Vastu Tips- ଘରେ ଶଙ୍ଖ କେଉଁଠି ଓ କିପରି ରଖିବେ ! ଯଦି ଆପଣ ଘରେ ରଖୁଛନ୍ତି ଶଙ୍ଖ, ତେବେ ଧ୍ୟାନରେ ରଖନ୍ତୁ ଏହି ସବୁ ବିଶେଷ କଥା

ଶଙ୍ଖକୁ ନିଜ ଘରର କେଉଁ ଦିଗରେ ରଖନ୍ତି, ସେହି ବିଷୟରେ ଜାଣିବା । ଆମେ କହୁଛୁ ଶଙ୍ଖକୁ ଘରର କେଉଁ ଦିଗରେ ରଖିଲେ ଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ଶଙ୍ଖ କେଉଁ ସ୍ଥାନରେ ରହିବା ଭଲ ଫଳପ୍ରଦ ମିଳିଥାଏ । ଏମିତି ବହୁତ କଥା ଅଛି ଘରେ ଶଙ୍ଖ ରଖିଲେ ଧ୍ୟାନ ଦେବାକୁ ପଡ଼ିବ । ହିନ୍ଦୁ ଧର୍ମରେ ଶଙ୍ଖ ଘରେ ରଖିଲେ ବହୁତ ଶୁଭ ହୋଇଥାଏ । ଏମିତି କଲେ ସୁଖସମୃଦ୍ଧି ବଢ଼ିଥାଏ । ଘରେ ଶଙ୍ଖ ରଖିବା ବିଷୟରେ କୁହାଯାଇଛି, ଏମିତି କଲେ ଶୁଭ ଶକ୍ତିର ପ୍ରବେଶ ହୁଏ । କେବେ କେବେ ଶଙ୍ଖ ରଖିଲେ ଅଶୁଭ ହୋଇଥାଏ ।

ଯେତେବେଳେ ନୀତିନିୟମ ପାଳନ ନକରିବା ସେତେବେଳେ ସବୁ ଅଶୁଭ ହୋଇଥାଏ । ଶଙ୍ଖ ଘର ଭିତରେ କିମ୍ବା ଠାକୁର ଘରେ ରଖିଲେ କିଛି ଅନିଷ୍ଟ କାର୍ଯ୍ୟ ହୁଏ ନାହିଁ । ପରିବାରର ସବୁ ବାଧାବିଘ୍ନ ଦୁର ହେବ । ଏମିତି କଲେ ସୌଭାଗ୍ୟ ପ୍ରାପ୍ତି ହୁଏ । ଶଙ୍ଖର ଆକାର ବହୁତ ପ୍ରକାର ହୋଇଥାଏ ଓ ସବୁ ପୂଜା ବିଧିବିଧାନରେ ହୋଇଥାଏ ।

ଉଚ୍ଚତମ ଶ୍ରେଣୀର ଶଙ୍ଖ ମାଳଦ୍ଵିପ, ଲାକ୍ଷାଦ୍ଵୀପ, ଶ୍ରୀଲଙ୍କା, ଭାରତ କୈଳାସ ମାଳଦ୍ଵିପରେ ଦେଖିବାକୁ ମିଳେ । ହିନ୍ଦୁ ପୁରାଣ ଅନୁସାରେ ଯଦି ଶଙ୍ଖର ଉପଯୋଗ ଠିକସେ କରାଯାଏ, ତାହେଲେ ସାଧକର ସବୁ ମନୋସ୍କାମନା ପୂର୍ଣ୍ଣ ହୁଏ । ପୁରାଣରେ ବର୍ଣ୍ଣିତ ଅଛି କଥା କହିପାରୁନଥିବା ଲୋକ ଯଦି ପ୍ରତିଦିନ ଶଙ୍ଖ ବଜାଇବା ଅଭ୍ୟାସ କରେ, ତାହେଲେ ସେ କଥା କହିବା ଆରମ୍ଭ କରେ ।

