ଶାସ୍ତ୍ରରେ କୁହାଯାଇଥିବା ଏହି ସବୁ ନିୟମ ଦ୍ଵାରା ଆପଣଙ୍କ ଘର ଉପରେ ବନି ରହିବ ମା ଲକ୍ଷ୍ମୀଙ୍କର କୃପା, ହେବ ନାହିଁ ଟଙ୍କାର ଅସୁବିଧା, ଜାଣନ୍ତୁ

ସମସ୍ତେ ନିଜ ଘରର ସୁଖ ଶାନ୍ତି ପାଇଁ ଦିନ ରାତି ପରିଶ୍ରମ କରିଥାନ୍ତି । କିନ୍ତୁ ଦେଖିବାକୁ ମିଳିଥାଏ କି କିଛି ଲୋକମାନେ ଏତେ ପରିଶ୍ରମ ଓ ଟଙ୍କା ଆୟ କରିବା ପରେ ବି ଘରେ ଶାନ୍ତି ଆଣି ପାରନ୍ତି ନାହିଁ । ତେବେ ଆଜି ଆମେ ଏହି ଲେଖା ମଧ୍ୟମରେ କିଛି ବିଦ୍ଧି ଦ୍ଵାରା ଆପଣଙ୍କ ଘରେ ଆସୁଥିବା ସମସ୍ୟାକୁ କେଉଁଭଳି ଭାବରେ ରୋକା ଯାଇ ପାରିବ ସେହି ବିଷୟରେ କହିବୁ । ଆପଣ ଏହି ବିଦ୍ଧି ମାଧ୍ୟମରେ ଆପଣ ଘରେ ସୁଖ ଶାନ୍ତି ଆଣି ପାରିବେ ।

ଓସ୍ଥ ଗଛ

କହିଦେଉଛୁ କି ଓସ୍ଥ ଗଛକୁ ହିନ୍ଦୁ ଧର୍ମରେ ବହୁତ ମାନ୍ୟତା ଦିଆଯାଏ । ହିନ୍ଦୁ ଧର୍ମରେ ଏହି ଗଛକୁ ପୂଜା ମଧ୍ୟ କରାଯାଏ । ଶାସ୍ତ୍ର ଅନୁସାରେ ଯଦି ଆପଣ ନିୟମିତ ରୂପରେ ଓସ୍ଥ ଗଛକୁ ପାଣି ଦେଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ପିତୃ ଦୋଷ ଶାନ୍ତ ହୋଇଥାଏ ଓ ଏହା ସହିତ ଘରେ ସୁଖ ଶାନ୍ତି ବି ଆସିଥାଏ ।

ଦାନ

ଯଦି ଆପଣ ନିଜର ହୃଦୟର ସହିତ କୌଣସି ଆଶ୍ରମରେ ଅଟା ଓ ସୋରିଷ ତେଲ ଦାନ କରୁଛନ୍ତି, ତେବେ ଏହା କରିବା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆସିଥାଏ ।

ଲୁଣ

ଯଦି ଆପଣ ସପ୍ତାହକୁ ଥରେ ସମୁଦ୍ରି ଲୁଣ ଅଥବା କଳା ଲୁଣ ପାଣିରେ ମିଶାଇ ଘରର ପୋଛା ଲଗାଉଛନ୍ତି, ତେବେ ଏହା କରିବା ଦ୍ଵାରା ବି ଘରେ ସୁଖ ସମୃଦ୍ଧି ଆସିଥାଏ ।

ଲେମ୍ବୁ

ଲେମ୍ବୁ ଦ୍ଵାରା ବି କିଛି ଉପଚାର କରାଯାଇଥାଏ । କହିଦେଉଛୁ କି ଯଦି ଆପଣ ୪୦ ଦିନ ପର୍ଯ୍ୟନ୍ତ ଲେମ୍ବୁକୁ ଚାରି ଖଣ୍ଡ କରି ଚାରି ଦିଗରେ ପକାଇ ଦେଉଛନ୍ତି, ତେବେ ଏହି ଉପାୟ ଆପଣଙ୍କୁ ରୋଜଗାର ପ୍ରାପ୍ତ ହେବାରେ ସାହାର୍ଯ୍ୟ କରିଥାଏ ।

ଲକ୍ଷ୍ମୀ ପୂଜନ

କହିଦେଉଛୁ କି କେବେ ବି କେବଳ ମାତା ଲକ୍ଷ୍ମୀଙ୍କର ପୂଜା କରିବେ ନାହିଁ ତାଙ୍କ ସହିତ ଭଗବାନ ବିଷ୍ଣୁଙ୍କର ବି ପୂଜା କରିବେ ।

ମହା ମହାମୃତ୍ୟୁଞ୍ଜୟ ଜପ

ଶାସ୍ତ୍ର ଅନୁସାରେ ଯଦି ଆପଣ ପ୍ରତିଦିନ ଘରୁ ବାହାରକୁ ଗଲା ବେଳେ ପ୍ରଥମେ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରୁଛନ୍ତି ତେବେ ଭଗବାନ ଶିବ ସର୍ବଦା ଆପଣଙ୍କର ସୁରକ୍ଷା କରିଥାନ୍ତି ।

ଅମାବାସ୍ୟା ରାତିରେ

କୁହାଯାଏ କି ଅମାବାସ୍ୟା ଦିନ ଭୋଜନ କରିବା ପୂର୍ବରୁ ନିଜର ପୂର୍ବପୁରୁଷଙ୍କୁ ବି ଭୋଜନ ଲଗାନ୍ତୁ । ତେବେ ଆପଣଙ୍କୁ ସର୍ବଦା ପୂର୍ବ ପୁରୁଷଙ୍କର ଆଶୀର୍ବାଦ ମିଳିଥାଏ । ଏହା ଛଡା ଅମାବାସ୍ୟା ରାତିରେ ତୁଳସୀ ଗଛ ପାଖରେ ସୋରିଷ ତେଲରେ ଚୌମୁଖୀ ଦୀପ ଲଗାନ୍ତୁ । ଏହା ଶୁଭ ହୋଇଥାଏ ଓ ଏହା ଆପଣଙ୍କୁ ଋଣ ମୁକ୍ତ ବି କରିଥାଏ ।