12 ବର୍ଷ ଧରି ଚାଲିଆସୁଥିବା ମଧୁମେହର ଉପଚାର, ମାତ୍ର 9 ଦିନ ମଧ୍ୟରେ ପୂରାପୂରି ଭଲ ହୋଇଗଲା, ଏହି ସହଜ ଘରୋଇ ଉପାୟ ଦ୍ୱାରା

ସମାଜରେ ଖୁସିରେ ରହିବାକୁ ହେଲେ ମନୁଷ୍ୟକୁ ସବୁବେଳେ ସୁସ୍ଥ ଓ ସବଳ ରହିବାକୁ ପଡିବ । କିନ୍ତୁ ଯଦି ମନୁଷ୍ୟକୁ କୌଣସି ରୋଗ ହୋଇଯାଏ ତେବେ ସେ ସେହି ରୋଗ କୁ ଭଲ କରିବା ପାଇଁ ସବୁ ଧାନ ସମ୍ପତି ବିନିଯୋଗ କରି ମଧ୍ୟ ଠିକ ହୋଇପାରେ ନାହିନ । ସେଥିପାଇଁ ମନୁଷ୍ୟକୁ ସବୁବେଳେ ସୁସ୍ଥ ରହିବାକୁ ହୋଇଥାଏ । ଆଜିକାଲି ପ୍ରାୟ ସମସ୍ତଙ୍କ ଘରେ ଦେଖିବେ କେହି ନା କେହି ମଧୁମେହ ରୋଗରେ ପୀଡିତ ଥିବେ । ମଧୁମେହ ବା ଡାଇବେଟିସ ରୋଗ ଆଜିକାଲି ବହୁତ ସାଂଘାତିକ ଭାବରେ ବୃଦ୍ଧି ହେବାକୁ ଲାଗିଲାଣି । ଏହି ସମୟରେ ଭାରତରେ ୫ କୋଟି ୭୦ ଲକ୍ଷରୁ ଅଧିକ ଲୋକ ଡାଇବେଟିସ ରୋଗରେ ପୀଡିତ । ଏବଂ ଆଗାମୀ ଦିନରେ ୩ କୋଟି ଲୋକଙ୍କୁ ଏହି ରୋଗ ହୋଇଯିବ ।

୨ ମିନିଟ ରେ ଗୋଟିଏ ଲୋକ ଏହି ରୋଗ ଦ୍ଵାରା ମୃତ୍ୟୁ ମୁଖରେ ପଡୁଛି । ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ ଯାନାଇବୁ ଯାହାଦ୍ୱାରା କି ମାତ୍ର ୯ ଦିନରେ ଏହି ଡାଇବେଟିସ ବା ଶୁଗାର ରୋଗ ସଂପୂର୍ଣ୍ଣ ଭାବରେ ସମାପ୍ତ ହୋଇଯିବ । ଏହି ଉପାୟ ଦ୍ଵାରା ଆପଣଙ୍କୁ ସୁଗାର ମାତ୍ରା ୩୦୦ ରୁ ୪୮୦ ପର୍ଯ୍ୟନ୍ତ ଥିଲେ ବି ଏହା ଭଲ ହୋଇଯିବ । ଏହି ରୋଗ ଦ୍ଵାରା କାହାକୁ ହୃଦ ଘାତ, ବ୍ରେନ ଷ୍ଟ୍ରୋକ, କିଡନୀ ଖରାପ ଓ ପାରାଲିଶିଷ ଭଳି ରୋଗ ହୋଇଥାଏ ।

