ଏହି 6 ଟି ସଂକେତ ପ୍ରକୃତିରୁ ମିଳୁଛି କି ? ଜାଣି ରଖନ୍ତୁ ଆପଣଙ୍କ ଭଲ ସମୟ ଆସିବାକୁ ଯାଉଛି…Anuchinta

ଭଗବାନଙ୍କ ସୃଷ୍ଟି ଏହି ପ୍ରକୃତିରେ ଆମେ ସବୁବେଳେ କିଛି ନା କିଛି ଦେଖିବାକୁ ପାଇଥାଉ । ସେଥିମଧ୍ୟରେ ପ୍ରକୃତି ଅନେକ ସମୟରେ ଆମକୁ ଅନେକ ପ୍ରକାର ସଂକେତ ଦେଇଥାଏ । ସେଥିମଧ୍ୟରୁ ଆମ ପାଇଁ କିଛି ଶୁଭ ହୋଇଥିବା ବେଳେ ଆମ ପାଇଁ କିଛି ଅଶୁଭ ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏପରି 6 ଟି ସଂକେତ ବିଷୟରେ କହିବାକୁ ଯାଉଛୁ । ଯେଉଁ ସଂକେତ ଆମକୁ ଆମ ପ୍ରକୃତିରୁ ହିଁ ମିଳିଥାଏ । ଯାହାକି ମନୁଷ୍ୟଙ୍କ ପାଇଁ ଶୁଭ ସଂକେତ ହୋଇଥାଏ ବୋଲି କୁହାଯାଇଛି ।

1- ଯଦି ଆପଣ ସକାଳେ ଉଠିଲା ପରେ ଆପଣଙ୍କ ଚେହେରାରେ କିଛି ପରିବର୍ତ୍ତନ ଦେଖିବାକୁ ପାଇବେ ବା ଆପଣଙ୍କ ଚେହେରା ଚମକିଲା ଭଳି ଦେଖାଯାଉଥିବ । ତାହାଲେ ଆପଣ ବୁଝିନିଅନ୍ତୁ ଯେ ଆପଣଙ୍କର ଭଲ ଦିନ ଆରମ୍ଭ ହୋଇଯାଇଛି ।

2- ଯଦି ସଖାଳୁ ସଖାଳୁ ଆପଣଙ୍କ ଠାରୁ ଧାର ନେଇଥିବା ଲୋକ ଟଙ୍କା ଆପଣଙ୍କୁ ଫେରସ୍ତ କରିଦିଏ । ତାହାଲେ ଜାଣିବେ ଯେ ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଯାଇଛି ।

3- ପଶୁପକ୍ଷୀ ମାନଙ୍କ ଠାରୁ ମଧ୍ୟ ଆମକୁ ଅନେକ କିଛି ସଙ୍କେତ ମିଳିଥାଏ । ଯେମିତିକି ଯଦି ମାଙ୍କଡ଼ ଆମ୍ବ ଖାଇ ଆପଣଙ୍କ ଛାତ ଉପରକୁ ଫିଙ୍ଗି ଦିଏ ଓ ବିଲେଇ ଯଦି ଆପଣଙ୍କ ଘରେ ଛୁଆ ଦିଏ କିମ୍ବା ଯଦି କୌଣସି ପକ୍ଷୀ ଆପଣଙ୍କ ଛାତ ଉପରେ କୌଣସି ଚାନ୍ଦି ଜିନିଷ ଛାଡିଯାଇଥାଏ । ତେବେ ଆପଣଙ୍କର ଶୁଭ ସମୟ ଆସିଯାଇଛି ବୋଲି ଆପଣ ବୁଝି ନେବା ଦରକାର ।

4- ଯଦି ଆପଣଙ୍କର ଆନାବଶ୍ୟକ ଭାବେ ଖର୍ଚ୍ଚ ହେଉଥିବା ପଇସା ଯଦି ସଞ୍ଚୟ ହେବାକୁ ଲାଗେ ଓ ଆପଣଙ୍କ ଧନ ବଢିବାକୁ ଲାଗିଥାଏ । ତାହାଲେ ଆପଣଙ୍କର ଭଲ ସମୟ ଆସିଯାଇଥାଏ । ଯଦି ଆପଣଙ୍କ ଡାହାଣ ପଟ ଅଙ୍ଗ ଡେଇଁଥାଏ ଯେପରି ଆପଣଙ୍କ ଡାହାଣ ହାତ, ଡାହାଣ ଗୋଡ଼ ,ଡାହାଣ କାନ୍ଦ ଓ ଆଖି ଡେଇଁଲେ ତାହା ଆପଣଙ୍କର ଭଲ ସମୟର ସଂକେତ ଦେଇଥାଏ । ଏହା ଆପଣଙ୍କୁ ଧନ ଯୋଗ ଦେଖାଇଥାଏ ।

5- ଯଦି ଆପଣ ସଖାଳୁ ଘରୁ ବାହାରିବା ସମୟରେ କେହି ଆପଣଙ୍କ ଆଗରେ ପୂର୍ଣ୍ଣ ପାଣି ପାତ୍ର କିମ୍ବା ପୂର୍ଣ୍ଣ କ୍ଷୀର ପାତ୍ର ନେଇ ଯାଉଥାଏ ତାହାଲେ ଆପଣଙ୍କର ଶୁଭ ସମୟ ଆସିଥାଏ ।

6- ଯଦି ଆପଣ ସଖାଳୁ ସଖାଳୁ କୌଣସି କାର୍ଯ୍ୟରେ ଯିବା ସମୟରେ କୌଣସି ଶିଶୁର ହସୁଥିବା ମୁହଁ ଦେଖନ୍ତି, ତାହାଲେ ଆପଣଙ୍କ ଦିନଟି ବହୁତ ଖୁସିରେ କଟିବ ଓ ଆପଣଙ୍କୁ ବହୁତ ସଫଳତା ମିଳିବ ବୋଲି ସୂଚନା ମିଳିଥାଏ ।

ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