ସୋସିୟାଲ ମିଡିୟାରେ ଏହି ସମୟରେ କେତେବେଳ କେଉଁ ଜିନିଷ ନିଆ ଭଳି ଖେଳି ଯାଏ ମାନେ ଭାଇରାଲ ହୋଇଯାଏ, କୁହାଯାଇ ପାରିବ ନାହିଁ । ଗତ କିଛି ବର୍ଷ ହେବ ଇନ୍ଟରନେଟରେ ଏମିତି ଏମତି ଜିନିଷ ଭାଇରାଲ ହେଉଛି, ଯାହାର ପ୍ରଥମେ କେହି କଳ୍ପନା ବି କରିନଥିବେ । ସୋସିୟାଲ ମିଡିୟାରେ ଭିଡିଓ ରୁ ଆରମ୍ଭ ହୋଇ ଫଟୋ ସବ ସବୁ ଭାଇରାଲ ହେଉଛି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି କିଛି ଫଟୋ ଏମିତି ବି ଅଛି, ଯାହା ଲୋକମାନଙ୍କର ମୁଣ୍ଡକୁ ବୁଲେଇ କରି ରଖିଦିଏ ।
ଆପଣଙ୍କୁ କହିଦେଉଛୁ ଯେ ସୋସିୟାଲ ମିଡିୟାରେ ମୁଣ୍ଡର ପରୀକ୍ଷା କରିବା ପାଇଁ ପଜଲ ଖୁବ ଭାଇରାଲ କରାଯାଉଛି । ଏହି ପଜଳରେ ପୁଣି ସମସ୍ତଙ୍କୁ ଅସୁବିଧାରେ ପକାଇଦେଇଛି । ଏହି ଫଟୋକୁ ଶେୟାର କରି କହୁଛନ୍ତି କି ଏହି ଫୋଟର ରହସ୍ୟକୁ ଯିଏ ଖୋଜି ଦେବ ସେ ସତରେ ବୁଦ୍ଧିମାନ ଅଟେ । କିନ୍ତୁ ଏହି ଫୋଟକୁ କିଏ ଏବଂ କେଉଁଠାରୁ ସୋସିୟାଲ ମିଡିୟାରେ ଅପ୍ଲୋଡ କରିଛି, ତାହା ବିଷୟରେ କୌଣସି ସୂଚନା ନାହିଁ ।
ଯଦି ଆପଣଙ୍କ ପାଖରେ ମୁଣ୍ଡ ଅଛି ତେବେ ଆପଣ ଏହାର ରହସ୍ୟର ସମାଧାନ କରିପାରିବେ ।
ଆପଣ ଜାଣି ବହୁତ ଆଶ୍ଚର୍ଯ୍ୟ ହେବ କି ଏହା ପ୍ରଥମ ଥର ନୁହେଁ କି ପଜଳକୁ ସୋସିୟାଲ ମିଡିୟାରେ ବହୁତ ଭାଇରାଲ କରାଯାଉଛି । ସେହି ସମୟରେ ମଧ୍ୟ ଏହି ଫଟୋରେ ଥିବା ରହସ୍ୟ ର ସମଧାନ କରିବା ପାଇଁ ଲୋକମାନେ ନିଜର ମୁଣ୍ଡକୁ ବହୁତ ଖର୍ଚ କରିଛନ୍ତି କିନ୍ତୁ କିଛି ସଫଳତା ମିଳିଲା ନାହିଁ ।
କୁହାଯାଉଛି କି ଏହି ଫୋଟରେ ଗୋଟିଏ ବିଲୁଆ ଏବଂ ଗୋଟିଏ ଠେକୁଆ ଭଲ ଭାବରେ ଦେଖାଯାଉଛି, କିନ୍ତୁ ତୃତୀୟ ପଶୁ ବାଘ ଅଛି ଯିଏ କି ଲୁଚି କରି ଅଛି ।
କେତେ ଥର କିଛି ଜିନିଷ ଆମର ଆଖି ସାମନାରେ ହୋଇଥାଏ, କିନ୍ତୁ ଆମେମାନେ ତାହାକୁ ଦେଖି ପାରୁ ନାହୁଁ । ଏମିତି ଏହି ଫଟୋ ସହିତ ବି ହେଉଛି । ଏହି ଚିତ୍ରରେ ବାଘ ସବୁଠୁ ବଡ ଭାବରେ ଦେଖାଯାଉଛି ତାହାକୁ ଧ୍ୟାନର ସହିତ ଦେଖନ୍ତୁ । ଯଦି ବର୍ତ୍ତମାନ ବି ଆପଣ ଏହି ଫଟୋରେ ଲୁଚି ଥିବା ବାଘ କୁ ଦେଖି ପାରୁନାହାନ୍ତି ତେବେ ଆପଣ କାଠଗୁଡିକୁ ଭଲ ଭାବରେ ଦେଖିବାକୁ ଚେଷ୍ଟା କରନ୍ତୁ ଦେଖିବେ ଆପଣଙ୍କୁ ବାଘ ଦେଖା ଯିବ ।
ବର୍ତ୍ତମାନ ଆମେ ଆଶା କରୁଛୁ ଆପଣମାନେ ବାଘକୁ ଦେଖି ସାରିଥିବେ ।
ଆପଣଙ୍କୁ ଆମର ଏଇ ଖବର ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ଟିଏ କରିବେ ।