ଶଙ୍ଖର ଆକୃତିକୁ ୩ ଶ୍ରେଣୀରେ ବିଭକ୍ତ କରାଯାଇଛି । ଯେଉଁ ଶଙ୍ଖକୁ ଡାହାଣ ହାତରେ ଧରନ୍ତି, ତାକୁ ଦଖିଣାବର୍ତ୍ତ ଶଙ୍ଖ କୁହାଯାଏ । ଯେଉଁ ଶଙ୍ଖକୁ ବାମ ହାତରେ ଧରନ୍ତି ତାକୁ ବାମବର୍ତ୍ତ ଶଙ୍ଖ କୁହାଯାଏ । ଶଙ୍ଖର ମଝିରେ ଖୋଲା ଥିଲେ ତାକୁ ମଧ୍ୟାବର୍ତ୍ତ ଶଙ୍ଖ କୁହାଯାଏ । ଶଙ୍ଖ ୩ ପ୍ରକାର ହୋଇଥାଏ । ପ୍ରାୟତଃ ଶଙ୍ଖ ଓ ମଧ୍ୟାବର୍ତ୍ତ ଶଙ୍ଖ ଦେଖିବାକୁ ମିଳେ ନାହିଁ । ଏମାନଙ୍କ ଚମତ୍କାରି ଗୁଣ ବହୁତ ଅଧିକ ହୋଇଥାଏ । ଏମାନଙ୍କ ଚମତ୍କାରି ଗୁଣ ଅନ୍ୟମାନଙ୍କ ଅପେକ୍ଷା ଭଲ ହୋଇଥାଏ । ଏମାନଙ୍କ ମହତ୍ତ୍ଵ ପୁରା ବଢିଯାଏ । ପୂଜା ଘରେ । ଦଖିଣାବର୍ତ୍ତ ଶଙ୍ଖ ରଖିଲେ ମା ଲକ୍ଷ୍ମୀ ବାସ କରନ୍ତି ।

ହିନ୍ଦୁ ଶାସ୍ତ୍ର ଅନୁସାରେ ଶଙ୍ଖ ନଥିଲେ କୌଣସି ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୁଏ ନାହିଁ । ଏହାର ଶବ୍ଦରେ ପ୍ରେତ ଓ ପିଶାଚ ମାନଙ୍କଠାରୁ ମୁକ୍ତି ମିଳେ । ଶଙ୍ଖ ବିଷୟରେ କିଛି ଧାର୍ମିକ କଥା କହୁଛୁ । ଶଙ୍ଖକୁ ପାଣିରେ କିମ୍ବା ଭୂମି ଉପରେ ରଖିବା ଉଚିତ୍ ନୁହେଁ । ଶଙ୍ଖକୁ ଧଳା କପଡ଼ାରେ ବାନ୍ଧି ରଖିବା ଉଚିତ୍ । ଶଙ୍ଖ ଭିତରେ ପାଣି ରଖିବା ଉଚିତ୍ ନୁହେଁ । ପୂଜା ସମୟରେ ଶଙ୍ଖରେ ପାଣି ରଖିବା ଉଚିତ୍ । ଜଳକୁ ରଖିଲେ ଶାରୀରିକ ଓ ମାନସିକ ବିକାଶ ହୋଇଥାଏ । ଏମିତି କଲେ ସାଧନାର ବିକାଶ ହୁଏ । ଶଙ୍ଖ ଖୋଲା ରଖି ଉପରକୁ କଲେ ଭଲ ହୋଇଥାଏ । ଭଗବାନ୍ ବିଷ୍ଣୁ ଓ ଲକ୍ଷ୍ମୀ ଓ ବାଳକୃଷ୍ଣଙ୍କ ମୂର୍ତ୍ତିର ଡାହାଣ ପଟରେ ଶଙ୍ଖ ରଖିଲେ ଭଲ ହୁଏ ।

