ଏହା ପ୍ରଶ୍ନ ସବୁ ହେଉଛି ଦୁନିଆର ସବୁଠୁ କଠିନ ପ୍ରଶ୍ନ, ଉତ୍ତର କେବଳ ବୁଦ୍ଧିମାନ ଲୋକ ମାନେହିଁ ଦେଇ ପାରିବେ, କଣ ଆପଣ ଜାଣନ୍ତି ଏସବୁ ପ୍ରଶ୍ନର ଉତ୍ତର ?

ଲୋକଙ୍କୁ କଠିନ ପ୍ରଶ୍ନର ଉତ୍ତର ଦେବାକୁ ବହୁତ ମଜା ଲାଗିଥାଏ । ଏଥିରୁ ତାଙ୍କର କିଛି ଟାଇମ ପାସ ବି ହୋଇଯାଏ ଓ ମସ୍ତିସ୍କର ଏକ୍ସରସାଇଜ ବି ହୋଇଯାଏ । ଆଜି ଆମେ ଆପଣଙ୍କ ପାଇଁ କିଛି ଏମିତି ହିଁ କଠିନ ପ୍ରଶ୍ନ ଆଣି ଆସିଛୁ ଯାହାକୁ ସଲ୍ଭ କରିବାରେ ବଡ ବଡ ଲୋକ ବି ହାରିଯାନ୍ତି । ଦେଖିବା କି ଆପଣ କେତେ ପ୍ରଶ୍ନର ଉତ୍ତର ଦେଇ ପାରୁଛନ୍ତି । କିନ୍ତୁ ମନେ ରଖ ଆପଣଙ୍କୁ ପ୍ରଶ୍ନର ଉତ୍ତର କେବଳ 15 ସେକେଣ୍ଡରେ ଦେବାକୁ ପଡିବ । ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଉତ୍ତରର ଏହି ସିଲସିଲା ।

ପ୍ରଶ୍ନ –

ଉତ୍ତର – ପବନ

ପ୍ରଶ୍ନ –

ଉତ୍ତର- ଶ୍ମଶାନ

ପ୍ରଶ୍ନ –

ଉତ୍ତର – ଟି ବ୍ୟାଗ

ପ୍ରଶ୍ନ –

ଉତ୍ତର – 3

ପ୍ରଶ୍ନ –

ଉତ୍ତର – ଛାଇ

ପ୍ରଶ୍ନ –

ଉତ୍ତର – 11(10 ଯାତ୍ରୀ ଓ ଆଉ ଜଣେ ଆପଣ)

ପ୍ରଶ୍ନ – 

ଉତ୍ତର – ପ୍ରତ୍ୟେକ ମାସ (28 ଦିନ ପ୍ରତିମାସରେ ଆସିଥାଏ)

ପ୍ରଶ୍ନ – 

ଉତ୍ତର – Incorrectly

ପ୍ରଶ୍ନ –

ଉତ୍ତର – ଦର୍ପଣ

ଆପଣଙ୍କୁ ଆମର ଏହି ପ୍ରଶ୍ନ ସବୁ କେମିତି ଲାଗିଲା କମେଣ୍ଟ ରେ ଜଣେଇବେ । ଆପଣ ଏହା ଭିତରୁ କେତେତା ପ୍ରଶ୍ନ ର ଉତ୍ତର ଠିକ ଦେଇ ପାରିଲେ ? ଭଲ ଲାଗିଥିଲେ ଶେୟାର କରି ସାଙ୍ଗମାନଙ୍କୁ ପଚାରନ୍ତୁ । ଆମ ପେଜକୁ ଲାଇକ ନିଶ୍ଚୟ କରିବେ ।