୨ ଦିନ ପରେ ହେବାକୁ ଥିଲା ବିବାହ, କିନ୍ତୁ ବିବାହ ପୂର୍ବରୁ ହିଁ ହୋଟେଲରେ ଧରାପଡିଲା ଓ ଆଉ ତା ପରେ

ଆଜିକାଲି ଦୁନିଆରେ ବହୁତ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି ଯାହାକୁ ଆପଣ ବିଶ୍ଵାସ କରିବେ ନାହିଁ । ଯାହାକୁ ଆପଣ ଶୁଣିଲେ ବା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଏହି ସବୁ ଘଟଣା ବହୁତ ଚର୍ଚାର ବିଷୟ ହୋଇଛି । ଆଉ ବିବାହ ସମ୍ବନ୍ଧିତ ଘଟଣା ତ ଭାଇରାଲ ହୋଇ ଚାଲିଛି । ଆସନ୍ତୁ ଜାଣିବା ଏହି ପରି ଏକ ଘଟଣା । ୨ ଦିନ ପରେ ହେବାକୁ ଯାଉଥିଲା ବିବାହ, ହେଲେ ହୋଟେଲରେ ମଉଜ ମସ୍ତି କରିବା ସମୟରେ ଧରାପଡିଲା ମହିଳା ।

କୁହାଯାଏ ହବସରେ ଲୋକମାନେ ଅନ୍ଧ ହେଇଯାନ୍ତି ତାଙ୍କୁ ହବସ ନିଶାରେ କିଛି ଦେଖାଯାଏ ନାହିଁ । କିଛି ଦିନ ହେବ ଦେବାରିୟାର ଷ୍ଟେସନ ରୋଡରେ ଥିବା ତିନିଟି ହୋଟେଲରେ ପୋଲିସ ଛାପା ମରିଥିଲା । ଏହି ଘଟଣାଟି ସୋମବାର ଦିନ ହୋଇଥିଲା । ଛାପା ମାରିବା ଦ୍ଵାରା ୨୯ଟି ମହିଳା ଓ ୨୭ଟି ପୁରୁଷଙ୍କୁ ମଉଜ ମସ୍ତି କରିବା ସମୟରେ ଧରିଥିଲା ପୋଲିସ ।

ଘରୁ ଲୁଚି କି ଆସିଥିବା ଏହି ମହିଳା ଓ ପୁରୁଷମାନଙ୍କୁ ପୋଲିସ ଆରେଷ୍ଟ କରିଥିଲା । ଏହି ପୁରୁଷ ଓ ମହିଳାମାନେ ପୋଲିସ ଆଗରେ ହାତ ଗୋଡ ଯୋଡି କ୍ଷମା ମାଗିଲେ, କହିଲେ ଘରେ କେମିତି ଆମେ ମୁହଁ ଦେଖେଇବୁ କିନ୍ତୁ ପୋଲିସ କିଛି ବି ଶୁଣି ନଥିଲା ।

ଏମାନଙ୍କ ମଧ୍ୟରୁ ଜଣେ ମହିଳା କହିଲା କି, ଦୁଇ ଦିନ ପରେ ମୋର ବିବାହ ମୋତେ ଛାଡିଦିଅନ୍ତୁ । ନହଲେ ମୋର ବିବାହ ଭାଙ୍ଗିଯିବ । ମୁଁ ମୋର ପୂର୍ବ ପ୍ରେମିକକୁ ଦେଖା କରିବା ପାଇଁ ରାଣ ଦେଇଥିଲି, ସେଥିପାଇଁ ଏହି ହୋଟେଲକୁ ଆସିଥିଲି । ସେଠାରେ ଥିବା ବହୁତ ପୁରୁଷ ଓ ମହିଳା କହିଲେ ସେମାନେ ପ୍ରଥମ ଥର ଏହି ସ୍ଥାନକୁ ଭୁଲ ରେ ଆସିଯାଇଛନ୍ତି । କିନ୍ତୁ ପୋଲିସ ସେମାନଙ୍କର କୌଣସି କଥା ଶୁଣିଲା ନାହିଁ ।

ପୋଲିସ ସେମାନଙ୍କୁ କୋତବାଲି ଥାନାକୁ ନେଇଯାଇଥିଲେ । ବହୁତ ଦିନ ପୂର୍ବରୁ ପୋଲିସକୁ ଏହି ଘଟଣାର ସୁଚନା ମିଳିଥିଲା । ଏହି ସ୍ଥାନରେ ଅୟାସୀ ଧନ୍ଦା ଚାଲୁଥିବାର ପୋଲିସକୁ ସୂଚନା ମିଳିଥିଲା । ତେଣୁ ପୋଲିସ ସିଧା ସଳଖ ଏହି ସ୍ଥାନରେ ଛାପା ମାରିଥିଲା ଓ ସମସ୍ତ ପୁରୁଷ ଓ ମହିଳାମାନଙ୍କୁ ଆରେଷ୍ଟ କରିଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।