ଏହି ୪ ଟି ରାଶି ଜୀବନରେ ଭୋଗିଥାନ୍ତି ସବୁଠୁ ଅଧିକ ଦୁଃଖ, ଭାଗ୍ୟ ବି ଦେଇନଥାଏ ଏମାନଙ୍କ ସାଥ୍, ଦୁଃଖରୁ ମୁକ୍ତି ପାଇଁ କରନ୍ତୁ ଏହି ଉପାୟ

ଦୁଃଖ ଏକ ଏମିତି ଜିନିଷ ଅଟେ ଯାହା ଠାରୁ ସମସ୍ତେ ନିଜର ପିଛା ଛଡାଇବାକୁ ପସନ୍ଦ କରନ୍ତି । କିନ୍ତୁ ବହୁତ ଚେଷ୍ଟା ସତ୍ତ୍ୱେ ବି ଜୀବନରେ ଦୁଃଖ ଆସିଯାଏ । କିଛି ଲୋକମାନଙ୍କର ଜୀବନରେ ଅନ୍ୟ ବ୍ୟକ୍ତିଙ୍କ ଅପେକ୍ଷା ଅଧିକ ଦୁଃଖ ଲେଖା ହୋଇଥାଏ । ସେହି ଲୋକମାନଙ୍କର ଜୀବନରେ ସୁଖ ବହୁତ କମ ଦିନ ପର୍ଯ୍ୟନ୍ତ ରହିଥାଏ । ଏହାର ଏକ କାରଣ ଏହା ଅଟେ କି ଏମାନଙ୍କର ରାଶି ସହିତ ଜଡିତ ଗ୍ରହ ନକ୍ଷତ୍ର । ଏମାନେ କିଛି ଏମିତି ପୋଜିସନରେ ଥାଆନ୍ତି କି ଏହା ଭାଗ୍ୟକୁ କମଜୋର ଓ ଦୁର୍ଭାଗ୍ୟକୁ ପ୍ରବଳ କରି ଦେଇଥାଏ । ଯଦି ଆପଣଙ୍କ ସହିତ ଏହିଭଳି କିଛି ହେଉଛି ତେବେ ଚିନ୍ତା କରନ୍ତୁ ନାହିଁ ଆମେ ଆପଣଙ୍କୁ ଏଥିରୁ ବଞ୍ଚିବା ପାଇଁ ଉପାୟ କହିବୁ ।

ମେଷ ରାଶି :

Image courtesy: Google

ଏହି ରାଶିର ଲୋକମାନଙ୍କର ଖୁସି ଅଧିକ ଦିନ ପର୍ଯ୍ୟନ୍ତ ରୁହେ ନାହିଁ । ଦୁଃଖ ଏମାନଙ୍କର ରାଶିରେ ରହିଥାଏ । ଏମାନଙ୍କର ଏକ ସମସ୍ୟା ସମାଧାନ ହୋଇଥାଏ କି ଅନ୍ୟ ଏକ ସମସ୍ୟା ସାମ୍ନାକୁ ଆସିଯାଏ । ଏହି ସମସ୍ତ ଦୁଃଖକୁ ଦୂର କରିବା ପାଇଁ ଆପଣଙ୍କୁ ବୁଧବାର ଦିନ ଗଣେଶଙ୍କୁ ପ୍ରସାଦ ଚଢାଇବା ଦରକାର । ଏହା ପରେ ଏହାକୁ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କର ଭାଗ୍ୟ ଉଦୟ ହେବ ।

କର୍କଟ ରାଶି :

Image courtesy: Google

ଏହି ରାଶିର ଲୋକମାନେ ବି ନିଜର ଖରାପ ଭାଗ୍ୟ ଯୋଗୁ ଚିନ୍ତିତ ରହିଥାନ୍ତି । ଏମାନଙ୍କୁ ଯେଉଁ କଥାର ଡର ଥାଏ ପ୍ରାୟତଃ ସେହି କଥାଟି ହିଁ ଏମାନଙ୍କ ସାମ୍ନାକୁ ଆସିଥାଏ । ଏମାନେ ପ୍ରାୟତଃ ଟେନସନରେ ରହିଥାନ୍ତି । ଏହି ରାଶିର ଲୋକମାନଙ୍କୁ ଶନିବାର ଦିନ ହନୁମାନଙ୍କୁ ତେଲର ଦୀପ ଲଗାଇ ହନୁମାନ ଚାଳିଶାର ପାଠ କରିବା ଉଚିତ । ଏହା ଦ୍ଵାରା ଏମାନଙ୍କର ସମସ୍ତ ଦୁଃଖ ଜଲ୍ଦି ହିଁ ଦୂର ହୋଇଯାଏ ।

କୁମ୍ଭ ରାଶି :

Image courtesy: Google

ଏହି ରାଶିର ଲୋକମାନଙ୍କ ଜୀବନରେ ଦୁଃଖର ପାହାଡ ଭାଙ୍ଗି ପଡିଥାଏ । ଜୀବନ ଏମାନଙ୍କୁ ବହୁତ ନଚାଇ ଥାଏ । ଏମାନେ ଖୁସିରେ ରହିବା ପାଇଁ ବହୁତ ଚେଷ୍ଟା କରିଥାନ୍ତି । କିନ୍ତୁ ସମୟ କିଛି ଏମିତି ହୋଇଥାଏ କି ସ୍ଥିତି କନ୍ଟ୍ରୋଲରୁ ବାହାରିଯାଏ । ନିଜ ଜୀବନରେ ଖୁସି ଆଣିବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଗୁରୁବାର ଦିନ ଗାଈକୁ ଘିଅ ରୁଟି ଓ ଗୁଡ ଦେବା ଉଚିତ ।

ମୀନ ରାଶି :

Image courtesy: Google

ଏହି ରାଶିର ଲୋକମାନେ ଜୀବନରେ କେବେ ବି ଶାନ୍ତିରେ ନିଶ୍ଵାସ ନେଇ ପାରନ୍ତି ନାହିଁ । ଏମାନଙ୍କର ଜୀବନରେ ସବୁବେଲେ କିଛି ନା କିଛି ଅସୁବିଧା ଲାଗି ରହିଥାଏ । କିଛି ଥର ନିଜ ଜୀବନ ପ୍ରତି ଏମାନଙ୍କୁ ବି ଘୃଣା ଆସିଥାଏ । ନିଜ ଜୀବନରେ ଶାନ୍ତି ପ୍ରାପ୍ତ କରିବା ପାଇଁ ଆପଣ ସବୁ ସୋମବାର ଦିନ ଭଗବାନ ଶିବଙ୍କୁ ଜଳ ଚଢାଇବା ଉଚିତ ଓ ତାଙ୍କ ନାମର ବ୍ରତ ବି ରଖିବା ଦରକାର । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।