ଶଙ୍ଖକୁ ମା ଲକ୍ଷ୍ମୀଙ୍କ ରୂପ ମାନନ୍ତି, ସେଥିପାଇଁ ଶ୍ରଦ୍ଧାର ସହିତ ପୂଜା କରନ୍ତି ଯେମିତି ଭଗବାନଙ୍କୁ ପୂଜା କରନ୍ତି । ଲାଲ କପଡ଼ାରେ ଘୋଡେଇ ୧୦୪ଟି ଚାଉଳ ଦାନା ପକେଇ ଗହଣା ବାକ୍ସରେ ରଖିଲେ ଭଲ ହୁଏ । ଘରେ ଶଙ୍ଖ ଧ୍ଵନି ବଜେଇଲେ ବହୁତ୍ ଶୁଭ ହୁଏ । ପୂଜା ସମୟରେ ଶଙ୍ଖ ବଜେଇଲେ ଶୁଭ ହୁଏ । ମନ୍ଦିରରେ କେଉଁ ଆରତୀ ହେଉ କିମ୍ବା କୌଣସି ଧାର୍ମିକ ସମାରୋହ ହେଉ ଶଙ୍ଖ ବଜେଇକେ ଭଲ ହେବ । ଶଙ୍ଖ ଧ୍ବନିରେ ବାତାବରଣ ଶୁଦ୍ଧ ହୁଏ ସେତିକି ନୁହେଁ, ନକରାତ୍ମକ ଉର୍ଜା ପ୍ରବେଶ କରିବେନି । ଏମିତି କଲେ ଚେତନା ଜାଗ୍ରତ ହୁଏ ଓ ପୂଜା ଭଲହୁଏ ।

ସମୁଦ୍ର ମନ୍ଥନରେ ୧୪ଟି ରତ୍ନରୁ ଶଙ୍ଖ ଗୋଟେ ରତ୍ନ ଭଲ ହୁଏ । ସ୍ବାସ୍ଥ୍ୟ ଦୃଷ୍ଟିରୁ ଶଙ୍ଖ ବହୁତ୍ ଉପଯୋଗୀ ହୁଏ । ଶଙ୍ଖ ରଖିଲେ କୁମ୍ଭକ ଓ ରେଚକ୍ ପ୍ରାଣାୟମ ଭଲ ହୁଏ, ଏମିତିରେ ଭଲ ହୁଏ । ଯଦି ଶଙ୍ଖରେ ଜଳ ରଖିଲେ ଭଲହୁଏ । ଏହି ଶଙ୍ଖରେ କୌଣସି ଶଙ୍ଖର ଔଷଧୀୟ ଗୁଣ ଯୋଗୁଁ ସବୁରୋଗ ଭଲ ହୁଏ । ଆୟୁର୍ବେଦ ଅନୁସାରେ ଶଙ୍ଖର ଭସ୍ମକୁ ଲଗେଇଲେ ସବୁ ରୋଗ ଭଲ ହୋଇଯାଏ ।

ଦକ୍ଷିଣାବର୍ତ୍ତ ଶଙ୍ଖକୁ ଲକ୍ଷ୍ମୀଙ୍କ ସ୍ୱରୂପ ମାନିଥାନ୍ତି । ପ୍ରତିଦିନ ଏହାକୁ ଧୂପ ଦୀପ ଦେଇ ପୂଜା କରନ୍ତୁ । ଦକ୍ଷିଣାବର୍ତ୍ତ ଶଙ୍ଖର ପାଣି ବୁଲେଇ କାମ କରିଥାନ୍ତି । ଅର୍ଣ୍ଣପୂର୍ଣ୍ଣ ଘରେ ରଖିଲେ ଶୁଭ ହୁଏ । ଯେମିତି ହିନ୍ଦୁ ଧର୍ମରେ ଭଗବାନ୍ ରଙ୍କୁ କ୍ଷୀର ଓ ଗଙ୍ଗା ଜଳରେ ସ୍ନାନ କରାଯାଏ, ସେମିତି ଶଙ୍ଖକୁ ସ୍ନାନ କରିବାକୁ ପଡେ । ବୈଜ୍ଞାନିକମାନେ କୁହନ୍ତି ଶଙ୍ଖର ତରଙ୍ଗ ବାତାବରଣ ଶୁଭ ହୁଏ । ପବନରେ ଥିବା କିଟାଣୁ ବିନାଶ ହୁଏ ଶଙ୍ଖ ବାଜିଲେ । ସବୁ ରୋଗ ଭଲ ହୁଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।