ଦେଖନ୍ତୁ ଭିଡିଓ : ଦୁଇ ବର୍ଷର ଛୋଟ ପିଲା ମୁର୍ତ୍ୟୁକୁ ଦେଲା ଚକମା, ତୃତୀୟ ମହଲାରୁ ତଳକୁ ପଡିବ ପରେ ବି ଟିକିଏ ଖଣ୍ଡିଆ ବି ହେଇ ନଥିଲା

କୁହନ୍ତି କି ଯାହାର ରକ୍ଷା ଭଗବାନ ନିଜେ କରିଥାନ୍ତି, କେହି ବି ତାହାର ଚୁଟି ବି ଉପାଡି ପାରିବ ନାହିଁ । କେତେ ଥର ଏମିତି ଭୟାନକ ଘଟଣା ହୋଇଥାଏ କି ଯେଉଁଥିରେ ବଞ୍ଚିବା ଅସମ୍ଭବ ଅଟେ । କିନ୍ତୁ ଏହି ସବୁ ଘଟଣାରୁ କିଛି ଲୋକମାନେ ଏହିଭଳି ହୋଇଥାନ୍ତି କି ତାଙ୍କର ଟିକେ ଖଣ୍ଡିଆ ବି ହେଇ ନଥାଏ । ଭୟାନକ ଦୁର୍ଘଟଣା ହେବା ପରେ ବି ସେମାନେ ପୁରାପୂରି ବଞ୍ଚି ଯାଆନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ, ଯାହାକୁ ଦେଖିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣାର ଭିଡିଓ ବି ଆମେ ଆପଣଙ୍କ ପାଇଁ ଆଣିଛୁ ।

ତୃତୀୟ ମହଲାରୁ ତଳକୁ ପଡିଲା ପରେ ବି ୧୮ ମାସର ଛୋଟ ପିଲାଟି

କହିଦେଉଛୁ ଯେ ଏହି ଘଟଣା ମଧ୍ୟ ପ୍ରଦେଶର ଶିବପୁରୀ ଜିଲ୍ଲାର ଅଟେ । କହିବାକୁ ଗଲେ ସୋମବାର ଦିନ ରାଘୱେଂଦ୍ର ନଗର ଅଞ୍ଚଳର ଏକ ଦୁଇ ବର୍ଷର ମାସୁମ (କାର୍ତ୍ତିକ) ତୃତୀୟ ମହଲାରୁ ଖେଳୁ ଥିଲା । ତେବେ ସେ ଅଚାନକ ଧଡାମ କରି ତଳେ ପଡିଗଲେ କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ତୃତୀୟ ମହଲରୁ ପଡିଲା ପରେ ବି ସେହି ପିଲାକୁ କୌଣସି ଆଘାତ ଲାଗିନଥିଲା । ଏହି ଘଟଣାଟି ଏକ ସିସିଟିଭି ଫୁଟେଜ ଦ୍ଵାରା ସାମନାକୁ ଆସିଛି ।

ଭିଡିଓରେ ଆପଣ ଦେଖି ପାରିବେ କି ଜଣେ ମହିଳା ରାସ୍ତାରେ ଯାଉଥିଲେ କି ସେହି ସମୟରେ ଅଚାନକ ରାସ୍ତା ଉପରେ ଗୋଟିଏ ଛୋଟ ପିଲାଟି ଆସି ପଡିଲା । କିନ୍ତୁ ମହିଳା ଜଣଙ୍କୁ ଅଳ୍ପ ଆଘାତ ଲାଗିବାରୁ ସେ ସଙ୍ଗେ ସଙ୍ଗେ ପାଖରେ ଥିବା ଏକ ସିଢି ଉପରେ ଯାଇ ବସିଲେ । କିଛି ସମୟ ପରେ ହିଁ ସେଠି ଲୋକମାନେ ଏକାଠି ହୋଇଗଲେ ଏବଂ ଶିଶୁକୁ ସଙ୍ଗେ ସଙ୍ଗେ ହସ୍ପିଟାଲକୁ ନେଇଗଲେ । ସମସ୍ତେ ଏହାକୁ ଏକ ଚମତ୍କାର ବୋଲି କହୁଛନ୍ତି । ଏବଂ କହୁଛନ୍ତି କି ସେହି ମହିଲା ଜଣକ ସେହି ପିଲା ପାଇଁ ଭଗବାନ ହୋଇ ଆସିଥିଲେ ।

ଏମିତି ହେଲା ଘଟଣା

କାର୍ତ୍ତିକଙ୍କର ପିତା ରାଜବୀର ୟାଦବଙ୍କ ଅନୁସାରେ ସେ ସେହି ସମୟରେ ଡ୍ଯୁଟିରେ ଥିଲେ । ଏବଂ ଘଟଣା ସମୟରେ ତୃତୀୟ ମହଲାର ଘରେ ତାଙ୍କର ସ୍ତ୍ରୀ, ଝିଅ ଏବଂ ୧୮ ମାସର ପୁଅ କାର୍ତ୍ତିକ ସହିତ ମାମୁଙ୍କର ୧୪ ବର୍ଷର ଝିଅ ବି ଥିଲା । ଗେଟ ଖୋଲା ଥିବାରୁ କାର୍ତ୍ତିକ ଛାତ ଉପରେ ଚାଲି ଯାଇଥିଲା ଏବଂ ରେଲିଂଗ ଉପରେ ଯାଇ ଖେଳିବାକୁ ଲାଗିଲା । ଯେତେବେଳ ମା କାର୍ତ୍ତିକକୁ ଖୋଜି ଛାତ ଉପରକୁ ଆସିଲେ ।

ତେବେ ସେ ଦେଖିଲେ କି ରେଲିଂଗରେ କାର୍ତ୍ତିକ ଝୁଲୁଛି ଏବଂ ସେ କାର୍ତ୍ତିକିକୁ ଧରିବେ କି କାର୍ତ୍ତିକ ତଳକୁ ଖସି ପଡିଲା । ଏହା ପରେ ଲୋକମାନେ ସଙ୍ଗେ ସଙ୍ଗେ କାର୍ତ୍ତିକକୁ ହସ୍ପିଟାଲକୁ ନେଇ ଗଲେ । ବର୍ତ୍ତମାନ କାର୍ତ୍ତିକ ସୁସ୍ଥ ଅଛନ୍ତି ।

ଦେଖନ୍ତୁ ଭିଡିଓ –

https://www.youtube.com/watch?v=raiYpi15sxc

ପୋଷ୍ଟଟିକୁ ଅନ୍ୟମାନଙ୍କ ସହ ସେଆର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଓଡିଆ ଫାସ୍ଟକୁ ଲାଇକ କରନ୍ତୁ ।