ଦଶମ ମହଲାରୁ ଖସି ପଡିଲେ 2 ଜାଆଁଳା ଛୁଆ, ତଥାପି ଫେସବୁକରେ ବ୍ୟସ୍ତ ଥିବା ମା’କୁ ନିରୀହ ପିଲାଙ୍କ ଚିତ୍କାର ବି ଶୁଭିଲାନି, ପୁରା ଘଟଣା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ !

କୁହାଯାଏ ‘ଲେମ୍ବୁ ଅତି ଚି-ପୁ-ଡି-ଲେ ପିତା’ ଅର୍ଥାତ କେଉଁ ଜିନିଷର ଅଧିକ ବ୍ୟବହାର କରିବା କ୍ଷତି ହୋଇଥାଏ । ତାହା ସୋ-ସି-ଆ-ଲ ମି-ଡି-ଆ ବି ହେଉଥାଉ ନା କାହିଁକି ! ଆଜିକାଲି ସମସ୍ତେ ନିଜ ଫୋନରେ ବୁ-ଡି ରହୁଛନ୍ତି । ତେବେ ଏହି ନି-ଶା ଆପଣଙ୍କ ପରିବାରକୁ ବି ନ-ଷ୍ଟ କରିଦେଇ ପାରେ । ଏହି ହୃଦୟ ବି-ଦା-ର-କ ଘଟଣାକୁ ହିଁ ଦେଖି ନିଅନ୍ତୁ । ଜଣେ ମା ଫେ-ସ-ବୁ-କ-ର ଲା-ଇ-ଭ ଷ୍ଟ୍ରି-ମିଂ-ରେ ଏତେ ବ୍ୟସ୍ତ ଥିଲେ ଯେ, ତାଙ୍କୁ ଆଭାସ ମଧ୍ୟ ହୋଇ ନଥିଲା କି ତାଙ୍କର ଦୁଇ ଜାଆଁଳା ପୁଅ ଦଶମ ମହଲାରୁ ପଡି ମ-ରି-ଗ-ଲେ-ଣି ।

ଦୁଃଖୀ କରିଦେବା ଭଳି ଏହି ମାମଲାଟି ହେଉଛି ରୋମାନିଆର ପ୍ଲାଇଷ୍ଟି ସହରର । ସେଠାରେ ଦୁଇ ଜାଆଁଳା ପୁତ୍ର ସନ୍ତାନଙ୍କ ଦଶମ ମହଲାରୁ ପଡି ମୃ-ତ୍ୟୁ ହୋଇଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମା’କୁ ନିଜ ପିଲାଙ୍କ ଚି-ତ୍କା-ର ମଧ୍ୟ ଶୁଭିନାହିଁ । ସେହି ସମୟରେ ସେ ଫେ-ସ-ବୁ-କ ଲା-ଇ-ଭ ଷ୍ଟ୍ରି-ମିଂ-ରେ ଚା-ଟ୍ କରୁଥିଲେ । ପୋଲିସ ତାଙ୍କ ଘରେ ପହଞ୍ଚିବା ପରେ ଯାଇ ସେ ପିଲାଙ୍କ ମୃ-ତ୍ୟୁ ଖବର ଜାଣି ପାରିଥିଲେ । ପୋଲିସ ତାଙ୍କ ଘରେ ପହଞ୍ଚିବା ବେଳକୁ ମହିଳା ଲା-ଇ-ଭ ଚା-ଟ୍ ରେ ବ୍ୟସ୍ତ ଥିଲେ ।

