ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।
୧- ମନୁଷ୍ୟର କେଉଁ ଅଙ୍ଗ ଜନ୍ମ ପରେ ଆସେ ଓ ମ-ର-ଣ ପରେ ଚାଲିଯାଏ ?
ଉତ୍ତର- ଆମ ଦାନ୍ତ ।

୨- କେଉଁ ଦେଶକୁ ଛୋଟ ଭରତ ନାମରେ ଜଣାଯାଏ ?
ଉତ୍ତର- ମୋରିଶେଷ ।
୩- ଦୁନିଆର ସବୁଠାରୁ ଦାମୀ ଆମ୍ବ କେଉଁଠାରେ ମିଳିଥାଏ ?
ଉତ୍ତର- ଜାପାନ ।
୪- ଗୋଟେ ଗାଈ ଦିନକୁ କେତେ ଲିଟର କ୍ଷୀର ଦେଇଥାଏ ?
ଉତ୍ତର- ୬୦ରୁ ୭୦ ଲିଟର ।
୫- ଦୁନିଆର ସବୁଠାରୁ ପ୍ରଥମ ଟ୍ରେନ କେବେ ଚାଲିଥିଲା ?
ଉତ୍ତର- ୧୮୨୫ରେ ।
୬- ସୂର୍ଯ୍ୟ ଅସ୍ତ ପରେ ପୋଲିସମାନେ କାହିଁକି ମହିଳାମାନକୁ ଆରେଷ୍ଟ କରନ୍ତି ନାହି ?
ଉତ୍ତର- ଏହି ଅଧିକାର ମହିଳାମାନଙ୍କୁ ସମ୍ଭିଧାନରୁ ମିଳିଛି ।
୭- ଭାରତର କେଉଁ ଗାଁର ବ୍ଯାଙ୍କରେ କବାଟ ନାହି ?
ଉତ୍ତର- ସନୀ ସିଗନାପୁର ।
୮- ଭାରତର ପ୍ରଥମ ଟ୍ରେନ କେଉଁଠାରୁ ଆରମ୍ଭ ହୋଇ କେଉଁ ପର୍ଯ୍ଯନ୍ତ ଚାଲିଥିଲା ?
ଉତ୍ତର- ମୁମ୍ବାଇରୁ ଠାନେ ପର୍ଯ୍ଯନ୍ତ ।

୯- ସୁନା ଓ ଚାନ୍ଦିରେ ଅଧିକ ସୁଧ କରିବା ପାଇଁ କଣ ବ୍ୟବହାର କରାଯାଏ ?
ଉତ୍ତର- ନାଇଟ୍ରିକ ଅମ୍ଳ ।
୧୦-କଣ ଆପଣମାନେ ଜାଣନ୍ତି ତାଜମହଲ କେଉଁଠାରେ ଅଛି?
୧-ପାଟନା ୨- ଆଗ୍ରା ୩- ମୁମ୍ବାଇ
୧୧- କେଉଁ ପଶୁର ହାଡ ଅଧିକ ମଜବୁତ ହୋଇଥାଏ ?
ଉତ୍ତର- ବାଘ ।

୧୨- ପୃଥିବୀରେ କେଉଁ ଧର୍ମର ଲୋକମାନେ ଅଧିକ ର୍ଚୁଛନ୍ତି ?
ଉତ୍ତର- ଇସଲାମ ଧର୍ମ ।
୧୩- ତାରପିନର ତେଲ କେଉଁ ଗଛରୁ ବାହାର କରାଯାଏ ?
ଉତ୍ତର- ଚିଡ ଗଛରୁ ।
୧୪- ଭାରତର କେଉଁ ରାଜ୍ୟରେ ଅଧିକ ନଡିଆ ଉତ୍ପାଦନ କରାଯାଏ ?
ଉତ୍ତର- କେରଳ ।
୧୫- ଦୁନିଆର ସବୁଠାରୁ ଶାନ୍ତ ସ୍ଥାନ କେଉଁଠି ଅଛି ?
ଉତ୍ତର- ଆମେରିକା ।
୧୬- କେଉଁ ବସ୍ତୁ ନିଆଁରେ ଜ-ଳେ ନାହି ?
ଉତ୍ତର- ଏଜବେଷ୍ଟ ।
୧୭- ଭାରତର ପ୍ରଥମ ଦଳିତ ମୁଖ୍ୟ ନ୍ୟାୟାଧୀଶ କିଏ ଥିଲେ ?
ଉତ୍ତର- କେ.ଜୀ. ବାଲ୍କୃଶନ ।
୧୮- ପାଣି ପଞ୍ଚାଯତ ଯୋଜନା କେଉଁ ରାଜ୍ୟ ସହ ଜଡିତ ଅଟେ ?
ଉତ୍ତର- ଓଡିଶା ।
୧୯- ଜବାହାରଲାଲ ନେହେରୁ “ଡିକ୍ସନାରୀ ଅଫ ଇଣ୍ଡିଆ” ବହି କେଉଁ ଜେଲରେ ଲେଖିଥିଲେ ?
ଉତ୍ତର- ଏହାମଦାବାଦ ।

୨୦- ସନୀଙ୍କର ସବୁଠାରୁ ବଡ ଉପଗ୍ରହ କଣ ?
ଉତ୍ତର- ଟାଇଟନ ଉପଗ୍ରହ ।
୨୧- ସଂସଦରେ ବଜେଟ କିଏ ପ୍ରସ୍ତୁତ କରନ୍ତି ?
ଉତ୍ତର- ବିତ୍ତ ମନ୍ତ୍ରୀ ।
୨୨- ଭାରତରେ ହିନ୍ଦୀ ପରେ କେଉଁ ଭାଷା ଅଧିକ ପ୍ରୟୋଗ କରାଯାଏ ?
ଉତ୍ତର- ବଙ୍ଗାଳୀ ।
୨୩- ଭାରତୀୟ ରିଜର୍ଭ ବାଙ୍କର ମୁଖ୍ୟ କାର୍ଜ୍ୟାଳୟ କେଉଁଠାରେ ଅଛି ?
ଉତ୍ତର- ମୁମ୍ବାଇ ।
୨୪- ଏସିଆର ପ୍ରଥମ ଇଂଜିନିୟରିଂ କଲେଜ କେଉଠି ଅଛି ?
ଉତ୍ତର- ରୁଡକି ଉତ୍ତରାଖଣ୍ଡ ।
୨୫- ଦୁଇଟି ସେଓକୁ ନ କାଟି କିପରି ଭାବେ ୫ ଜଣଙ୍କ ମଧ୍ୟରେ ବଣ୍ଟା ଯାଇପାରିବ ?
ଉତ୍ତର- ସେଓର ସେକ ବନେଇକି ।
ବନ୍ଧୁଗଣ ଆଶା କରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଏହାକୁ ଅନ୍ୟ ସହ ଶେୟାର କରି ଆଗକୁ ଏମିତି ଅନେକ ନୂଆ ନୂଆ ପୋଷ୍ଟ ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।