ସୋଶିଆଲ ମେଡିଆରେ ଭାଇରାଲ ହେଉଥିବା ଏହି ଫୋଟୋଗୁଡ଼ିକୁ ଜୁମ୍ କରି ଦେଖିଲେ ହଲିଯିବ ଆପଣଙ୍କ ଦିମାଗ୍

ସାଙ୍ଗମାନେ ଆପଣ ସୋଶିଆଲ ମିଡିୟା ମଧ୍ୟମରୁ ବହୁତ ଫନି ବା ମଜାଦାର ଫୋଟୋ ଦେଖିଥିବେ । ଯାହା ଦେଖିବାକୁ ବହୁତ ଅଜୀବ ଲାଗେ ଏବଂ କିଛି ଫୋଟୋ ତ ଏମିତି ଥାଏ ଯାହାକୁ ଦେଖିବା ପରେ ମୁଣ୍ଡ ବୁଲାଇଦିଏ । କିନ୍ତୁ ଆଜି ଆମେ କିଛି ଏଭଳି ଫୋଟୋ ଆଣିଛୁ ଯାହାକୁ ଦେଖିବା ପରେ ଆପଣ ହସି ହସି ଗଡି ଯିବେ । ଆଜି ଯେଉଁ ଫୋଟୋ ନଜରକୁ ଆସିଛି ତାକୁ ଦେଖି ଆପଣଙ୍କ ହସ ଅଟକିବ ନାହିଁ । ପ୍ରାୟତଃ ଆପଣ ମାନେ ଦେଖିଥିବେ କିଛି ଲୋକଙ୍କ ନାମ ବହୁତ ଅଜୀବ ହୋଇଥାଏ, କିନ୍ତୁ ଆଜି ଆମେ କିଛି ଏଭଳି ଫୋଟୋ ଆଣିଛୁ ଯାହା ଦେଖି ଆପଣ କେବଳ ହସିବେ । ତେବେ ଆସନ୍ତୁ ଦେଖିବା ସେହି ଫୋଟୋ ।

ପ୍ରଥମ ଫୋଟୋ-

ଏହି ବିବାହିତ ଯୋଡି ଙ୍କ ଫୋଟୋ ରେ ଥିବା ରହସ୍ୟ ଜାଣିବା ପାଇଁ ଫୋଟୋ ଟିକୁ ଜୂମ କରି ଦେଖନ୍ତୁ । ଗୋଟେ ଥରରେ ଏହି ଫୋଟୋ ବୁଝା ପଡିବନି, ନୂଆ ବୋହୁର ବିଦାୟୀ ରିକ୍ସା ରେ ହେଉଛି ।

ଦ୍ଵିତୀୟ ଫୋଟୋ-

ମଜା ଲାଗୁଛି ନା ଦେଖିବା ପାଇଁ? ଏହି ଫୋଟୋ କୁ ଦେଖି କିଛି ଭୁଲ ଭାବିବା ଆଗରୁ ୟାକୁ ଆଉଥରେ ଧ୍ୟାନରେ ଦେଖନ୍ତୁ ।

ତୃତୀୟ ଫୋଟୋ-

ଏହି ଫୋଟୋ କୁ ଦେଖି କି ତ କେହି ମଧ୍ୟ ଧୋକା ଖାଇଯିବେ । ଗୋଟେ ଥରରେ ତ ଏଥିରୁ କିଛି ବୁଝା ହିଁ ପଡିବନି । ଏଥିରେ ଆପଣଙ୍କୁ ଗୋଟେ ଝିଅ ଓ ଗୋଟେ ପୁଅ ଦେଖା ଯାଉଥିବେ । କିନ୍ତୁ ଏହାକୁ ବୁଝିବା ପାଇଁ ଧ୍ୟାନରେ ଦେଖନ୍ତୁ ।

ଚତୁର୍ଥ ଫୋଟୋ-

ଏହି ଫୋଟୋକୁ ଦେଖି ଆପଣଙ୍କର ମୁଣ୍ଡ ମଧ୍ୟ ବୁଲେଇ ଦେଇଥିବ । କିନ୍ତୁ ଏହା ଅସଲି ଫୋଟୋ ନୁହେଁ, ଏହା ଫୋଟୋଶପ ର କମାଲ ।

ପଞ୍ଚମ ଫୋଟୋ-

ଏହି ଫୋଟୋ କୁ ବୁଝିବା ପାଇଁ ଆପଣଙ୍କୁ ଟିକେ ଧ୍ୟାନ ଦେବାକୁ ପଡିବ । କିନ୍ତୁ ଯଦି ଆପଣଙ୍କୁ ଲାଗୁଛି ସେହି ପୁଅ ଟି ଝିଅର ବେକରେ ହାତ ପାକାଇ ବସିଛି ତେବେ ଆପଣ ଭୁଲ ଭାବୁଛନ୍ତି, ଆଉଥରେ ଧ୍ୟାନରେ ଦେଖନ୍ତୁ ।