ମହିଳାଙ୍କ ନାମ ଆନ୍ଦ୍ରିୟା ଭାଓଲେଟ ପେଟ୍ରୀସ (Andreea Violeta Petrice) ବୋଲି କୁହାଯାଉଛି । ସେ ଗୋଟିଏ ରୁମରେ ବସି ଲା-ଇ-ଭ ଷ୍ଟ୍ରି-ମିଂ କରୁଥିଲେ ଓ ଅନ୍ୟ ଏକ ରୁମରେ ଦୁଇ ସନ୍ତାନ ମୋଇସ କ୍ରିଷ୍ଟିଆନ ପେଟ୍ରୀସ ଇ ବିଟ୍ରାଇସ ଏରିକା ପେଟ୍ରୀସ ଖେଳୁଥିଲେ । ଖେଳୁ ଖେଳୁ ପିଲା ଝରକା ଉପରେ ଯାଇ ଠିଆ ହୋଇ ଯାଇଥିଲେ ଓ ସେଠାରୁ ତ-ଳେ ପ-ଡି ଯାଇଥିଲେ । ଏତେ ଉଚ୍ଚରୁ ପଡିଥିବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃ-ତ୍ୟୁ ହୋଇ ଯାଇଥିଲା । ଆଉ ଅନ୍ୟପଟେ ମା ଅଜଣା ଫ୍ୟାନ ଏବଂ ଫ୍ରେଣ୍ସଙ୍କ ସହ କଥା ହେଉଥିଲେ ।

ମା ଏହି ମାମଲାରେ ନିଜକୁ ନି-ର୍ଦ୍ଦୋ-ଷ ବୋଲି ଦର୍ଶାଇ କହିଛନ୍ତି କି ସେ ନିଜ ବନ୍ଧୁଙ୍କ ତଦାରଖରେ ପିଲା ଦୁହିଁଙ୍କୁ ଛାଡିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଝରକା ଉପରେ ପିଲା ଦୁଇଟି ଚ-ଢି ପାରିବେ ନାହିଁ । କିନ୍ତୁ ଆଖପାଖର ପଡୋଶୀ ମାନେ ପିଲା ଦୁହିଁଙ୍କୁ ଝରକା ଉପରେ ଚ-ଢି-ଥିବାର ଦେଖିଥିବା କଥା କହିଛନ୍ତି । ମହିଳାଙ୍କ ବନ୍ଧୁ ମଧ୍ୟ ତାଙ୍କ ଉପରେ ଲାଗିଥିବା ଆ-ରୋ-ପ-କୁ ଖ-ଣ୍ଡ-ନ କରିଛନ୍ତି । ଇତି ମଧ୍ୟରେ ମା ଆନ୍ଦ୍ରିୟାଙ୍କୁ ଲୋକେ ଖୁବ ସମାଲୋଚନା କରୁଛନ୍ତି ।

ଲୋକମାନେ କହୁଛନ୍ତି ସୋ-ସି-ଆ-ଲ ମି-ଡି-ଆ-ର ଏମିତି କି ନି-ଶା ନିଜ ପିଲାଙ୍କର ବି ଠିକରେ ଧ୍ୟାନ ରଖି ପାରିଲା ନାହିଁ ! ପିଲା ଚଞ୍ଚଳ ସ୍ଵଭାବର ହୋଇଥାନ୍ତି ଓ ତାଙ୍କ ମଧ୍ୟରେ ଜିଜ୍ଞାସା ଭରି ରହିଥାଏ । ସେଥିପାଇଁ ସେମାନେ ଗୋଟିଏ ଜାଗାରେ ଅଧିକ ସମୟ ରହି ପାରନ୍ତି ନାହିଁ । ସେଥିପାଇଁ ପିଲାଙ୍କୁ ଆଖି ଆଗରେ ରଖିବା ପିତାମାତାଙ୍କ ଦାୟିତ୍ଵ ଅଟେ । ଆପଣଙ୍କର ସାମାନ୍ଯ ଭୁଲ ଯୋଗୁଁ ପିଲାର ଜୀବନ ଚାଲି ଯାଇପାରେ ।

ଯଦି ଆପଣଙ୍କୁ ବି ସୋ-ସି-ଆ-ଲ ମି-ଡି-ଆ-ର ବ-ଦ-ଭ୍ୟା-ସ ରହିଛି ତେବେ ଆପଣ ମଧ୍ୟ ଏହି ଘଟ-ଣାରୁ ଶିକ୍ଷା ନେଇ ଏହାର ଉଚିତ ବ୍ୟବହାର କରନ୍ତୁ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।