ଦୁନିଆରେ ବହୁତ ଫୋଟୋ ଏମିତି ହୋଇଥାଏ ତାକୁ ଦେଖି ଦୁଃଖ ଲାଗିଥାଏ, ବା କିଛି ଏମିତି ହୋଇଥାଏ କି ସେହି ଫୋଟୋକୁ ବାରମ୍ବାର ଦେଖିଲେ ହିଁ ବୁଝା ପଡିଥାଏ । ଗୋଟିଏ ଥର ଦେଖିଲେ କିଛି ବୁଝା ପଡେ ନାହିଁ ଓ କିଛି ଫୋଟୋ କୁ ଦେଖି ଆମେ ହସ ଅଟକାଇ ପାରିନଥାଉ ।
ଅସଲି ବା ନକଲି

ପ୍ରଥମ ଥର ଦେଖିଲେ ଏହି ସବୁ ନକଲି ଲାଗିଥାଏ କିନ୍ତୁ ଠିକ ଭାବରେ ଦେଖିଲେ ଏହା ଅସଲି ଅଟେ ।
ଏହା କଣ ହେଉଛି

ଏହି ଫୋଟୋ କଥା ତ ନିଆରା ଅଟେ ।

ଭାବନ୍ତୁ ଦେଖି ଏହି ଚକୋଲେଟ ର କ୍ରୋସନ୍ଟସ କାହା ମୁହଁ ଭଳି ଦେଖାଯାଉଛି
ମୁ ବହୁତ ଖୁସି

ଏହାକୁ କୁହାଯାଏ ବହୁତ ଖୁସି ହେବା
ବହୁତ ଖୁସି

ଇଏ ତ ବହୁତ ଖୁସି
ହତାସ ଯାତ୍ରୀ

ଏହା ତ ବହୁତ ହତାସ ଅଟନ୍ତି
ଯେବେ ଚାକିରି ମିଳେ ନାହିଁ

ଏମିତି ଦୃଶ୍ୟ ପଢା ପୁରା କରିବା ପରେ ଯେବେ ଚାକିରି ମିଳେ ନାହିଁ ତେବେ ଏହା ଦେଖିବାକୁ ମିଳିଥାଏ
ଈଷ୍ଟର ଦ୍ଵୀପ

ଏହାକୁ ଦେଖି ଆପଣଙ୍କର କେଉଁ ଜିନିଷ କଥା ମନେ ପଡୁଛି
ଗୋଟିଏ କୁକୁର ଛୁଆ

ଏମିତିକା କୁକୁର ଛୁଆ ଆଜି ପର୍ଯ୍ୟନ୍ତ ଦେଖି ନଥିବେ ନା କେଉଁଠି ଦେଖିବାକୁ ମିଳିଥିବ
ମଡର୍ନ ଜମାନା

ଗୋଟିଏ ଦିନ ବିଲକୁଲ ଏମିତିକା ଦିନ ଆସିବ
ରକ କଂସର୍ଟ

ଏହା ରକ କଂସର୍ଟ ନୁହେଁ ବରଂ ରାତିରେ କପା କଟା ଚାଲିଛି ।
କଳାକାରୀ

ନୂଆ ଟ୍ୟାଲେଣ୍ଟ ତ ଏହି ହାତୀ ଠାରୁ ଶିଖନ୍ତୁ
ସବୁଠୁ ଭଲ କଣ

ଆଙ୍କର ତ କିଛି ତୁଳନା ନାହିଁ ।