ଦୋଳ ପୂର୍ଣ୍ଣିମା ହୋଲି ଏହି 5 ଟି ରାଶିରେ ଲାଗିବାକୁ ଯାଉଛି ଲଟେରୀ ! ଆପଣଙ୍କ ରାଶି ଅଛିକି ! Holi festival

ବନ୍ଧୁଗଣ ପବିତ୍ର ଦୋଳ ପୂର୍ଣ୍ଣିମା ଓ ହୋଲି ଉପଲକ୍ଷେ ଏହି 5 ଟି ରାଶିର ଭାଗ୍ୟ ଚମକିବାକୁ ଯାଉଛି । ଭଗବାନ ଶ୍ରୀକୃଷ୍ଣଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି । ଏମାନଙ୍କର ସମସ୍ତ ଇଛା ଏବେ ପୂରଣ ହୋଇବ । ଚଳିତ ବର୍ଷ 25 ତାରିଖରେ ହୋଲି ପଡୁଅଛି । ଏହି ଦିନ ଏହି 5 ଗୋଟି ରାଶିଙ୍କର ଶୁଭ ଯୋଗ ବନୁଅଛି । ତେବେ ହୋଲିରେ ଭାଗ୍ୟ ଚମକିବାକୁ ଯାଉଥିବା ସେହି 5 ଟି ରାଶି ବିଷୟରେ ଚାଲନ୍ତୁ ଜାଣିବା ।

ବୃଷ ରାଶି;- ଏହି ପବିତ୍ର ଦୋଳ ପୂର୍ଣ୍ଣିମା ଠାରୁ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଆପଣ ଧନପ୍ରାପ୍ତି କରିବେ । ଯଦି ବ୍ୟବସାୟ ବାଣିଜ୍ୟ କରୁଥାନ୍ତି । ସେଥିରେ ଲାଭବାନ ରହିବେ । ଚାକିରୀ କରୁଥିବା ଲୋକଙ୍କୁ ମଧ୍ୟ ତାଙ୍କ କର୍ମ କ୍ଷେତ୍ରରେ ମନ ପ୍ରସନ୍ନ ରହିବ । ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ବିବାହ କରିଥିବା ଦମ୍ପତ୍ତିଙ୍କ ବୈବାହିକ ଜୀବନ ସୁଖମୟ ରହିବାକୁ ଯାଉଛି ।

କନ୍ୟା ରାଶି;- ଏହି ରାଶିର ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ବିଶେଷ କୃପା ରହିବା ପାଇଁ ଯାଉଛି । ଏଥିପାଇଁ ଏହି ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କ ଜୀବନରେ ଥିବା ଅନେକ ସମସ୍ଯାର ସମାଧାନର ବାଟ ଆପଣ ପାଇପାରିବେ । ଆପଣଙ୍କ ଆର୍ଥିକ ସ୍ଥିତି ଆହୁରି ମଜଭୁତ ବନିଯିବ । ବହୁ ଦିନରୁ ଅଟକି ରହିଥିବା ପୁରୁଣା କାର୍ଯ୍ୟ ଆପଣ ପୁଣି ଥରେ କରି ପୂରଣ କରିବାକୁ ଚେଷ୍ଟା କରିବେ ।

ସିଂହ ରାଶି;- ଏହି ସିଂହ ରାଶିର ଲୋକଙ୍କୁ ଏହି ପବିତ୍ର ଦୋଳ ପୂର୍ଣ୍ଣିମା ତଥା ହୋଲି ଦିନ ଠାରୁ ଶୁଭର ସମୟ ଆସିବାକୁ ଯାଉଛି । ଆପଣଙ୍କ କୌଣସି ଏକ ମନବାଞ୍ଛା ଏହି ଶୁଭ ସମୟରେ ପୁରା ମଧ୍ୟ ହେବାର ସମ୍ଭାବନା ରହିଛି । ଆପଣଙ୍କର କୌଣସି ଏକ ବିଶେଷ କାର୍ଯ୍ୟ ଯାହାକୁ ପୁରା କରିବାକୁ ପ୍ରୟାସ କରିବେ । ପ୍ରଭୁ ଶ୍ରୀକୃଷ୍ଣଙ୍କର ବିଶେଷ ଆଶ୍ରୀବାଦ ଆପଣଙ୍କ ଉପରେ ବନି ରହିବ ।

ତୁଳା ରାଶି;- ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । ଯେ ଆପଣଙ୍କର ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କ ମନ ପ୍ରସନ୍ନ ରହିବ । ଘର ପରିବାର ସହ ଭଲ ସମ୍ପର୍କ ରହିବ । ପ୍ରେମ ମାମଲାରେ ବହୁତ ଖୁସିରେ ରହିବେ । ଅନେକ ସ୍ଥାନରୁ ଆର୍ଥିକ ଲାଭ ଆପଣଙ୍କ ମଧ୍ୟ ହୋଇପାରେ ।

କୁମ୍ଭ ରାଶି;- ଆପଣଙ୍କ ଶୋଇ ରହିଥିବା ଭାଗ୍ୟର ଉଦୟ ହେବ । ଯେଉଁ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ଆପଣଙ୍କ ଭାଗ୍ୟର ସାଥ ମିଳୁନଥିଲା । ସେହି କାର୍ଯ୍ୟକୁ କରିବା ପାଇଁ ଆପଣଙ୍କୁ ଆପଣଙ୍କ ଭାଗ୍ୟ ସାଥ ଦେବ । ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଘର ପରିବାରରେ ଖୁସି ଓ ଶାନ୍ତିର ବାତାବରଣ ରହିବ ।

ବନ୍ଧୁଗଣ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।