ଦୁଆର ମୁହଁରେ କେଉଁ ଜିନିଷ ପକାଇଲେ, ଘରକୁ ଦେବତା ଆକର୍ଷିତ ହୋଇଥାନ୍ତି… ଏହା ସହ ଆହୁରି 10+ Ajira Anuchinta

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମର ନୀତିଦିନିଆ ଜୀବନକୁ ସରସ ସୁନ୍ଦର କରିବାକୁ କିଏ ଅବା ଚାହିଁନଥାଏ । ତେବେ ଯଦି ପ୍ରତିଦିନର ଜୀବନଯାପନ ପ୍ରଣାଳୀରେ ପ୍ରତ୍ଯେକଟି ବ୍ୟକ୍ତି କିଛି ଭଲ ଅଭ୍ୟସରେ ନିଜକୁ ପକାଇଦେଇଥାଏ । ଏହା ସହ କିଛି ଭଲ ନିୟମକୁ ପାଳନ କରିଚାଲିଥାଏ । ଯେଉଁ ଲୋକ ପ୍ରତ୍ଯେକ ଦିନ ବ୍ରହ୍ମ ମୂହୁର୍ତ୍ତରେ ଉଠେ । ସେ ଜୀବନରେ ଖୁସି ରହିବା ସହିତ ସମୃଦ୍ଧିଷାଳୀ ମଧ୍ୟ ହୋଇଥାଏ ।

ଏହା ସହ ସକାଳୁ ଉଠି ନିଜର ନିତ୍ୟ କର୍ମ ସାରି ତୁଳସୀ ଗଛରେ ପାଣି ଦେଲେ । ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ ।  ତେବେ ସେହି ବ୍ୟକ୍ତିଙ୍କର ଜୀବନ ସୁଖମୟ ହୋଇଯାଇଥାଏ । ସକାଳୁ ଉଠିବା ଦ୍ଵାରା ଶରୀର ସତେଜ ରହିଥାଏ ।ଯେକୌଣସି କାର୍ଯ୍ୟ କରନ୍ତୁ । ସେଥିରେ ମନ ମଧ୍ୟ ଲାଗିଥାଏ । ଏହା ସହିତ ଯେଉଁ ବ୍ୟକ୍ତିର ବ୍ଲଡ଼ସୁଗାର ଓ କୋଲେଷ୍ଟ୍ରଲ ସମସ୍ଯା ଥାଏ, ତାହା ନିୟନ୍ତ୍ରିତ ହୋଇ ରହିଥାଏ ।

ସକାଳୁ ଶୀଘ୍ର ଉଠିବା ଦ୍ଵାରା ନିଜ ପାଇଁ ତଥା ସମସ୍ତ କାର୍ଯ୍ୟ ପାଇଁ ଅଧିକରୁ ଅଧିକ ଯଥେଷ୍ଟ ସମୟ ମିଳିଯାଇଥାଏ । ସକାଳୁ ଉଠିବା ଦ୍ଵାରା ମସ୍ତିଷ୍କ ସୁସ୍ଥ ରହିବା ସହ ଏକାଗ୍ରତା ବୃଦ୍ଧି ପାଇଥାଏ । ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳିଆ ଖରାରେ କିଛି ସମୟ ବସିଲେ ।ଶରୀରର ହାତ ଏବଂ ଗଣ୍ଠି ଜନିତ ସମସ୍ଯା ଦୂର ହୋଇଥାଏ । ଯାହା ଫଳରେ ସମସ୍ତ କାର୍ଯ୍ୟ ଉତ୍ତମ ରୂପେ ନିର୍ଣ୍ଣୟ ନେଇ କରି ହୋଇଥାଏ ।

ସକାଳ ସମୟରେ ଅମ୍ଳଜାନର ପରିମାଣ ଅଧିକ ରହିଥାଏ । ତେଣୁ ସକାଳ ସମୟ କିଛି ସମୟ ଖୋଲା ପରିବେଶରେ ବୁଲାବୁଲି କରିବା ଦ୍ଵାରା ଏହା ମସ୍ତିଷ୍କ ଉପରେ ଅଧିକ ଭଲ ପ୍ରଭାବ ପକାଇଥାଏ । ସକାଳ ଜଳଖିଆ ଶୀଘ୍ର କରିବା ଦ୍ଵାରା ଶରୀର ଫୁର୍ତ୍ତି ରହିବା ସହ ନିରୋଗ ମଧ୍ୟ ରହିଥାଏ ।ସକାଳୁ ଉଠି ଜଳଖିଆ କରିବା ପର୍ଯ୍ୟନ୍ତ କୌଣସି ପଶୁଙ୍କ ନାମ ନେବା ଉଚିତ ନୁହେଁ । ଏହାକୁ ଅଶୁଭ ମନା ଯାଇଥାଏ ।

ସକାଳୁ ଉଠିବା ପରେ ସଙ୍ଗେ ସଙ୍ଗେ କେବେବି ଆଇନା ଦେଖିବାଉଚିତ ହୋଇନଥାଏ । ଏହା ଦ୍ଵାରା ଘରେ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ଘରେ ଶାନ୍ତି ଏବଂ ଉତ୍ତମ ସ୍ଵାସ୍ଥ ପାଇଁ ଶୋଇବା ଘରେ ଆଇନା ଲଗାଇବା ଅନୁଚିତ । ଘରେ କେବେବି ଆଇନା ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ଲଗାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ।

ସକାଳୁ ଉଠି ଘର ଦ୍ଵାର ମୁହଁରେ ଚିତା ପକାଇବା ଦ୍ଵାରା ଶୁଭ ହୋଇଥାଏ । ଯାହା ଦ୍ଵାରା ଘରକୁ ଦେବାଦେବୀ ଆକର୍ଷିତ ହୋଇ ଆସିଥାନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