ଏହା ହେଉଛି ଦୁନିଆର ସବୁଠୁ ତାକତବର ମିସାଇଲ, ଦୁନିଆର ଯେକୌଣସି ଯାଗାକୁ କରି ପାରିବ ଆକ୍ରମଣ, ଏହାକୁ ଅଟକାଇବା ଅସମ୍ଭବ

ବର୍ତ୍ତମାନ ସମୟରେ ସେହି ଦେଶ ସବୁଠୁ ବେଶୀ ଶକ୍ତିଶାଳୀ ହୋଇଥାଏ, ଯାହା ପାଖରେ ସବୁଠୁ ବେଶି ହତିଆର ଅଛି । ଆଜିକା ଯୁଗରେ ଏମିତି ଏମତି ହତିଆର ଆସି ଗଲାଣି, ଯାହା ବିଷୟରେ ଆପଣ କଳ୍ପନା ବି କରି ପାରିବେ ନାହିଁ । ଦୁନିଆର ଦୁଇଟି ଦେଶ ଆମେରିକା ଏବଂ ରୁଷ ହତିଆର ମାମଲାରେ ସବୁଠୁ ଆଗରେ ଅଛି ।

ବର୍ତ୍ତମାନ କିଛି ସମୟ ପୂର୍ବରୁ ରୁଷ କହିଛି କି ତାହା ପାଖରେ ଦୁନିଆର ଯେ କୌଣସି ଜାଗାକୁ ଲକ୍ଷ୍ୟ କରିବା ପାଇଁ ମିସାଇଲ ଅଛି ।

ମିସାଇଲ ଆଗରେ କିଛି ନୁହେଁ ନାଟୋର ଶକ୍ତି :

ବର୍ତ୍ତମାନ ହିଁ ରୁଷ ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେଡରଲ ଅସେଂବଲୀ କୁ ଶେଷ ହେବା ସମୟରେ କହିଛନ୍ତି କି ରୁଷ ଏକ ଏମିତି ମିସାଇଲ ତିଆରି କରିଛି ଯାହା ଆଗରେ ଦୁନିଆର କୌଣସି ହତିଆର ସାମନା କରି ପାରିବ ନାହିଁ । ଏହି ମିସାଇଲ ଆଗରେ ନାଟୋର କୌଣସି ଶକ୍ତି ବି କିଛି ନୁହେଁ ।

ସେ କହିଛନ୍ତି କି ଏଥିରେ ନ୍ଯୂକ୍ଲିଯର କ୍ଷମତା ଅଛି ଏବଂ ଏହାକୁ ୟୁରୋପ ଏବଂ ଏସିୟା ରେ ଥିବା ଆମେରିକାର କୌଣସି ଶିଲ୍ଡ ଅଟକାଇ ପାରିବ ନାହିଁ ।

ଦୁନିୟା ର ସବୁଠୁ ଶକ୍ତିଶାଳୀ ମିସାଇଲ

ଭ୍ଲାଦିମିର ପୁଟିନ ନିଜର ସମ୍ବୋଧନ ସମୟରେ କହିଛନ୍ତି କି ବର୍ତ୍ତମାନ ରୁଷ ସବୁଠୁ ବଡ ନ୍ୟୁକ୍ଲିୟର କ୍ଷମତା ଥିବା ଦେଶ ଅଟେ । ଏହି ମିସାଇଲ କମ ଉଚତ୍ତା ରେ ବି ଉଡି ପାରିବ । ଏଥିରେ ଗୋଳାବାରୁଦ ନେବାର ମଧ୍ୟ କ୍ଷମତା ଅଛି । ଏହାକୁ ଦୁନିଆର ଯେକୌଣସି ଜାଗାରେ ପହଞ୍ଚାଇ ହେବ । ଏହା କୌଣସି ରେଡାରରେ ଦେଖାଯାଇ ପାରିବ ନାହିଁ ।

ରୁଷ ର ଡ୍ରୋନ ଦ୍ଵାରା ନ୍ୟୁକିଲିୟର ଅସ୍ତ୍ର ଚଳାଇବାର କ୍ଷମତା :

ଏହି ମିସାଇଲ ଏବଂ ଏୟର ଡିଫେଂସ ର ଭବିଷ୍ୟତ ଅଟେ । ଏହା ସହିତ ପୁଟିନ ଆଉ ଏକ ମିସାଇଲ ର ପ୍ରଦର୍ଶନ କରିଛନ୍ତି । ପୁଟିନ ଏହା ବି କହିଛନ୍ତି କି ସବମରିନ ଦ୍ଵାରା ଲଞ୍ଚ କରାଯାଉଥିବା ମିସାଇଲ ରୁ ନ୍ୟୁକିଲିୟର ହମଲା ସହଜରେ କାରାଯାଇ ପାରିବ । ପୁତିନ ଏମିତି ଏକ ଡ୍ରୋନ ତିଆରି କରିଛନ୍ତି କି ତାହାକୁ ସବମରିନ ଦ୍ଵାରା ବି ଛଡା ଯାଇ ପାରିବ । ରୁଷ ଦ୍ଵାରା ତିଆରି କରା ଯାଇଥିବା ଏହି ଡ୍ରୋନ ଦ୍ଵାରା ନ୍ୟୁକିଲିୟର ହମଲା କରିବାର କ୍ଷମତା ଅଛି ।

ଆପଣ ମାନଙ୍କୁ ଆମର ଏହି ଆର୍ଟିକୀଲ କେମିତି ଲାଗୁଛି ତାହା ସମ୍ବନ୍ଧରେ ତଳେ କମେନ୍ଟ ବକ୍ସ ରେ ଲେଖନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।