ସାକ୍ଷାତ ମାତା ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ, ଜାଣନ୍ତୁ କଣ ଅଟେ ସେହି ଶୁଭ ମାସ

ଭାରତ ଦେଶରେ ହିନ୍ଦୁ ଧର୍ମରେ ଲୋକମାନେ ଝିଅମାନଙ୍କୁ ଦେବୀଙ୍କର ସ୍ୱରୂପ ମାନନ୍ତି । ନବରାତ୍ରି ଦିନ ଲୋକମାନେ କନ୍ୟା ପୂଜନ ଏବଂ ୯ କନ୍ୟାଙ୍କୁ ଭୋଗ ମଧ୍ୟ ଲଗାନ୍ତି । ଧାର୍ମିକ କଥା ଅନୁସାରେ ଏମିତି କରିବା ଦ୍ଵାରା ଦେବୀ ମା ପ୍ରସନ୍ନ ହୋଇଥାନ୍ତି । ଏହା ସହିତ କନ୍ୟାମାନଙ୍କ ମଧ୍ୟରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ବୋଲି କୁହାଯାଏ । ସେଥିପାଇଁ ଯେତେବେଳେ ବି ଘରେ ଝିଅ ଜନ୍ମ ହୋଇଥାନ୍ତି ତେବେ ଲୋକମାନେ କୁହନ୍ତି କି “ଲକ୍ଷ୍ମୀ ଆସିଛନ୍ତି” । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅମାନେ ଏହି ମାସରେ ଜନ୍ମ ନେଇଥାନ୍ତି ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ସାକ୍ଷାତ ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଏହି ମାସର ଝିଅମାନେ ।

୧. ଫେବ୍ରୁୟାରୀ

Image courtesy: Google

ଫେବ୍ରୁୟାରୀ ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କର ସ୍ଵାଭାବ ବହୁତ ବିନମ୍ର ହୋଇଥାଏ ଏବଂ ସେ ବୁଦ୍ଧିମାନ ବି ହୋଇଥାନ୍ତି । ଏହି ଝିଅମାନଙ୍କୁ ବାହାଘର ପରେ ଭଲ ଶଶୁରଘର ମିଳିଥାଏ ଏବଂ ସେମାନେ ନିଜ ଘରେ ସୁଖ ସମୃଦ୍ଧି ଆଣିଥାନ୍ତି । ଏମାନଙ୍କର ଗ୍ରହର ଗତି ଏମାଙ୍କର ପରିବାର ପାଇଁ ବହୁତ ଶୁଭ ହୋଇଥାଏ ।

୨. ଏପ୍ରିଲ

Image courtesy: Google

ଏହି ମାସରେ ଜନ୍ମି ଥିବା ଝିଅମାନଙ୍କୁ ସାକ୍ଷାତ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ ଏହି ମାସକୁ ବହୁତ ଶୁଭ ବୋଲି କୁହାଯାଏ । ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନଙ୍କର ଗ୍ରହର ଗତି ବହୁତ ଜୋରରେ ଚାଲିଥାଏ ଯାହାଦ୍ୱାରା ଏମାନଙ୍କୁ ବହୁତ ସଫଳତା ମିଳିଥାଏ । ଏମାନଙ୍କର ଭାଗ୍ୟ ସବୁବେଳେ ଚମକୁଥାଏ ।

୩. ଜୁନ

Image courtesy: Google

ଜୁନ ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ବି ଭାଗ୍ୟଶାଳୀ ହୋଇଥାନ୍ତି । ଅଙ୍କ ଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମିଥିବା ପିଲାମାନେ ଅଶୁଭ ହୋଇଥାନ୍ତି । କିନ୍ତୁ ଏହି ମାସରେ ଯଦି ଝିଅମାନେ ଜନ୍ମ ଗ୍ରହଣ କରନ୍ତି ତେବେ ସେମାନେ ମାତା ଲକ୍ଷ୍ମୀଙ୍କର ସ୍ୱରୂପ ହୋଇଥାନ୍ତି । ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଏବଂ ନିଜର ଲକ୍ଷକୁ ପ୍ରାପ୍ତ କରିବା ପାଇଁ ବହୁତ କଷ୍ଟ କରନ୍ତି ।

୪. ଡିସେମ୍ବର

Image courtesy: Google

ଏହି ମାସରେ ଜନ୍ମି ଝିଅମାନଙ୍କର ଜାତକରେ ଚନ୍ଦ୍ର, ବୁଧ ଏବଂ ଶୁକ୍ର ତିନି ଗ୍ରହଙ୍କର ମିଳନ ହୋଇଥାଏ । ଏହି କାରଣରୁ ଏହି ମାସରେ ଜନ୍ମିଥିବା ଝିଅମାନେ ବହୁତ ଧନବାନ ହୋଇଥାନ୍ତି । ଆପଣଙ୍କୁ କହିଦେଉଛୁ ଯେ ନିଜ ଭାଗ୍ୟ ଦ୍ଵାରା ଏମାନେ ସବୁକିଛି ହାସଲ କରି ନିଅନ୍ତି । ଏବଂ ଏହି ଝିଅମାନଙ୍କର ବାହାଘର ଧନୀ ଘରର ପୁଅମାନଙ୍କ ସହ ହୋଇଥାଏ । ଯଦି ଆପଣଙ୍କୁ ଆମର ଏହି ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ ।