ଯେତେବେଳେ ବି ଆମେ ଶପିଂଗ କରିବାକୁ ଯାଉ ଖାସକରି କପଡା କିଣିଲାବେଳ ଆମେ ବହୁତ ପଚାରୁ ଏବଂ ଦେଖିଥାଉ କିନ୍ତୁ ଯଦି ଦୋକାନୀ କୌଣସି ବ୍ରାଂଡେଡ କମ୍ପାନୀ ର ନାମ ନେଇଥାଏ ତେବେ ଆମେ କୌଣସି ପ୍ରଶ୍ନ ନ ପଚାରି ସାଙ୍ଗେ ସାଙ୍ଗେ ସେହି କପଡାକୁ କିଣି ନେଇଥାଉ । ଯେତେବେଳେ ବି ଲୋକମାନେ କିଛି କିଣି ବାକୁ ଯାଆନ୍ତି ତାଙ୍କୁ ନିଜ ବ୍ରାଣ୍ଡ ଠାରୁ ବିଦେଶୀ ବ୍ରାଣ୍ଡ ଭଲ ଲାଗେ ।
କିନ୍ତୁ ଭାରତର ହିଁ କିଛି ଏମିଟି ବ୍ରାଂଡେଡ କମ୍ପାନୀ ଅଛି ଯାହାକୁ ସାଧାରଣ ମଣିଷ ବିଦେଶୀ କମ୍ପାନୀ ବୋଲି ମାଣନ୍ତି । ବିଦେଶୀ କମ୍ପାନୀ ନାମବାଲା ୧୦ ଟି ବ୍ରାଂଡେଡ କମ୍ପାନୀ କହିବାକୁ ଗଲେ ଭାରତୀୟ କମ୍ପାନୀ ଅଟେ ।
ବିଦେଶୀ ନାମ ଥିବା ୧୦ ଟି ବ୍ରାଂଡେଡ କମ୍ପାନୀ ସତରେ ଅଟେ ଭାରତୀୟ
୧. ଏଲନ ସୋଲି
ଏଲନ ସୋଲି (Allen Solly) ପୁରା ଦେଶର ଲୋକପ୍ରିୟ ଅଟେ । ଏହାର ବିଜ୍ଞାପନ କିଛି ଏମିତି ଅଟେ ଯାହାକି ଲୋକମାନେ ତାହାକୁ ବିଦେଶୀ ଭାବନ୍ତି । କିନ୍ତୁ ଏହାର ନାମ କାରଣରୁ ଏହା ଲାଗେ ଏକ ଇଂଟରନେଶନଲ ବ୍ରାଂଡ ଅଟେ । କହିବାକୁ ଗଲେ ଆଦିତ୍ୟ ବିଡଲା ଗ୍ରୁପ ର ସହାୟକ କମ୍ପାନୀ ଅଟେ ଏବଂ ଏହାକୁ ମଦୁରା ଗାର୍ମେଂଟ୍ସ ର ଲାଇସେଂସ ସାହାର୍ଯ୍ୟରେ ତିଆରି କରାଯାଉଛି ।
୨. ଦା ମିଲାନୋ
ଦା ମିଳାନୋ (DA MILANO Italia) ଏକ ଭାରତୀୟ ବ୍ରାଣ୍ଡ ଲାଗେ ନାହିଁ କିନ୍ତୁ ଏହା ପୂରାପୂରି ଭାରତୀୟ କମ୍ପାନୀ ଅଟେ । ଗୋଟିଏ ଇତାବଲୀ ବ୍ରାଂଡ ଇଟାଲିୟା ପରି ଲାଗୁଥିବା କାରଣରୁ ସେ ଭାରତ ଏବଂ ବିଦେଶରେ ଚମଡା ର ଜିନିଷ ଏବଂ ଘରେଲୁ ଜିନିଷ ତିଆରି କରିଥାଏ । ଏହି କମ୍ପାନୀର ସବୁ ଜିନିଷ ଭାରତରେ ତିଆରି ହୋଇଥାଏ ।
୩. ଫ୍ଲାଇଂଗ ମଶୀନ
ଫ୍ଲାଇଂଗ ମଶୀନ (Flying Machine) ଭାରତର ପ୍ରଥମ ହୋମଗ୍ରାଉନ ଡେନିମ ବ୍ରାଂଡ ଅଟେ । ଯାହାକୁ ୧୯୮୦ ମସିହାରେ ଅରୱିଂଦ ଲାଇଫସ୍ଟାଇଲ ବ୍ରାଂଡ ଲିମିଟେଡ ଦ୍ଵାରା ଲଞ୍ଚ କରାଯାଇଥିଲା ।
