ବାଛନ୍ତୁ କେଉଁବି ଗୋଟିଏ ନମ୍ବର ଓ ଜାଣନ୍ତୁ ଏବେ ସେ କଣ ଆପଣଙ୍କ ବିଷୟରେ ଫିଲ କରୁଛନ୍ତି -Love Test

ନମସ୍କାର, ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଅତ୍ୟନ୍ତ ରୋଚକ ନମ୍ବର କୁଇଜ ଗେମ । ଏହି ଗେମ ରେ ଆମେ ଆପଣଂକୁ ନମ୍ବର ଅନୁସାରେ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ଏହି ନମ୍ବର ମଧ୍ୟରୁ ଯେ କୌଣସି ଗୋଟିଏ ନମ୍ବର କୁ ବାଛିବାକୁ ପଡ଼ିବ ଏବଂ ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ର ସମୟ ଦିଆଯିବ । ସେହି ୫ସେକେଣ୍ଡ ମଧ୍ୟରେ ଆପଣଙ୍କୁ ଯେକୌଣସି ଗୋଟିଏ ନମ୍ୱର ହାର୍ଟ କୁ ବାଛିବାକୁ ପଡ଼ିବ ।

ଆପଣ ଯେ କୌଣସି ଗୋଟିଏ ନମ୍ବର ବାଛିବା ପରେ ଆମେ ଆପଣ ମାନଙ୍କୁ କହିବୁ ଯେ ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ କଣ ଅନୁଭବ କରନ୍ତି । ତେବେ ବର୍ତ୍ତମାନ ଆମେ ଆପଣଂକୁ କିଛି ହାର୍ଟ ର ଚିତ୍ର ଦେଖାଇବୁ ଏବଂ ଆପଣଂକୁ ୫ସେକେଣ୍ଡ ମଧ୍ୟରେ ଯେ କୌଣସି ଗୋଟିଏ ହାର୍ଟ କୁ ବାଛିବା କୁ ପଡ଼ିବ । ତେବେ ଆଶା କରୁଛୁ ଆପଣ ନିଜ ଇଚ୍ଛା ଅନୁସାରେ ଗୋଟିଏ ନମ୍ବର ବାଛି ନେଇଛନ୍ତି । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଆପଣ ବାଛିଥିବା ନମ୍ବର ଅନୁସାରେ ଆପଣଙ୍କ ପାର୍ଟନର ଆପଣଙ୍କ ପାଇଁ କଣ ଅନୁଭବ କରନ୍ତି ।

ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ୧. ପ୍ରଥମେ ଆସନ୍ତୁ ଜାଣିବା ନମ୍ବର ୧ ସମ୍ବନ୍ଧରେ । ଯଦି ଆପଣ ନମ୍ବର ୧ ବାଛିଛନ୍ତି ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ସାକ୍ଷାତ କରିବାକୁ ଚାହାନ୍ତି । ୨. ଯଦି ଆପଣ ନମ୍ବର୨ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ହଗ୍ କରିବାକୁ ଚାହାନ୍ତି ।

୩. ଯଦି ଆପଣ ନମ୍ବର ୩ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ନିଜର ମନ କଥା ଜଣାଇବାକୁ ଚାହୁଁଛନ୍ତି । ୪. ଯଦି ଆପଣ ନମ୍ବର ୪ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ସରି କହିବାକୁ ଚାହୁଁଛନ୍ତି । ୫. ଯଦି ଆପଣ ନମ୍ବର ୫ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ସରପ୍ରାଇସ ଦେବାକୁ ଚାହୁଁଛନ୍ତି । ୬. ଯଦି ଆପଣ ନମ୍ବର ୬ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ବିବାହ ପାଇଁ ପ୍ରପୋଜ କରିବାକୁ ଚାହୁଁଛନ୍ତି ।

୭. ଯଦି ଆପଣ ନମ୍ବର ୭ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ଆଇ ଲାଭ ୟୁ କହିବାକୁ ଚାହୁଁଛନ୍ତି । ୮. ଯଦି ଆପଣ ନମ୍ବର ୮ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ମନରୁ ଲାଇକ୍ କରୁଛନ୍ତି । ୯. ଯଦି ଆପଣ ନମ୍ବର ୯ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ବହୁତ ମିସ୍ କରୁଛନ୍ତି ।

୧୦. ଯଦି ଆପଣ ନମ୍ବର୧୦ ବାଛିଛନ୍ତି, ତେବେ ଆପଣଙ୍କ ପାର୍ଟନର ଆପଣଙ୍କୁ ନେଇ ସ୍ବପ୍ନ ଦେଖୁଛନ୍ତି । ତେବେ ଏହା ଥିଲା ଆପଣଙ୍କ ପାଇଁ ଏକ ମଜାଦାର ନମ୍ବର କୁଇଜ ଗେମ । ଆଶା କରୁଛୁ ଯେ, ଆପଣ ମାନଙ୍କୁ ଏହି ନମ୍ବର କୁଇଜ ଗେମଟି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।