ଏହି ଝିଅ ସହ କେବଳ ଥରେ ଦେଖା କରିବା ପାଇଁ ଆଇପିଏସ ଅଫିସର ଜଣକ କଲେ ଏମିତି କାମ, ଜାଣନ୍ତୁ କିଏ ଏହି ଝିଅ

ବର୍ତ୍ତମାନ ସମୟରେ ପ୍ରାୟତଃ ସମସ୍ତଙ୍କୁ କୌଣସି ନା କୌଣସି ବ୍ୟକ୍ତି ସହ ପ୍ରେମ ହୋଇଥାଏ । କହିବାକୁ ଗଲେ ଲୋକମାନେ ପ୍ରେମରେ ସମସ୍ତ ସୀମା ପାର କରି ଯାଆନ୍ତି । କିନ୍ତୁ କିଛି ଲୋକମାନେ ପ୍ରେମ ବିନା ହିଁ ରହି ଯାଆନ୍ତି । ଯାହାର କାରଣ ହୋଇଥାଏ ଜାତି ଓ ଭେଦ ଭାବ । ଏହି ସବୁ କାରଣରୁ କେତେକ ଲୋକମାନଙ୍କର ପ୍ରେମ କାହାଣୀ ଅଧୁରା ହିଁ ରହିଯାଏ । ଆଜି ଆମେ ଆପଣଙ୍କୁ ଯେଉଁ ଖବର ବିଷୟରେ କହିବାକୁ ଯାଉଛୁ ତାହା କିଛି ଏହିଭଳି ଅଟେ, ତେବେ ଆସନ୍ତୁ ଜାଣିବା ପୁରା ମାମଲାଟି କଣ ଅଟେ ।

ଆଜି ଆମେ ଯେଉଁ ଖବର ନେଇ ଆସିଛୁ, ତାହା ଦୁଇ ପ୍ରେମୀ ଯୋଡିଙ୍କର ଅଟେ । ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇ ଯାଇଛି । କହିବାକୁ ଗଲେ ସୀମା ମୋଦୀଙ୍କୁ ଉତ୍ତର ପ୍ରଦେଶର ବୋହୁ ରାଣୀ ରୂପରେ ଜଣା ଯାଇଥାଏ । ସୀମାଙ୍କର ଥିଏଟର ଓ ମ୍ୟୁଜିକରେ ବହୁତ ରୁଚି ଅଛି । ସେଥିପାଇଁ ସେ ନିଜର ପୁରା ଧ୍ୟାନ ଥିଏଟର ଆର୍ଟ ଉପରେ ରଖନ୍ତି । ବର୍ତ୍ତମାନ ହିଁ କିଛି ଦିନ ତଳେ ସୀମାଙ୍କର ବାହାଘର ଏକ ଆଇପିଏସ ଅଫିସରଙ୍କ ସହ ହୋଇଛି । ଏହି ବିଷୟରେ ସେ ନିଜର ଏକ କାହାଣୀ ସମସ୍ତଙ୍କୁ କହିଛନ୍ତି ।

Image courtesy: Google

ସେ କହିଲେ କି ଆମର ଦେଖା ସାକ୍ଷାତ ଏକ ସମ୍ପର୍କୀୟର ବିବାହ ଫଙ୍କସନରେ ହୋଇଥିଲା । ସେହି ସମୟରେ ହିଁ ଆମେ ପରସ୍ପରକୁ ଚିହ୍ନିଲୁ । ଏହା ପରେ ଧୀରେ ଧୀରେ ଆମ ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା ।

ଏହା ପରେ ଦିନେ ମୋହନ ବାହାଘର ପାଇଁ ନିଜର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ । ଏହା ପରେ ଘରକୁ ଫେରିବା ପାଇଁ ଯେତେବେଳେ ମୋହନ ନିଜର ଘର ଲୋକମାନଙ୍କ ସହ ଷ୍ଟେସନ ପହଞ୍ଚିଲେ ତେବେ ଜଣା ପଡିଲା କି ଟ୍ରେନ ୬ ଘଣ୍ଟା ଲେଟ ଅଛି । କହିବାକୁ ଗଲେ ସୀମାର ଘର ଷ୍ଟେସନ ପାଖରେ ହିଁ ଥିଲା ସେଥିପାଇଁ ମୋହନ ନିଜର ପରିବାର ସହ ତାଙ୍କ ଘରେ ପହଞ୍ଚି ଥିଲେ ।

Image courtesy: Google

ସୀମା ମୋହନକୁ ଦେଖି ବହୁତ ଖୁସି ହେଲେ । ଏହା ପରେ ସୀମା ନିଜ ମା’ଙ୍କୁ ତାଙ୍କ ପାଇଁ କିଛି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ କହିଲେ । ଏହି ସମୟରେ ସମସ୍ତେ ବହୁତ ଖୁସିରେ ଥିଲେ ଓ ମୋହନର ଘର ଲୋକମାନେ ସୀମାର ପ୍ରଶଂସା ବି କରିଲେ । ଏହା ପରେ ସୀମାର ପିତା ମୋହନଙ୍କୁ ସେଠି ରହିବା ପାଇଁ କହିଲେ ଓ ଏହା ଶୁଣି ମୋହନ ନିଜର ଟ୍ରେନ ଟିକେଟ କ୍ୟାନ୍ସେଲ କରିଦେଲେ ।

Image courtesy: Google

ଏହା ପରେ ମୋହନ ତାହା ପର ଦିନ ଯିବା ବେଳେ ସୀମାର ପିତାଙ୍କୁ କହିଲେ କି ଜଲ୍ଦି ହିଁ ମୁଁ ନିଜର ବରଯାତ୍ରୀ ଆଣି ଆପଣଙ୍କର ଝିଅକୁ ନେଇଯିବି । ଏହା ପରେ ସେହି ଦେଖା ସାକ୍ଷାତର ୨ ମାସ ପରେ ହିଁ ସେମାନଙ୍କର ମୁରାଦାବାଦରେ ବିବାହ ହୋଇଗଲା । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।