କିଛି ସମୟରେ ବୁକ କରି ପାରିବେ ତତ୍କାଳ କଂଫର୍ମ ଟିକେଟ, ଏହି ସହଜ ଉପାୟରେ

ଟ୍ରେନ ରେ ରିଜରଭେଶନ କରିବା କୌଣସି ଯୁଦ୍ଧରୁ କମ ନୁହେଁ । ସରକାର ଯାତ୍ରୀଙ୍କ ସୁବିଧା ପାଇଁ ତତ୍କାଳ ଟିକେଟ ର ସେବା ବାହାର କରିଲେ ଯେଉଁଥିରେ ଦୁଇ ଦିନ ତିନି ଦିନ ପୂର୍ବରୁ ଯାତ୍ରୀମାନେ ଟିକେଟ ବୁକ କରିବା ବ୍ୟବସ୍ଥା ଅଛି । କିନ୍ତୁ କେତେ ଥର ତତ୍କାଳ ଟିକେଟ ର ଲାଭ ନେବା ପାଇଁ କଠିନ ହୋଇ ଯାଏ । ଲୋକମାନ ନିଜର ଘରେ ବସି ତତ୍କାଳ ଟିକେଟ ବୁକ କରି ପାରନ୍ତି ନାହିଁ କାରଣ ୱେବସାଇଟ ରେ ଲୋକମାଙ୍କର ଟ୍ରୈଫିକ ଏତେ ବେଶି ଥାଏ କି ଟିକେଟ ବୁକ କରିବା ପାଇଁ ନିଜ ବିଷୟରେ ପୂରଣ କରୁଥିବା ଭିତରେ ଟିକେଟ ସରିଯାଇଥାଏ ।

ଯାହା ପରେ ଲୋକମାନଙ୍କୁ ଦଲାଲ କିମ୍ବା ଏଜେଣ୍ଟ ମାଧ୍ୟମରେ ଟିକେଟ ଦାମ ଠାରୁ ବେଶି ଟଙ୍କା ଦେଇ କିଣିବାକୁ ପଡେ । କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏକ ସହଜ ଉପାୟ ଯାହା ପରେ ଆପଣ କିଛି ସେକେଣ୍ଡ ଭିତରେ ଟିକେଟ ବୁକ କରି ପାରିବେ । ଟିକେଟ ବୁକ କରିବା ପାଇଁ ଆମେ ସମସ୍ତେ IRCTC ର ୱେବସାଇଟ ରେ ଭିଜିଟ କରନ୍ତି । ଯେଉଁଥିରେ ନିଜ ବିଷୟରେ ଏବଂ ବ୍ୟାଙ୍କ ର ଡିଟେଲସ ଭରିବାକୁ ପଡିବ ।

ଯେଉଁଥିରେ ବହୁତ ସମୟ ଲାଗେ । କିନ୍ତୁ ଏହି ଟ୍ରିକ ପରେ ଆପଣଙ୍କୁ ଟିକେଟ ସହଜରେ ହୋଇ ଯିବ । ଏଥିପାଇଁ ଆପଣଙ୍କୁ ସର୍ବେ ପ୍ରଥମେ ଗୁଗଲ ରେ ଦିଆ ଯାଇଥିବା ଆଈଆରସୀଟୀସୀ ମୈଜିକ ଅଟୋଫିଲ କ୍ରୋମ ଏକ୍ସଟେନସନ ଆଡ କରିବାକୁ ପଡିବ । ଆଡ କରିବା ପରେ ସବୁ ଡୀଟେଲ ଭରି ଦିଅନ୍ତୁ ।

ସବୁ ଡୀଟେଲ ନିଜକୁ ନିଜେ ଭାରି ଯିବ । ଟିକେଟ ବୁକ କରିବା ପାଇଁ ପ୍ରଥମେ ଆପଣଙ୍କୁ କୋଚ ଏବଂ ଡେବିଟ କାର୍ଡ ର ପାସୱିର୍ଡ ହିଁ ଭର୍ତି କରିବାକୁ ପଡିବ । ଯାହାକୁ ଭରିବା ପରେ ଆପଣଙ୍କ ତତ୍କାଳ ଟିକେଟ ବୁକ ହୋଇଯିବ । ଏହି ପ୍ରକ୍ରିୟା ଦ୍ଵାରା ଆପଣଙ୍କ ର ଟିକେଟ କିଛି ସମୟ ଭିତରେ ତତ୍କାଳ ଟିକେଟ ବୁକ ହୋଇ ଯିବ ।

ପାଞ୍ଚ ସ୍ଟେପ ର ଏହୋଇଯିବା ଟିକେଟ :

ପ୍ରଥମ : ସର୍ବେ ପ୍ରଥମେ ଗୁଗଲ ରେ IRCTC ମୈଜିକ ଅଟୋଫିଲ ସର୍ଚ କରନ୍ତୁ ଏବଂ କ୍ରୋମ ୱେବସାଇଟ ରେ ଥିବା ଏକ୍ସଟେନସନ ଲିଙ୍କ ରେ କିଳ୍କ କରନ୍ତୁ । ପରେ ଆଡ ଟୁ କ୍ରୋମ ଅପ୍ଶନ ର କିଳ୍କ କରନ୍ତୁ ।

ଦୁତୀୟ : ଏହା ପରେ ନିଜର ପୁରା ଡୀଟେଲ ଠିକ ଭାବରେ ଭର୍ତି କରନ୍ତୁ । ଏଥିରେ ଲଗ ଇନ ଆଇଡି ଏବଂ ପାସୱିର୍ଡ ସହିତ କେଁଉଠି ରୁ କେଁଉଠି ଯିବାକୁ ପଡିବ । କଉ ଟ୍ରେନରେ ଯିବାକୁ ପଡିବ ତାହାର ସୂଚନା ଭର୍ତି କରି ଦିଅନ୍ତୁ ।

ତୁତୀୟ : ଏହା ପରେ ୱେବସାଇଟ ଆପଣଙ୍କ ଠାରୁ ଫୋଟୋ, ଜନ୍ମ ତାରିଖ, ନାମ, ବୟସ, ଜେଣ୍ଡର, ଇତ୍ୟାଦି ଡୀଟେଲ ଭର୍ତି କରି ଦିଅନ୍ତୁ ।

ଚର୍ଟୁଥ : ଏହା ପରେ ବୋରଡିଙ୍ଗ ଷ୍ଟେସନ ଏବଂ ମୋବାଇଲ ନମ୍ବର ର ଡିଟେଲ ଭର୍ତି କରିଦିଅନ୍ତୁ ।

ପଞ୍ଚମ : ଏହା ପରେ ସବମିତ ଡୀଟେଲ ରେ କିଳ୍କ କରନ୍ତୁ ।

ଏହି ପ୍ରକ୍ରିୟା ପରେ ଆପଣଙ୍କୁ ଅଫୀସିଆଲ ୱେବସାଇଟ ରେ କେବଳ ପାସୱିର୍ଡ ଏବଂ କୋଚ ହିଁ ଭରିବାକୁ ପଡିବ । ଏହି ସହଜ ଉପାୟରେ ଆପଣ ତତ୍କାଳ କନ୍ଫର୍ମ ଟିକେଟ କରିପାରିବେ । ଲେଖାଟି ଭାଲାଗିଲେ ସମସ୍ତନକ ସହିତ ଶେୟାର କରନ୍ତୁ ଓ ଏମିତି ନୂଆ ନୂଆ ଟିପ୍ସ ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।