୪. ଲା ଓପାଲା
ଲା ଆପୋଲା (LA OPALA) ହାଈ-ଏଂଡ ଟେବଲୱେୟର ତିଆରି କରିଥାଏ । ଏହା ଭାରତର ଅଗ୍ରଣୀ କ୍ରକରୀ ବ୍ରାଂଡ୍ସ ମଧ୍ୟରୁ ଗୋଟିଏ ଅଟେ । କିନ୍ତୁ ଏହାର ନାମ ଏକ ଫ୍ରେଞ୍ଚ ନାମ ଭଳି ଲାଗିଥାଏ । କିନ୍ତୁ ଏହା ପୂରାପୂରି ଭାରତୀୟ ଅଟେ ।
୫. ଲାକମେ
Lakeme ଅଗ୍ରଣୀ ଭାରତୀୟ କସ୍ମେଟିକ ବ୍ରାଂଡ୍ସ ମଧ୍ୟରୁ ଗୋଟିଏ ଅଟେ । ଏବଂ ଏହା ସ୍ୱାମିତ୍ୱ ହିଂଦୁସ୍ତାନ ଯୂନିଲୀୱର ଅଟେ । କହିବାକୁ ଗଲେ ଏହା ଟାଟା ଆଇଲ ମିଲ୍ସ ର ୧୦୦% ସହାୟକ କମ୍ପାନୀ ରୂପରେ ଆରମ୍ଭ ହୋଇଥିଲା ।
୬. ଅମୃତ ସିଂଗଲ ମାଲ୍ଟ
ଅମୃତ (AMRUT) ସିଂଗଲ ମାଲ୍ଟ ଦୁନିଆର ସବୁଠାରୁ ଭଲ ସିଂଗଲ ମାଲ୍ଟ Whiskeyମଧ୍ୟରୁ ଗୋଟିଏ ଅଟେ । ଏହି ବ୍ରାଣ୍ଡକୁ ବ୍ରୂଡ ବୋଟଲ୍ରେ ବନ୍ଦ କରାଯାଏ ।
୭. HiDesign
HiDesign ପୁଆପୁରୀ ଭାରତୀୟ କମ୍ପାନୀ ଅଟେ । ଏହା ବିଭିନ୍ନ ଦେଶରେ ଭଲ କ୍ୱାଲିଟୀର ବ୍ୟାଗ ଏବଂ ଅନ୍ୟ ଚମଡାର ଜିନିଷ ଗୁଡିକ ଉତ୍ପାଦ କରିଥାଏ ।
୮. ଲୁଈସ ଫିଲିପ
ଏହି ବ୍ରାଣ୍ଡ ର ନାମ ଫ୍ରାଂସୀସୀ ରାଜା ଲୁଈ ଫିଲିପଙ୍କ ନାମରୁ ପ୍ରେରିତ ହୋଇ ରଖା ଯାଇଛି । ଏହା ଏକ ଭାରତୀୟ ବ୍ରାଣ୍ଡ ଅଟେ ଯାହାକୁ ୧୯୮୯ ମସିହାରେ ଲଞ୍ଚ କରାଯାଇଥିଲା । ଏହି କମ୍ପାନୀ ସ୍ୱାମିତ୍ୱ ମଦୁରା ଫୈଶନ ଏବଂ ଲାଇଫସ୍ଟାଇଲ ଅଟେ ।
୯. ପୀଟର ଇଂଗ୍ଲୈଂଡ
ପୀଟର ଇଂଗ୍ଲୈଂଡ ପୁରାପୁରୀ ଯୁବକମାନଙ୍କ ପାଇଁ କପଡା ଡିଜାଇନ ତିଆରି କରିଥାଏ । ଏହି କମ୍ପାନୀ ସ୍ୱାମିତ୍ୱ ମଦୁରା ଫୈଶନ ଏବଂ ଲାଇଫସ୍ଟାଇଲ କରିଥାଏ । ଯାହା ଆଦିତ୍ଯ ବିଡଲା ନୁୱୋ ଲିମିଟେଡ ର ଅଧିକାରେ ଆସିଥାଏ ।
୧୦. ମୋଂଟେ କାର୍ଲୋ
ମୋଂଟେ କାର୍ଲୋ (Monte Carlo) ର ସ୍ଥାପନା ୧୯୮୪ ମସିହାରେ ହୋଇଥିଲା । ଭାରତୀୟଙ୍କ ମଧ୍ୟରେ ବିଦେଶି ବ୍ରାଣ୍ଡର ଆକର୍ଷଣ କୁ ଧ୍ୟାନ ରେ ରଖି ଏହାକୁ ଇଟୈଲିୟନ ନାମ ଦିଆ ଯାଇଛି ।