ଏହି 5 ଟି ରାଶିର ଲୋକ ନିଜ ହାତରେ ବାନ୍ଧି ଦିଅନ୍ତୁ ଏହି ଚମତ୍କାରୀ ସୂତା ! ତାପରେ ହୋଇବ କେବଳ ଧନର ବର୍ଷା !

ଏହି 5 ଟି ରାଶିର ଲୋକଙ୍କ ପାଇଁ ଲାଲ ସୂତା ବହୁତ ଶୁଭ । ହଁ ବନ୍ଧୁଗଣ ଖରାପ ଦ୍ରୁଷ୍ଟିରୁ ବଞ୍ଚିବା ପାଇଁ ପ୍ରାୟତଃ ଲୋକ ନିଜ ହାତ କିମ୍ବା ଗୋଡରେ କଳାସୂତା ପିନ୍ଧିଥାନ୍ତି । ତେବେ ଆଜି ଆମେ କଳାଫିତା ପିନ୍ଧିବା ଶୁଭ କି ଅଶୁଭ ସେ ସମ୍ପର୍କରେ ଏଠାରେ ଆଲୋଚନା କରିବା । ଏଥିସହ କେଉଁ ବ୍ୟକ୍ତି ମାନଙ୍କୁ ଲାଲ ସୂତା ପିନ୍ଧିବା ବହୁତ ହିଁ ଶୁଭ ମନାଯାଇଥାଏ ସେ ସମ୍ପର୍କରେ ମଧ୍ୟ କଥା ହେବା ।

1-ଯେଉଁ ବ୍ୟକ୍ତି ଖରାପ ଦ୍ରୁଷ୍ଟିରୁ ନିଜକୁ ବା ନିଜ ପରିବାରକୁ ବଞ୍ଚାଇବାକୁ ଚାହୁଁଛି । ସେହି ବ୍ୟକ୍ତି ମଙ୍ଗଳବାର ଦିନ କିମ୍ବା ଶନିବାର ଦିନ କଳାସୂତା ନେଇ ହନୁମାନ ମନ୍ଦିରକୁ ଜାଆନ୍ତୁ । ସେହି କଳାସୂତାକୁ ନେଇ ପ୍ରଭୁ ହନୁମାନଙ୍କ ଚରଣରେ ନେଇ ରଖିବେ । ତାପରେ ସେହି କଳାସୂତା ଉପରେ ହନୁମାନଙ୍କର ସିନ୍ଦୁର ଲଗାଇଦେବେ । ଏହାପରେ ଡାହାଣ ହାତ କିମ୍ବା ବେକରେ ସେହି କଳାସୂତାକୁ ପିନ୍ଧିବା ଦ୍ଵାରା ଖରାପ ନଜର ଲାଗିନଥାଏ । ଏହି ଉପରେ କରିବା ଦ୍ଵାରା ସବୁ ପ୍ରକାର କୁଦ୍ରୁଷ୍ଟି ଦୂର ହୋଇଯାଇଥାଏ ।

2- ଆର୍ଥିକ ସ୍ଥିତିକୁ ଭଲ ରଖିବା ପାଇଁ ମଧ୍ୟ ଏପରି ଏକ ଉପାୟ କରିପାରିବେ । ସେଥିପାଇଁ ଏକ କଳାସୂତା ହନୁମାନ ମନ୍ଦିରକୁ ନେଇକି ଯିବେ । ସେହି କଳାସୂତାରେ 9 ଟି ଗଣ୍ଠି ପକାଇଦେବେ । ଏହାପରେ ସେଥିରେ ହନୁମାନଙ୍କର ସିନ୍ଦୁର ଲଗାଇ ଏହାକୁ ନିଜ ଘରର ଟଙ୍କା ରଖିବା ସ୍ଥାନ ବ ଦୋକାନରେ ରଖି ଦିଅନ୍ତୁ । ଆପଣ ଚାହିଁଲେ ଏହାକୁ ନେଇ ନିଜ ଘରର ମୁଖ୍ୟଦ୍ଵାରରେ ମଧ୍ୟ ବାନ୍ଧି ଦେଇପାରିବେ । ଏହି ଉପାୟ ନିଷ୍ଠାର ସହ କରିବା ଦ୍ଵାରା ଘରେ ଧନର ଅଭାବ ହୋଇନଥାଏ । ଘରୁ ଅଭାବ ଅନାଟନ ସବୁ ଦୂର ହୋଇଯାଇଥାଏ ।

 

3- ମେଷ ରାଶିର ଲୋକେ ହାତରେ କଳା ସୂତା ବାନ୍ଧିବା ଅନୁଚିତ । ଏହି ରାଶିର ଲୋକ ହାତରେ ନାଲି ସୂତା ଲଗାଇପାରିବେ । 4- ବିଛା ରାଶିର ଲୋକେ ବି ହାତରେ କଳା ସୂତା ବାନ୍ଧିବା ଅନୁଚିତ । ଏହି ରାଶିର ଲୋକ ଲାଲ ସୂତା ବାନ୍ଧିପାରିବେ । 5-  ମେଷ, ସିଂହ, କନ୍ୟା, କର୍କଟ ଓ ମିଥୁନ ରାଶିର ଲୋକଙ୍କୁ ନିଜ ହାତରେ ଲାଲ ସୂତା ପିନ୍ଧିବା ଦ୍ଵାରା ଅତ୍ୟନ୍ତ ଲାଭ ମିଳିଥାଏ । ଏହି ବ୍ୟକ୍ତିର ପ୍ରତ୍ଯେକଟି କାର୍ଯ୍ୟ ଭଲରେ ଭଲରେ ହୋଇଥାଏ ।

ମା’ ଲକ୍ଷ୍ମୀଙ୍କର କୃପାଦ୍ରୁଷ୍ଟି ମଧ୍ୟ ଏହି ରାଶିର ଲୋକ ଯେଉଁ ମାନେ ହାତରେ ଲାଲ ସୂତା ପିନ୍ଧିଥାନ୍ତି, ସେମାନଙ୍କ ଉପରେ ସବୁବେଳେ ରହିଥାଏ । ତେଣୁ ଏହି 5 ଲୋକ ଯଦି ନିଜ ହାତରେ ଲାଲ ସୂତା ପିନ୍ଧନ୍ତି । ତେବେ ଏମାନଙ୍କର ଭାଗ୍ୟ ବହୁତ ଭଲ ଭାଗ୍ୟରେ ପରିଣତ ହୋଇଯାଇଥାଏ । ବନ୍ଧୁଗଣ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