ୟାକୁ କୁହନ୍ତି ‘Karma’ ! ଦବଙ୍ଗଗିରି ଦେଖାଇ ମହିଳା ଅଫିସରଙ୍କୁ challenge କରୁଥିଲେ ଗାଡିବାଲା ଏହି ଭାଇ ସାହାବ, ଆଉ ତା’ପରେ ଯାହା ହେଲା…ଦେଖନ୍ତୁ Video

କାର୍ ରେ ବସିଥିବା ଏହି ମହାଶୟ ନିଜକୁ ବହୁତ ହୁସିଆର ଭାବୁଥିଲେ । କିଛି ଦିନ ପୂର୍ବରୁ ମହିଳା ସୁବେଦାର ଏହି ବ୍ୟକ୍ତିଙ୍କର ଚା-ଲା-ଣ କା-ଟି-ଥି-ଲେ । କିନ୍ତୁ ମହାଶୟ ଚା-ଲା-ଣ କା-ର-ବା-ରରୁ ଖ-ସି ପଳାଇଥିଲେ । କୁହାଯାଉଛି କି, ସେଦିନ ଏହି ବ୍ୟକ୍ତି ଟ୍ରାଫିକ ବିଭାଗର ମହିଳା ସୁବେଦାରଙ୍କୁ ଚ୍ୟା-ଲେ-ଞ୍ଜ ମଧ୍ୟ କରିଥିଲେ କି, ଚା-ଲା-ଣ କା-ଟି-କି ଦେଖାଅ ବୋଲି । କିନ୍ତୁ ମହାଶୟ ଆଜି ଧରା ହୋଇଥିଲେ । ଆଉ ସଂଯୋଗ ଦେଖନ୍ତୁ, ସେହି ମହିଳା ସୁବେଦାର ହିଁ ତାଙ୍କୁ ଧରିଥିଲେ ଯିଏ ସେଦିନ ମଧ୍ୟ ଚାଲାଣ କାରବାର କରୁଥିଲେ ।

ତା’ପରେ ଏହି ମହାଶୟଙ୍କ ଚାଲାଣ କ-ଟା ଯାଇଥିଲା । କିନ୍ତୁ ସଡକରେ ହୋଇଥିବା ଏହି ମାମଲାର ସୂଚନା ବର୍ତ୍ତମାନ ଉଚ୍ଚ ଅଧିକାରୀଙ୍କୁ ମିଳିନାହିଁ । ଅଧିକାରୀ ମାନେ ଏହି ମାମଲାରେ ଟ୍ରାଫିକ ବିଭାଗର ଟିଆଇ ଙ୍କ ଠାରୁ ଅତ୍ୟଧିକ ବିବରଣୀ ମାଗିଛନ୍ତି । ଏନେଇ ଟ୍ରାଫିକ ସିଏସପି ଅଭିଷେକ ତିୱାରୀ କହିଛନ୍ତି କି,  ସହରର ବିଭିନ୍ନ ପଏଣ୍ଟରେ ଚେକିଂ କରି ଟ୍ରାଫିକ ନିୟମ ଯାଞ୍ଚ କରାଯାଏ । କିଛି ଦିନ ପୂର୍ବରୁ ଗୋଟିଏ ବାହନ ଉପରେ ଚାଲାଣ କଟା ଯାଇଥିଲା । କିନ୍ତୁ କିଛି କାରଣ ବଶତଃ ସେ ଚାଲାଣ ଦେବାରେ ସକ୍ଷମ ନଥିଲେ ।

ଯେଉଁଥି ପାଇଁ ଆଜି ତାଙ୍କ ଠାରୁ ଚାଲାଣ ଆଦାୟ କରାଯାଇଛି । ଏହି ବ୍ୟକ୍ତି ସେଦିନ ଖସି ପଳାଇଥିବା ମାମଲାରେ ଅତିରିକ୍ତ ବିବରଣୀ ସେଠାକାର ଟ୍ରାଫିକ ପୋଲିସଙ୍କୁ ମଗାଯାଇଛି । ତାଙ୍କର ଯେଉଁ ପୂର୍ବ ଚାଲାଣ ଥିଲା ତାହା ଆଦାୟ କରାଯାଇଛି ବୋଲି ସେ କହିଛନ୍ତି ।

ପୁରା ମାମଲାଟି ହେଉଛି ଦମୁ ର । ୫ ଦିନ ପୂର୍ବରୁ ମହିଳା ସୁବେଦାର ଆକାଂକ୍ଷା ଯୋଶୀ ଗାଡି ମାନଙ୍କର ଯା-ଞ୍ଚ କରୁଥିଲେ । ସେହି ସମୟରେ ଟ୍ରାଫିକ ନିୟମ ଭ-ଙ୍ଗ କରିଥିବାରୁ ଏହି ଗାଡି ଚାଳକ ଉପରେ ୫୦୦/- ଟଙ୍କା ଜୋ-ରି-ମା-ନା ଲାଗିଥିଲା । ପୋଲିସ ଚାଲାଣ କା-ଟି ରସିଦ ଦେବା ପରେ ସେ ପଇସା ଦେବାକୁ ଅମଙ୍ଗ ହେଉଥିଲେ । ପୋଲିସ ଅନ୍ୟ ଗାଡିର ଯା-ଞ୍ଚ କରୁଥିବା ସମୟରେ ସୁଯୋଗ ପାଇ ବ୍ୟକ୍ତିଜଣକ ସେଠାରୁ ଖ-ସି ପଳାଇଥିଲେ ଓ ମହିଳା ସୁବେଦାରଙ୍କୁ ତାଙ୍କୁ ଧରିବା ପାଇଁ ଚ୍ୟା-ଲେ-ଞ୍ଜ ମଧ୍ୟ ଦେଇଥିଲେ ।

କିନ୍ତୁ ଏଥର ଚେ-କିଂ ସମୟରେ ସେହି କାର୍ ଦେଖି ଆକାଂକ୍ଷା ଯୋଶୀ ଚିହ୍ନି ନେଇଥିଲେ । ଆଉ ତା’ପରେ ତାଙ୍କର କ୍ଳାସ ଲଗାଇ ଦେଇଥିଲେ ଓ ରସିଦ ମଧ୍ୟ କା-ଟି ନେଇଥିଲେ । ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।