ନବଜାତ ଶିଶୁଙ୍କ ଲିପ୍ସରେ ଯଦି କରୁଛନ୍ତି କିସ୍ ତେବେ ନିଶ୍ଚୟ ପଢନ୍ତୁ – ପଡିପାରେ ଆପଣଙ୍କୁ ମହଙ୍ଗା – ହୋଇପାରେ କିଛି ଏମିତି ମାରାତ୍ମକ ରୋଗ …

ନବଜାତ ଶିଶୁଙ୍କ ଲିପ୍ସରେ କେବେବି କରନ୍ତୁ ନାହିଁ କିସ୍

ଗୋଟେ ଦମ୍ପତ୍ତି ନିଜର ଛୋଟ ନବଜାତ ଶିଶୁ ର ଗମ୍ଭୀର ରୂପରେ ବେମାରି ହୋଇଯିବା ପରେ ଏକ ସଚେତନା ଜାରି କରିଛନ୍ତି । ଏହି ଛୋଟ ପିଲା ଟିକୁ ତାର ଲିପ୍ସରେ ବହୁତ କିସ୍ କରିବା ଦ୍ଵାରା ସେ ବେମାର ହୋଇଯାଇଛି । ଲୂସୀ କେଂଡୈଲ ଏବଂ ଜୈଜ ମିଲର ଶିଶୁ ଙ୍କୁ ଲିପ୍ସରେ କିସ୍ କରିବାର ବିପଦରୁ ସୂଚନା ଦେଇ ଲୋକଙ୍କୁ ସଚେତନ କରାଇଛନ୍ତି । ଏହି ଦମ୍ପତିଙ୍କର ୧୧ ଦିନର ଶିଶୁ କୁ କିସ୍ କରିବା ଦ୍ଵାରା ଓରଲ ହର୍ପୀସ ନାମକ ବେମାରୀର ଶିକାର ହୋଇଯାଇଛି ।

ହସ୍ପିଟାଲ ନବାକୁ ପଡିଥିଲା-

ଏହି ଦମ୍ପତି କହିଥିଲେ କି କିସ୍ କରିବା ପରେ ତାଙ୍କ ଶିଶୁ ଧୀରେ ଧୀରେ କ୍ଷୀର ପିଇବା ସଂପୂର୍ଣ୍ଣ ବନ୍ଦ କରିଦେଇଥିଲା । ଏହାପରେ ସେମାନଙ୍କୁ ଲାଗିଥିଲା ଯେ କିଛି ଗୋଟେ ହୋଇଛି ନିଶ୍ଚିୟ, ସେଥିପାଇଁ ସେମାନେ ତୁରନ୍ତ ତାକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠି ତାର ବହୁତ ଟେଷ୍ଟ କରା ଯାଇଥିଲା ।

ଓରଲ ହର୍ପୀସ ନାମକ ଖାତରନାକ ଭାଇରସ-

ବଡ ଲୋକଙ୍କ ପାଇଁ ଏହି ଭାଇରସ ବହୁତ ସାଧାରଣ, କିନ୍ତୁ ଗୋଟେ ଶିଶୁ ପାଇଁ ଏହା ବହୁତ ଖତରନାକ ଓ ବିପଦଜନକ ଅଟେ । ଏହା ଏଥିପାଇଁ କାହିଁକି ନା ସେମାନଙ୍କର ଇମ୍ଯୁନ ସିସ୍ଟେମ ଏହି ରୋଗ ସହ ଲଢେଇ କରିବା ପାଇଁ ବହୁତ ଦୁର୍ବଳ ଥାଏ ।

ଛୋଟା ଶିଶୁକୁ ଅକ୍ସିଜେନ ମାସ୍କ-

ଲୁସି ଲେଖିଛନ୍ତି ଯେ ତାଙ୍କ ଶିଶୁକୁ ବହୁତ ଜ୍ଵର ହୋଇ ଯାଇଥିଲା ଓ ସେ କ୍ଷୀର ଖାଇବା ବନ୍ଦ କରି ଦେଇଥିଇଲା, ଏହାପରେ ଆମେ ତାକୁ ନେଇ ହସ୍ପିଟଲ ଯାଇ ଥିଲୁ । ଯେଉଁଠି ୧୨ଦିନର ସେହି ଶିଶୁକୁ ଅକ୍ସିଜେନ ମାସ୍କ, ଫୀଡିଙ୍ଗ ଟ୍ଯୂବ ଓ ଅନ୍ୟ ଉପକରଣ ଲାଗଇ ଦିଆଯାଇଥିଲା । ସେଠାରେ ୮ଦିନ ପର୍ଯ୍ୟନ୍ତ ଚିକିତ୍ସା ହେବା ପରେ ଡକ୍ଟର ଶେଷରେ କହିଲ କି ତାକୁ ନିୟୋନେଟଲ ହର୍ପୀସ ନାକ ରୋଗ ହୋଇ ଯାଇଛି ।

କେମିତି ଆସିଲା ଏହି ରୋଗ-

ଡକ୍ଟର କହିଲେ ଯେବେ କୌଣସି ବ୍ୟକ୍ତି ଯାହାକୁ ଥଣ୍ଡା ବା କାସ ହେଉଛି ଆଉ ସେ ଶିଶୁକୁ ସ୍ପର୍ଶ କରୁଛନ୍ତି ତେବେ ସେହି କୀଟାଣୁ ଶିଶୁ ମାନଙ୍କ ଶରୀରକୁ ପ୍ରବେଶ କରିଥାଏ ।

ଶିଶୁଙ୍କର ନିଅନ୍ତୁ ଯତ୍ନ-

ସମସ୍ତ ମତ ପିତାଙ୍କୁ ଚେତାବନୀ ଦେଇ କହିଛନ୍ତି, ” ଦୟାକରି ଛୋଟ ଶିଶୁଙ୍କର ଟିକେ ଭଲରେ ଦାଇତ୍ଵ ନିଅନ୍ତୁ, ଓ ଯଦି ଆପଣଙ୍କୁ ଥଣ୍ଡା ବା କାସ ହେଉଛି ତେବେ ସେମାଙ୍କ ଠାରୁ ଦୂରେଇ ରୁହନ୍ତୁ ।

ଏମିତି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବଧୀୟ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