ଏହି ରାଶି ର ଲୋକ ସବୁଠୁ ଅଧିକ ରାଗୀ ହୋଇଥାନ୍ତି, ଆସନ୍ତୁ ଜାଣିବା କେଉଁ ରାଶିର ଲୋକ କେତେ ରାଗୀ

ଯୋତିଷ ଶାସ୍ତ୍ର ଅନୁସାରେ ରାଶି ଗୁଡ଼ିକ ର ଆମ ଜୀବନରେ ବହୁତ ମହତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଆମ ଗ୍ରହ, ଦଶା, ନକ୍ଷେତ୍ର କେମିତି ଚାଲୁଛି ସବୁ ଆମ ରାଶି ରୁ ଜଣା ପଡ଼ିଥାଏ। ବ୍ୟକ୍ତି ର ଗୁଣ ଅବଗୁଣ ଓ ସ୍ଵଭାବ ସେହି ବ୍ୟକ୍ତି ର ରାଶି ମାଧ୍ୟମ ରେ ଜଣା ପଡେ ।

ମେଷ –

ଏ ରାଶି ର ଲୋକ ବହୁତ ଶୀଘ୍ର ରାଗି ଯାଆନ୍ତି। ରାଗି ଗଲେ କିଛି ଶୁଣନ୍ତିନି ନିଜର କ୍ଷତି କରନ୍ତି। ଏମାନେ ରାଗିଲେ ସେମାନଙ୍କୁ ଏକା ଛାଡ଼ିଦେବେ ଭଲ ହୋଇଥାଏ ।

ବୃଷ –

ଏ ରାଶି ଲୋକଙ୍କୁ ଜଲଦି ରାଗ ଆସେନି ହେଲେ ଯଦି ଏମାନେ ରାଗି ଯାନ୍ତି ତ ସେ ସମୟରେ ତାଙ୍କ ସହ କଥା ହେବା ବେକାର ହୋଇଥାଏ। ରାଗରେ କାହା କଥା ଶୁଣନ୍ତିନି ହେଲେ ଶୀଘ୍ର ତାଙ୍କ ରାଗ ଶାନ୍ତ ହୋଇଯାଇଥାଏ। ତାଙ୍କ ଆଗରେ ଆଉ ଥରେ ସେ ଟପିକ ଉଠେଇବା ଅନୁଚିତ୍ ।

ମିଥୁନ –

ଏମାନେ ଶାନ୍ତପ୍ରିୟ ଲୋକ ହୋଇଥାନ୍ତି । ଜଲଦି ରାଗ ଆସେନି, ଯଦି ବି ଆସେ ତ ଜଲଦି ଶାନ୍ତ ହୋଇଯାଏ। ଏମାନେ ରହିଲେ ସାମ୍ନା ଲୋକ ନିଜ ଭୁଲ ମାନି ଯିବା ଦରକାର ।

କର୍କଟ –

ଏମାନଙ୍କ ରାଗ ଏମିତି ଆପଣଙ୍କୁ କଷ୍ଟ ବି ଦେଇଥାଏ। ସେମାନେ ରାଗିଲେ ତାଙ୍କୁ ଏକା ଛାଡ଼ିଦେବା ଦରକାର ।

ସିଂହ –

ଏ ରାଶି ଲୋକଙ୍କ ରାଗ ଅନ୍ୟ ସମସ୍ତଙ୍କ ଠୁ ଅଧିକ ହୋଇଥାଏ। ଥରେ ରାଗିଗଲେ ସେମାନଙ୍କୁ ଅଟକେଇବା କଷ୍ଟକର ହୋଇଥାଏ। ରାଗିଲା ବେଳେ ସେମାନଙ୍କ ଠୁ ଦୂରେଇ ରୁହନ୍ତୁ, ନହେଲେ ସେ ରାଗ ଦେଖେଇବା ପାଇଁ କିଛି ବି ସୀମା ଟପି ପାରନ୍ତି। ଏ ସ୍ଥିତି ରେ ବିଲକୁଲ୍ କଥା ହୁଅନ୍ତୁ ନି ।

କନ୍ୟା –
ଏ ମାନେ ଭବନାତ୍ମକ ପ୍ରକୃତି ର ହୋଇଥାନ୍ତି। ରାଗ କୁ କଣ୍ଟ୍ରୋଲ କଲେ ବି ତାଙ୍କ ରାଗ ଲୁହ ହେଇ ବାହାରିଥାଏ ।

ତୁଳା –
ଏମାନେ ସବୁ କଥା କୁ ଭିତରେ ଲୁଚେଇ ରଖନ୍ତି। ରାଗିଲେ ସବୁ ମନ କଥା ବାହାର କରି ଦିଅନ୍ତି। ଯାହା ପାଇଁ ମନରେ ଯାହା ବି ଥାଉ ସବୁ କହିଦେଇ ଶାନ୍ତ ହୋଇଯାନ୍ତି ।

ବିଛା –
ନିଜ ରାଗ କୁ ଭିତରେ ଦବେଇକି ରଖନ୍ତି। ନିଜ ରାଗ ପ୍ରକାଶ ନକରି ନିଜ କୁ କଷ୍ଟ ଦିଅନ୍ତି ।

ଧନୁ –
ଏମାନେ ରାଗ ଆସିଲେ ସେଇ କଥା କୁ ସେଇଠି ଶେଷ କରି ଦେବାକୁ ଚାହାନ୍ତି। ଏମାନଙ୍କ ପାଖରେ ପେସେନନ୍ସ ନଥାଏ, ଜଲଦି ସବୁରେ ସମାଧାନ ଚାହାନ୍ତି

ମକର –
ଏମାନେ ରାଗିଲେ କାହାକୁ ଶୀଘ୍ର କ୍ଷମା ଦିଅନ୍ତି ନି। ଉଦାସ ହେଇ ଯାନ୍ତି, ଅନ୍ୟ ସହ ବି କଥା ହୁଅନ୍ତି ନି ।

କୁମ୍ଭ –
ରାଗିଲେ ଶୀଘ୍ର ପ୍ରତିକ୍ରିୟା ନଦେଖାଇ ମନରେ ଲୁଚେଇ ରଖନ୍ତି। ରାଗ ରେ ଚୁପ୍ ରହି କଥା ହେବା ବନ୍ଦ କରି ଦିଅନ୍ତି ।

ମୀନ –
ଏମାନେ ଛୋଟ କଥା ରେ ବି ଫିଲ କରନ୍ତି।ଛୋଟ ଛୋଟ କଥା ରେ ରାଗନ୍ତି। ଜଲଦି ବି ଶାନ୍ତ ହୋଇ, କ୍ଷମା କରିଦିଅନ୍ତୁ। ଏମାନଙ୍କ ରାଗ ଭାବନା ସହ ଯୋଡ଼ି ହୋଇ ଥାଏ ।

ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।