ଦୁଇ ଭାଇ ଆଉ ବାପା ଚାଲିଗଲା ପରେ ଏବେ ସହିଦ ହୋଇଗଲେ Sushant, ଘର ହୋଇଗଲା ପୁରୁଷ ଶୂନ୍ୟ…

ନମସ୍କାର ବନ୍ଧୁଗଣ । ଓଡିଆ ଯବାନ ଙ୍କ ସହିଦ ପରେ ଦୁଃଖ ରେ ଭାସିଗଲା ପୁରା ପରିବାର । ପରିବାରରେ କିଛି ଏଭଳି ଘଟି ଚାଲିଛି ଯାହା ପରେ ଏବେ CRF ଯବାନ ଙ୍କ ଜୀବନ ଚାଲିଗଲା ପରେ ଆହୁରି ଭାଙ୍ଗି ପଡିଛି ପୁରା ପରିବାର । ପରିବାରରେ ପୂର୍ବରୁ 2 ଜଣଙ୍କର ଜୀବନ ଯାଇଥିଲା । ଆଉ ଏହି ଯବାନ ଏବେ ଶତ୍ରୁ ଙ୍କ ଆକ୍ରମଣରେ ସହିଦ ହୋଇ ଯାଇଛନ୍ତି । ସେପଟେ ମା ଭୁବନେଶ୍ଵର ର ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି ।

ଆଉ ସେଠାରେ ଭଉଣୀ ରହୁଛନ୍ତି । ଗତ 3 ମାସ ତଳେ ସହିଦ ଯବାନ ସୁଶାନ୍ତ ବାହା ହୋଇଥିଲେ । ଯାହାଙ୍କ ଘର ଆନନ୍ଦପୁର ସହର ଅଞ୍ଚଳରେ । ସୁଶାନ୍ତ ଖୁଣ୍ଟିଆ ଗତ 3 ମାସ ତଳେ ବିବାହ କରିଥିଲେ । ସବୁ କିଛି ଠିକ ଥିଲା । ମା ଅସୁସ୍ଥ ହେବା ପରେ ମା ଙ୍କୁ ଫୋନ କରି କଥା ହେଉଥିଲେ । ସେପଟେ ସ୍ତ୍ରୀ ମଧ୍ୟ ନର୍ସ ଚାକିରି କରନ୍ତି । କିନ୍ତୁ ହଠାତ ଏଭଳି ଜୀବନ ଚାଲି ଯାଇଛି CRF ଯବାନ ସୁଶାନ୍ତ ଖୁଣ୍ଟିଆ ଙ୍କର ।

ସବୁଠୁ ବଡ କଥା ହେଲା କିଛି ବର୍ଷ ତଳେ ତାଙ୍କ ବାପା ଆରପାରିକୁ ଚାଲି ଯାଇଛନ୍ତି । ଏହା ସହ ତାଙ୍କ ବଡ ଭାଇ CRF ଯବାନ ଭାବେ କାର୍ଯ୍ୟରତ ଥିଲେ । ସେ ମଧ୍ୟ ଆଖି ବୁଜି ଦେଇଛନ୍ତି । ଆଉ ଗୋଟେ ଭାଇ କ୍ୟାନ୍ସର ରେ ମୃତ୍ୟୁବରଣ କରିଛନ୍ତି । ଆଉ ଏବେ ସୁଶାନ୍ତ ଙ୍କର ନକ୍ସଲ ଙ୍କର ଆକ୍ରମଣରେ ଜୀବନ ଚାଲି ଯାଇଛି । ଯାହାକୁ ନେଇ ପରିବାର ରେ ଶୋକର ବାଦଲ ଖେଳି ଯାଇଛି ।

ଆଜି ଯବାନ ଙ୍କ ପରିବାର ପୁରୁଷ ଶୂନ୍ୟ ହୋଇ ଯାଇଛି । କାରଣ ଦୁଇ ଭାଇଙ୍କ ଜୀବନ ଚାଲିଯିବା ପରେ ବାପାଙ୍କ ଜୀବନ ଚାଲି ଯାଇଥିଲା । ଆଉ ଏବେ ସାନ ଭୟର ଜୀବନ ଚାଲିଯାଇଛି । ଆଜି ଏମିତି କିଛି ଲାଗୁଛି । ପୁରୁଷ ମଣିଷ ଯେତିକି ଥିଲେ ସମସ୍ତେ ପ୍ରାଣ ହରାଇଛନ୍ତି । ଦୁଇ ଭାଇ ଓ ବାପାଙ୍କ ମୃତ୍ୟୁ ପରେ ସୁଶାନ୍ତ CRF ରେ ଯୋଗ ଦେଇଥିଲେ ।

ହେଲେ ନକ୍ସଲ ଆକ୍ରମଣରେ ତାଙ୍କର ବି ଜୀବନ ଚାଲି ଯାଇଛି । ଏମିତି ଦୁଃଖ ସତରେ ଭଗବାନଙ୍କ କାହାକୁ ନ ଦିଅନ୍ତୁ । ସୁଶାନ୍ତ ଆଜି ଏ ଦୁନିଆରେ ନାହାନ୍ତି ସେ ସହିଦ ହୋଇ ଯାଇଛନ୍ତି । ପୂରା ପରିବାର ପୁରୁଷ ଶୂନ୍ୟ ହୋଇ ଯାଇଛି । ଏବେ ଖାଲି ପରିବାରରେ ମା, ଭଉଣୀ ଓ ସ୍ତ୍ରୀ ଅଛନ୍ତି । ଝାଡଖଣ୍ଡ ଆକ୍ରମଣରେ ଓଡିଶାର ପୁଅ ସୁଶାନ୍ତ ଖୁଣ୍ଟିଆଙ୍କର ଜୀବନ ଚାଲିଯାଇଛି ।

ଏହି ଆକ୍ରମଣରେ ଆଉ ଜଣେ ଯବାନ ଗୁରୁତର ଅଛନ୍ତି । ତେବେ ଓଡିଶା ପାଇଁ ଏହି ଖବର ଯେତିକି ଦୁଃଖଦାୟକ ସେତିକି ପରିବାର ପାଇଁ ମଧ୍ୟ ଦୁଃଖଦାୟକ । ଆଜି ସୁଶାନ୍ତଙ୍କ ପରିବାରର କାହାରି ଆଖିରୁ ଲୁହ ସୁଖୁନି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।