲେ ଓ ଜାତ ହୋଇଥିବା ସନ୍ତାନ ନୀତି ନିପୁଣ, ଧର୍ମ୍ଜ୍ଞ ହୋଇଥାଏ । କାରଣ ଏହି ସମୟର ଦ୍ଵିତୀୟ ପ୍ରହର ରେ ଅସୁର ମାନେ ଭ୍ରମଣ କରିଥାନ୍ତି । ରାତିର ୧୨ଟା ରୁ ୩ଟା ଯାଏଁ ସମୟ ସମ୍ବଧ ରଖିବା ପାଇଁ ଉତ୍ତମ ଅଟେ ।

ଏହି ସମୟରେ ଜାତ ହୋଇଥିବା ସନ୍ତାନ ଗୁଣବାନ, ବଳବାନ ପୁତ୍ର ହୋଇଥାଏ । ଏହି ସମୟରେ ଜାତ ହୋଇଥିବା ପୁତ୍ରଙ୍କ ପିତା ମାତାଙ୍କ ଭାଗ୍ୟ ବି ଖୋଲିଯାଏ । ଶାସ୍ତ୍ର ଅନୁଯାୟୀ ଏହି ସମୟଟି ସମ୍ବଧ ରଖିବା ପାଇଁ ସଠିକ ଓ ଅନୁକୂଳ ସମୟ ଅଟେ । ରାତି ୩ଟା ପରେ ଦେବ ଶକ୍ତି ଜାଗୃତ ହୋଇଥାନ୍ତି । ତେଣୁ ଏହି ସମୟରେ ସମ୍ବଧ ରଖିବା ଉଚିତ ନୁହେଁ ।

ଏମିତି କରିଲେ ଦେବାଦେବୀ ଓ ରୁଷୀ ମୁନି ଅଭିଶାପ ଦେଇଥାନ୍ତି । ଏହି ସମୟରେ ଆମ ସହ ବ୍ରମ୍ହାଣ୍ଡର ସବୁ ଐଶ୍ବରୀକ ଶକ୍ତି ରହିଥାଏ । ତେଣୁ ଏହି ସମୟରେ ପୂଜା ପାଠ କରିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।