ଶରୀରକୁ ଯେତେ ମାତ୍ରାରେ ଇନସୁଲିନ ଆବାସିକ ହୋଇଥାଏ ତାହ ନ ମିଳିଲେ ଏହି ରୋଗ ହୋଇଥାଏ । ଆମକୁ ସର୍ବ ପ୍ରଥମେ ଜାଣିବାକୁ ହେବକି ସୁଗାର ଶରୀରକୁ ଶକ୍ତି ଯୋଗାଇଥାଏ । ବିନା ସୁଗାର ରେ ମନୁଷ୍ୟ ବଞ୍ଚିପାରେ ନାହିନ । ସୁଗାର ଅନେକ ରୂପ ଥାଏ ଯେମିତିକି ଗ୍ଳୁକୋଜ, ପ୍ରାକ୍ଟୋସ, ଲାକ୍ଟୋଶ ଇତ୍ୟାଦି । ଭୋଜ୍ୟ ପଦାର୍ଥ ଏହାକୁ ସେବନ କରିବା ଦ୍ଵାରା ଆମ ଶରୀରକୁ ଶକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଉପାୟଟି କଣ । ଆପଣଙ୍କୁ ଦୁଇଟି ଉପାୟ ଜଣାଇବୁ ।

ଗୋଟିଏ ଖାଇବା ପୂର୍ବରୁ ଓ ଆଉ ଗୋଟିଏ ଖାଇବା ପରେ । ପ୍ରଥମ ଉପାୟ ଟି ହେଲା । ରୋଗୀକୁ ନିଜର ନିତ୍ୟ କର୍ମ ସାରି ସକାଳ ର ଭ୍ରମଣ କରିବା ଉଚିତ । ଏହା ପରେ ଅଧ ଛୋଟ ଚାମଚ ଅର୍ଥାତ ୨ ଗ୍ରାମ ଡାଲଚିନି ଗୁଣ୍ଡ ଗରମ ପାଣି ସହ ସେବନ କରିବା ଉଚିତ । ଏହା ପରେ ଅର୍ଥାତ ଖାଦ୍ୟ ଖାଇସାରିବା ପରେ ୨ ଗ୍ରାମ ବା ଅଧ ଚାମଚ ମେଥି ଦାନା ଗରମ ପାଣି ସହ ସେବନ କରିବା ଉଚିତ । ରାତିରେ ଶୋଇବା ପୂର୍ବରୁ ୨ ଗ୍ରାମ କଳାଜୀରାକୁ ଗରମ ପାଣିରେ ସେବନ କରିବା ଉଚିତ ।

ଏହି ତିନୋଟି ଜିନିଷରେ ମିଳୁଥିବା ମିନେରାଲ ଶରୀରର ସେଲକୁ ସୁଗାର ପ୍ରେରିତକୁ ନିୟନ୍ତ୍ରଣ କରିଥାଏ । ଦ୍ଵିତୀୟ ଉପାୟଟି ପ୍ରସ୍ତିତ କରିବା ପାଇଁ ୫୦ ଗ୍ରାମ ଜୀରା, ଶୁଖିଲା ଅଁଳା ୫୦ ଗ୍ରାମ, ହେଲା ଗୁଡମାର ବୁଟୀ ୫୦ ଗ୍ରାମ, ଶୁଖିଲା ଳିମ୍ବ ପତର ୫୦ ଗ୍ରାମ, କଳା ଜୀରା ୫୦ ଗ୍ରାମ, ଜାମ କୋଳି ମଞ୍ଜି ୨୫୦ ଗ୍ରାମ, ଏହି ସବୁ ଜିନିଷ କୁ ଛାଇ ରେ ଶୁଖାଇ ଗୁଣ୍ଡ କରି ଏହାକୁ ସକାଳ ଖାଇବା କିମ୍ବା ରାତିର ଖାଇବା ପୂର୍ବରୁ ଉଷୁମ ପାଣିରେ ଗୋଟିଏ ଚାମଚ ପକାଇ ସେବନ କରନ୍ତୁ । ଏହି ଦୁଇଟି ଉପାୟ ଅବଲମ୍ବନ କରି ଆପଣ ସାଂଘାତିକରୁ ସାଂଘାତିକ ସୁଗାର ରୋଗରୁ ମୁକ୍ତି ପାଇ ପାରିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।