୨ଟି ଗାଈ ୨ ଦିନରେ ୪ ଲିଟର କ୍ଷୀର ଦିଅନ୍ତି ତ ୧୦ ଟି ଗାଈ ୧୦ ଦିନରେ କେତେ କ୍ଷୀର ଦେବେ !

ଆଜି ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଓ ତାହାର ଜବାବ ନେଇ ଆସିଛୁ । କହିବାକୁ ଗଲେ ଏହି ପ୍ରଶ୍ନ ଗୁଡିକ UPSCର ପରୀକ୍ଷାର ଇଣ୍ଟରଭିୟୁରେ ପଚରାଯାଇଥାଏ । ଆପଣଙ୍କୁ ମଧ୍ୟ ଜଣା ଥିବ କି UPSC ପରୀକ୍ଷା ଦେଶର ସବୁଠୁ କଷ୍ଟ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ ଓ ଏହାର ଇଣ୍ଟରଭିୟୁରେ ଭଲ ଭଲ ଲୋକମାନେ ବି ଫେଲ ହୋଇ ଯାଆନ୍ତି । ଏମିତି ବହୁତ କମ କ୍ୟାନ୍ଡିଡେଟ ହୋଇଥାନ୍ତି ଯେଉଁମାନେ UPSCର ପ୍ରୀ ଓ ମେନ୍ସ, ଦୁଇଟି ପରୀକ୍ଷାକୁ ପାସ କରି ଶେଷରେ ଇଣ୍ଟରଭିୟୁରେ ଫେଲ ହୋଇ ଯାଆନ୍ତି ।

ଏହା ଏଥିପାଇଁ କାରଣ କେତେ ଥର ଏମାନଙ୍କୁ ଇଣ୍ଟରଭିୟୁରେ କିଛି ଏମିତି ପ୍ରଶ୍ନ କରାଯାଏ ଯାହା ତାଙ୍କ ପାଠ୍ୟ ପୁସ୍ତକରେ ବି ନ ଥାଏ । କେତେ ଥର ଇଣ୍ଟଭିୟୁର କ୍ୟାଣ୍ଡିଡେଟ୍ସମାନଙ୍କ ଉପସ୍ଥିତ ବୁଦ୍ଧି ଓ IQକୁ ଚେକ କରିବା ପାଇଁ ଏହିଭଳି ଟ୍ରିକି ପ୍ରଶ୍ନ କରାଯାଏ । ତେବେ ଚାଲନ୍ତୁ ଜାଣିବା ଏହି ପ୍ରଶ୍ନ ବିଷୟରେ ।

ପ୍ରଶ୍ନ – ହିନ୍ଦୁ ଓ ମୁସଲମାନ ଆଧାରରେ ପଶ୍ଚିମବଙ୍ଗ ର ବିଭାଜନ କେବେ କରାଯାଇଥିଲା ?

ଉତ୍ତର – ୧୯୦୫ରେ

ପ୍ରଶ୍ନ – ଭାରତର ଉଚ୍ଚ ଜଳ ପ୍ରପାତ କିଏ ଅଟେ ?

ଉତ୍ତର – ଜୋଗ ପ୍ରପାତ

ପ୍ରଶ୍ନ – ଏମିତି କେଉଁ ଭାଷା ଅଛି ଯାହାର ଦୁଇ ପଟେ ଗୋଟିଏ ହିଁ ନାମ ଆସିଥାଏ ?

ଉତ୍ତର – ମଲୟାଲମ ଭାଷା

ପ୍ରଶ୍ନ – ଓଡିଶା ସ୍ଥାପନା ଦିବସ କେବେ ପାଳନ କରାଯାଏ ?

ଉତ୍ତର – ୧ ଏପ୍ରିଲ

ପ୍ରଶ୍ନ – ୨ଟି ଗାଈ ୨ ଦିନରେ ୪ ଲିଟର କ୍ଷୀର ଦିଅନ୍ତି ତେବେ ୧୦ ଟି ଗାଈ ୧୦ ଦିନରେ କେତେ କ୍ଷୀର ଦେବେ ?

ଉତ୍ତର – ୧୦୦ ଲିଟର

ପ୍ରଶ୍ନ – ମାଉନ୍ଟ ଏଭରେସ୍ଟର ଉଚ୍ଚତା କେତେ ଅଟେ ?

ଉତ୍ତର – ୮୮୪୮ ମିଟର

ପ୍ରଶ୍ନ – କେଉଁ ପ୍ରାଚୀନ ଭାରତୀୟ ଶାସକଙ୍କୁ ୧୦୦ ଟି ଯୁଧ୍ୟର ବିଜେତା କୁହାଯାଏ ?

ଉତ୍ତର – ସମୁଦ୍ରଗୁପ୍ତ

ପ୍ରଶ୍ନ – ବିଶାଳ ହରିୟାଣା ପାର୍ଟୀ କିଏ ତିଆରି କରିଥିଲେ ?

ଉତ୍ତର – ରାୱ ବିରେନ୍ଦ୍ର ସିଂହ

ପ୍ରଶ୍ନ – ମିଡ ଡେ ମିଲ ଯୋଜନା କେଉଁ ବର୍ଷ ଆରମ୍ଭ ହୋଇଥିଲା ?

ଉତ୍ତର – ୧୯୯୫

ପ୍ରଶ୍ନ – ଆଜାଦୀ ପରେ ପ୍ରଥମ ଥର ଛତିଶଗଢ଼ର କେଉଁ ଗ୍ରାମକୁ ବିଜୁଳି ସଂଯୋଗ ମିଳିଛି ?

ଉତ୍ତର – ଜୋକପଥ ଗ୍ରାମ