ଦୁବାଇ ର ରାଜକୁମାରୀଙ୍କର ନିଜ ବଡିଗାର୍ଡ ଙ୍କ ସହ ଥିଲା ଅବୈଧ ସମ୍ବନ୍ଧ, ଡିଭୋର୍ସ ବଦଳରେ ମାଗିଲେ ଏତେ କୋଟି ଟଙ୍କା କି ଶୁଣିଲେ ଆପଣଙ୍କ ହୋସ ଉଡିଯିବ !

ଦୁବାଇର କିଙ୍ଗ ଶେଖ ମୋହମ୍ମଦ ବିନ ରାଶିଦ ଅଲ-ମକତୂମ ଓ ତାଙ୍କର ସବୁଠୁ ଛୋଟ ପତ୍ନୀ ରାଜକୁମାରୀ ହୟାଙ୍କ ଛାଡପତ୍ର ବ୍ରିଟେନ ଇତିହାସର ସବୁଠୁ ମହଙ୍ଗା ଛାଡପତ୍ର କୁହାଯାଏ । ଏହି ଛାଡପତ୍ର କେସରେ ରାଜକୁମାରୀଙ୍କ ଅବୈଧ ସମ୍ବନ୍ଧର କଥା ବି ସାମ୍ନାକୁ ଆସିଲା ଓ ଏହାକୁ ଲୁଚାଇବା ପାଇଁ ସେ ବହୁତ ଟଙ୍କା ବି ଦେଲେ । ଏହି କେସରେ ଜଣା ପଡିଲା କି ୪୭ ବର୍ଷର ରାଜକୁମାରୀ ନିଜର ବଡିଗାର୍ଡ ସହ ଅବୈଧ ସମ୍ବନ୍ଧର କଥାକୁ ଲୁଚାଇବା ପାଇଁ ଓ ତାର ମୁହଁକୁ ବନ୍ଦ କରିବା ପାଇଁ ୧୦ ବର୍ଷ ପୁଅର ଖାତାରୁ ୭.୫ ମିଲିୟନ ଡଲାର ଟଙ୍କା ବାହାର କରିଥିଲେ ।

ରାଜକୁମାରୀ କୋର୍ଟକୁ କହିଲେ କି “ମୁଁ ଡରି ଯାଇଥିଲି ଓ ସେହି ଖାତାରେ ଟଙ୍କା ଥିଲା ସେଥିପାଇଁ ମୁଁ ଟଙ୍କା ବାହାର କରି ନେଲି” । ଯେତେବେଳେ ୭୨ ବର୍ଷୀୟ ମୋହମ୍ମଦ ବିନ ରାଶିଦ ଅଲ-ମକତୂମଙ୍କୁ ନିଜ ସ୍ତ୍ରୀର ଅବୈଧ ସମ୍ବନ୍ଧ ବିଷୟରେ ସୂଚନା ମିଳିଲା ତେବେ ସେ ତାକୁ ଛାଡପତ୍ର ଦେଇ ଦେଲେ । କିନ୍ତୁ କୋର୍ଟ ଏହି ଛାଡପତ୍ରର କେସର ସମାଧାନ ରୂପରେ ଶେଖଙ୍କୁ ପାଖାପାଖି ୫୫୦୦ କୋଟି ଟଙ୍କା (୫୫୪ ମିଲିୟନ ପାଉଣ୍ଡ) ଦେବା ପାଇଁ ଆଦେଶ ଦେଲେ ।

ଏହି ଟଙ୍କା ରାଜକୁମାରୀ ହୟା ଓ ତାଙ୍କର ପିଲାମାନଙ୍କର ସୁରକ୍ଷା ହୋଇ ପାରିବ ଓ ତାଙ୍କର ଭବିଷ୍ୟତ ବି ସୁରକ୍ଷିତ ରହିବ । କୋର୍ଟ କହିଲେ କି ଶେଖ ଧୋଖାକୁ ଅପରାଧ ମାନନ୍ତି, ସେଥିପାଇଁ ରାଜକୁମାରୀ ଓ ତାଙ୍କର ପିଲାମାନଙ୍କୁ ଶେଖଙ୍କ ଠାରୁ ସୁରକ୍ଷା ଆବଶ୍ୟକ ଅଛି । ଶେଖ ମୋହମ୍ମଦ ବିନ ରାଶିଦ ଅଲ ମକତୂମ ଓ ରାଜମୁକାରୀ ହୟା ବିଂବ ଅଲ ହୁସୈନଙ୍କ ବିବାହ ୨୦୦୪ରେ ହୋଇଥିଲା ।

ରାଜକୁମାରୀ ହୟା ଶେଖଙ୍କ ଷଷ୍ଠ ପତ୍ନୀ ଥିଲେ । କହିଦେଉଛୁ କି କୋର୍ଟ ଶେଖଙ୍କୁ ରାଜକୁମାରୀଙ୍କୁ ଅନ୍ୟ କେତେକ କାମ ପାଇଁ ବି ଟଙ୍କା ଦେବା ପାଇଁ ଆଦେଶ ଦେଇଛନ୍ତି । ଅଦାଲତରେ ଏହି କଥା ବି ସାମ୍ନାକୁ ଆସିଲା କି ଶେଖ ନିଜର ସ୍ତ୍ରୀର ଜାସୁସୀ ପାଇଁ ତାଙ୍କର ଫୋନକୁ ହ୍ୟାକ କରିଥିଲେ । ଏଥିପାଇଁ ସେ ପେଗାସସ ଜୈସେ ସ୍ପାଈୱେୟରର ବ୍ୟବହାର କରିଛନ୍ତି । ଏହି ସଫ୍ଟୱେୟାରକୁ କେବଳ ସରକାରଙ୍କୁ ବ୍ୟବହାର କରିବା ପାଇଁ ଅନୁମତି ଅଛି । କହିଦେଉଛୁ କି ଶେଖଙ୍କ ପତ୍ନୀ ରାଜକୁମାରୀ ହୟାଙ୍କ ପାଖରେ ୪୦୦ ମିଲିୟନ ପାଉଣ୍ଡର ଶିପ ଓ ପ୍ରାଇଭେଟ ବିମାନ ବି ଅଛି ।

କହିଦେଉଛୁ କି ଦୁନିଆର ସବୁଠୁ ଘୋଡାଦୌଡର ଧୋଡା ଶେଖଙ୍କ ପାଖରେ ଅଛି । ରାଜକୁମାରୀ ହୟାଙ୍କ ସହ ବିବାହ କରିବା ସମୟରେ ଶେଖଙ୍କ ପାଖରେ ପାଖାପାଖି ୪୦୦ ଘୋଡା ଥିଲା । ଅଦାଲତରେ ରାଜକୁମାରୀ ହୟା କହିଲେ କି ବର୍ତ୍ତମାନ ତାଙ୍କ ଓ ତାଙ୍କ ପିଲାମାନଙ୍କର ୬୦ ଟି ଘୋଡା ଅଛି । ଏହାର ଦେଖାଶୁଣା ପାଇଁ ବି ସେ ୭୫ ମିଲିୟନ ପାଉଣ୍ଡ ଟଙ୍କା ଡିମାଣ୍ଡ କରିଛନ୍ତି ।