ଏମାନେ ହେଉଛନ୍ତି ଦୁନିଆର ଟପ ୫ ସବୁଠୁ ସୁନ୍ଦର ମହିଳା କ୍ରିକେଟର, ବିରାଟ ଓ ଜାଡେଜାଙ୍କୁ କରିସାରିଛନ୍ତି ପ୍ରପୋଜ

ବର୍ତ୍ତମାନ ସମୟରେ ପୁରୁଷ କ୍ରିକେଟରଙ୍କ ଭଳି ମହିଳା କ୍ରିକେଟର ବି ବହୁତ ଚର୍ଚାରେ ରହୁଛନ୍ତି । କହିବାକୁ ଗଲେ ମହିଳା କ୍ରିକେଟରମାନଙ୍କ ଖେଳ ଠାରୁ ଅଧିକ ସେମାନେ ନିଜର ସୁନ୍ଦରତା କାରଣରୁ ଚର୍ଚାରେ ରହିଥାନ୍ତି । ଯେଉଁଠି ପୁରୁଷ କ୍ରିକେଟରମାନେ ଦୁନିଆରେ ନିଜର ପ୍ରତିଭା ବଳରେ ଲୋକପ୍ରିୟ ହୋଇଛନ୍ତି ଠିକ ସେହିଭଳି ବର୍ତ୍ତମାନ ସମୟରେ ମହିଳା କ୍ରିକେଟରମାନେ ବି ନିଜ ପ୍ରତିଭା ବଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଛନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏମିତି କିଛି ମହିଳା କ୍ରିକେଟରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ସୁନ୍ଦରତା ମାମଲାରେ କାହା ଠାରୁ କମ ନୁହନ୍ତି ।

ଲୌରା ମାର୍ଶ

ଲୌରା ଏଲେକ୍ସେଂଡ୍ରା ମାର୍ଶ ଇଂଲଣ୍ଡର ଖେଳାଳି ଅଟନ୍ତି । ଲୌରା ୧୧ ବର୍ଷ ବୟସରୁ କ୍ରିକେଟ ଖେଳୁଛନ୍ତି । ଲୌରା ଅଫ ସ୍ପିନର ଅଟନ୍ତି ଓ ସେ ଏହି କାମରେ ଏତେ ମାହିର ଅଟନ୍ତି କି ଭଲ ଭଲ ବ୍ୟାତ୍ସମ୍ୟାନ ବି ଡରି ଯାଆନ୍ତି । ଆପଣଙ୍କୁ କହିଦେଉଛୁ କି ଲୌରା ବର୍ଷ ୨୦୦୬ରେ ଭାରତ ବିରୁଦ୍ଧରେ ନିଜର ଟେସ୍ଟ ଡେବ୍ୟୁ କରିଥିଲେ ।

ଐଲିସେ ପେରୀ

ଐଲିସେ ଏଲେକ୍ସେଂଡ୍ରା ପେରୀ ଅଷ୍ଟ୍ରେଲିୟା ତରଫରୁ ଖେଳନ୍ତି । ଯେତିକି ଚର୍ଚା ତାଙ୍କର ଖେଳର ହୋଇଥାଏ ସେତିକି ଚର୍ଚା ତାଙ୍କର ସୁନ୍ଦରତାର ବି ହୋଇଥାଏ । ଆପଣଙ୍କୁ କହିଦେଉଛୁ କି ଐଲିସେ ଏଲେକ୍ସେଂଡ୍ରା ପେରୀ ୧୬ ବର୍ଷ ବୟସରୁ କ୍ରିକେଟ ସହ ଫୁଟବଲ ବି ଖେଳୁଛନ୍ତି । ଐଲିସେ ଏଲେକ୍ସେଂଡ୍ରା ପେରୀ ଅଷ୍ଟ୍ରେଲିୟା ତରଫରୁ ଫୁଟବଲ ଓ କ୍ରିକେଟ ଦୁଇଟିରେ ହିଁ ଇଣ୍ଟରନ୍ୟାସନାଲ ସ୍ତରରେ ମ୍ୟାଚ ଖେଳିଥିବା ପ୍ରଥମ ଖେଳାଳି ଅଟନ୍ତି ।

ମିତାଲୀ ରାଜ

ମିତାଲୀ ରାଜଙ୍କୁ ଆଜି ସମସ୍ତେ ଜାଣିଛନ୍ତି । ସେ ବହୁତ ସମୟ ହେବ ଭାରତୀୟ ମହିଳା ଟିମ ପାଇଁ ଖେଳୁଛନ୍ତି ଓ ସେ କ୍ୟାପଟେନ ବି ଅଟନ୍ତି । ଆପଣଙ୍କୁ କହିଦେଉଛୁ କି ମିତାଲୀ ରାଜ ମହିଳା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ ଅଧିକ ରନ କରିଥିବା ପ୍ରଥମ ଖେଳାଳି ଅଟନ୍ତି । ତାଙ୍କର ହିଁ ନେତୃତ୍ଵରେ ଟିମ ଗତ ଥର ଫାଇନାଲରେ ପହଞ୍ଚି ଥିଲା ।

ସାରା ଜେନ ଟେଲର

ସାରାଙ୍କ ସୁନ୍ଦରତାର ଚର୍ଚା ତାଙ୍କର ଖେଳରୁ ଅଧିକ ହୋଇଥାଏ । ସାରା ଇଂଲଣ୍ଡର ଖେଳାଳି ଅଟନ୍ତି । ବର୍ଷ ୨୦୦୮ରେ ଅଷ୍ଟ୍ରେଲିୟା ବିରୁଦ୍ଧରେ ଡେବ୍ୟୁ କରୁଥିବା ସାରା ବର୍ଷ ୨୦୦୯ରେ ୧୨୦ ରନ ଏକ ଭଲ ପାରି ଖେଳି ଥିଲେ ।

ହଲୀ ଫର୍ଲିଗ

ହଲୀ ଫର୍ଲିଗ ଅଷ୍ଟ୍ରେଲିୟା ପାଇଁ ଖେଳନ୍ତି । ବର୍ଷ ୨୦୧୩ରେ ସେ ଅଷ୍ଟ୍ରେଲିୟା ମହିଳା ଟିମ ତରଫରୁ ନିଜର ଡେବ୍ୟୁ ମ୍ୟାଚ ଖେଳି ଥିଲେ । ହଲୀ ଫର୍ଲିଗ ଏକ ଡାହାଣ ହାତ ମଧ୍ୟମ ବୋଲର ଅଟନ୍ତି । ଟିମ ପ୍ରତି ତାଙ୍କର ବହୁତ ପ୍ରଦର୍ଶନ ଅଛି । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।