ଏହି ଦୁଇଟି ରାଶିର ଲୋକମାନଙ୍କୁ ଭୁଲରେ ବି ନିଜ ହାତ କିମ୍ବା ଗୋଡରେ କଳା ସୂତା ବାନ୍ଧିବା ଉଚିତ ନୁହେଁ, ହୋଇପାରେ ଅକାଳ ମୁର୍ତ୍ୟୁ

ଆଜି ଆମେ ଆପଣମାନଙ୍କୁ କହିବାକୁ ଯାଉଛୁ କି କେଉଁ ରାଶିର ବ୍ୟକ୍ତିମାନଙ୍କୁ ନିଜ ହାତରେ ଏବଂ ଗୋଡରେ କଳାସୂତା ବାନ୍ଧିବା ଉଚିତ ନୁହେଁ । କିଛି ରାଶି ଏମିତି ଅଛନ୍ତି କି ତାଙ୍କୁ କଳା ସୂତା ଧାରଣ କରିବା ଉଚିତ ନୁହେଁ । ଯଦି ସେମାନେ ଏହିଭଳି କରୁଛନ୍ତି ତେବେ ତାଙ୍କ ଉପରେ ନକାରାତ୍ମକ ଶକ୍ତିର ପ୍ରଭାବ ନିଶ୍ଚିତ ପଡିପାରେ । ଏହା ସହିତ ସେମାନଙ୍କୁ ସବୁବେଳେ ଦୁଃଖର ସାମ୍ନା କରିବାକୁ ପଡିପାରେ । ସେଥିପାଇଁ ସେହିଭଳି ବ୍ୟକ୍ତିମାନଙ୍କୁ ନିଜ ହାତ କିମ୍ବା ଗୋଡରୁ କଳା ସୂତା ବାହାର କରି ରକ୍ଷାସୂତ୍ର ବାନ୍ଧିନେବା ଉଚିତ ।

Image courtesy: Google

ଚାଲନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ

ମେଷ ରାଶି

Image courtesy: Google

ମେଷ ରାଶିର ଲୋକମାନଙ୍କୁ ଭୁଲରେ କେବେ ବି ହାତରେ କଳାସୂତା ଧାରଣ କରିବା ଉଚିତ ନୁହେଁ । ଏହା ପଛର ସବୁଠୁ ବଡ କାରଣ ହେଉଛି କି ମେଷ ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି ଅର୍ଥାତ ଭଗବାନ ହନୁମାନଙ୍କୁ ନାରଙ୍ଗି ରଙ୍ଗ କିମ୍ବା ନାଲି ରଙ୍ଗ ହିଁ ପସନ୍ଦ ଅଟେ । ସେଥିପାଇଁ ମେଷ ରାଶିର ଲୋକମାନଙ୍କୁ କେବଳ ରକ୍ଷାସୂତା କିମ୍ବା ନାଲି ସୂତା ହିଁ ବାନ୍ଧିବା ଉଚିତ । କଳାସୂତା ଧାରଣ କରିବା ଦ୍ଵାରା ଏମାନଙ୍କ ଉପରେ ତାହାର ଖରାପ ପ୍ରଭାବ ପଡିଥାଏ । ଏହା ଦ୍ଵାରା ସେମାନଙ୍କୁ କୌଣସି କାମରେ ସଫଳତା ମିଳେ ନାହିଁ । ଆର୍ଥିକ ସମସ୍ୟା ଆସିଥାଏ ।

ବିଛା ରାଶି

Image courtesy: Google

ବିଛା ରାଶିର ସ୍ଵାମୀ ବି ମଙ୍ଗଳ ଅଟନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କର ରାଶି ବିଛା ଅଟେ ସେମାନେ ଯଦି ଗୋଡରେ କଳା ସୂତା ବାନ୍ଧିଛନ୍ତି ଏବଂ ପୁରୁଷମାନେ ନିଜ ହାତରେ ବାନ୍ଧିଛନ୍ତି ତେବେ ସେମାନେ ଜଲ୍ଦି ହିଁ ଏହାକୁ ବାହାର କରି ଦିଅନ୍ତୁ । କାରଣ ଆପଣଙ୍କ ଜୀବନରେ ଯଦି କୌଣସି ସମସ୍ୟା ଚାଲୁଅଛି ତେବେ ତାହର କାରଣ ଏହି କଳାସୂତା ହୋଇପାରେ ।

Image courtesy: Google

ସେଥିପାଇଁ ଏହି ରାଶିର ବ୍ୟକ୍ତିମାନେ କେବେ ବି କଳାସୂତା ପିନ୍ଧନ୍ତୁ ନାହିଁ । ଯଦି ଏହିଭଳି କରୁଛନ୍ତି ତେବେ ଏହାର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡିପାରେ । ଯଦି ଆପଣ କୌଣସି ସୂତା ଧାରଣ କରିବାକୁ ଚାହୁଁଛନ୍ତି ତେବେ ଲାଲ ରଙ୍ଗର ସୂତା ଧାରଣ କରନ୍ତୁ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।