ଦିଶା ସୁଶାନ୍ତଙ୍କୁ ମାରିଦିଆ ଯାଇଛି, CBIର ଘୋଷଣା ପରେ ଉତ୍ତେଜନା

ଯେମିତି କି ସମସ୍ତ ଜାଣିଛନ୍ତି କି ସୁଶାନ୍ତଙ୍କ ଆତ୍ମହତ୍ୟାର କିଛି ଦିନ ପୂର୍ବେ ହିଁ ତାଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟାନ ଆତ୍ମହତ୍ୟା କରିଥିଲେ। ଏମିତିରେ ସମସ୍ତେ ସନ୍ଦେହ କରୁଥିଲେ କି ସୁଶାନ୍ତ ଓ ଦିଶାଙ୍କ ଆତ୍ମହତ୍ୟା ମଧ୍ୟରେ କିଛି ନା କିଛି ଲିଙ୍କ ଅଛି ଓ ବର୍ତ୍ତମାନ ଏହି ସନ୍ଦେହ CBIର ଯାଞ୍ଚ ପରେ ସତ ପ୍ରମାଣିତ ହୋଇ ଯାଇଛି। ସୂତ୍ର ଅନୁସାରେ CBIକୁ କିଛି ପ୍ରମାଣ ମିଳି ଯାଇଛି ଯେଉଁଥିରେ ଏହା ପ୍ରମାଣିତ ହୋଇ ଯାଇଛି କି ସୁଶାନ୍ତଙ୍କ ମୃତ୍ୟୁ ଓ ତାଙ୍କର ପୂର୍ବ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ମଧ୍ୟରେ ବହୁତ ବଡ ଲିଙ୍କ ଅଛି।

କହିବାକୁ ଗଲେ ସିବିଆଇକୁ ସୁଶାନ୍ତଙ୍କ ଘରୁ କିଛି ଏହିଭଳି ପ୍ରମାଣ ମିଳିଥିଲା ଯାହାକୁ ଦେଖି ସିବିଆଇ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହା ଛଡା ପୂର୍ବରୁ ଅଙ୍କିତା ଓ ଅନ୍ୟ କିଛି ଲୋକମାନଙ୍କ ବୟାନ ଏହି କଥାର ସଂକେତ ଦେଉଥିଲା କି ଦିଶାଙ୍କ ମୃତ୍ୟୁର ରହସ୍ୟକୁ ଲୁଚାଇବା ପାଇଁ ସୁଶାନ୍ତଙ୍କୁ ଷଡଯନ୍ତ୍ର କରି ହତ୍ୟା କରା ଯାଇଛି।

ଏମିତିରେ ସିବିଆଇ ବି ଦିଶା ଓ ସୁଶାନ୍ତଙ୍କ କେସକୁ ଯୋଡି ଯାଞ୍ଚ ଆରମ୍ଭ କରିଛନ୍ତି। ସିବିଆଇ ସେହି ସ୍ଥାନକୁ ବି ଗଲେ ଯେଉଁଠି ଦିଶା ମିଳିଥିଲେ। ଏହା ପରେ ସିବିଆଇକୁ ବହୁତ ପ୍ରମାଣ ମିଳିଛି। ଏହା ସହିତ କୁହାଯାଉଛି କି ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ରର ସରକାର ସିବିଆଇର ଯାଞ୍ଚରେ ବାଧା ଦେଉଛନ୍ତି କାରଣ ସେମାନେ ଚାହୁଁଛନ୍ତି କି ସିବିଆଇ ଦିଶାର କେସକୁ ଯାଞ୍ଚ କରନ୍ତୁ ନାହିଁ। କିନ୍ତୁ ସିବିଆଇ ହାତରେ ୪ଟି ବଡ ପ୍ରମାଣ ମିଳିଛି।

ସିବିଆଇ ସେହି ୪ଟି ପ୍ରଶ୍ନ ଉପରେ ସନ୍ଦେହ କରୁଛି ଯାହା ଉପରେ ଯାଞ୍ଚ ପରେ କିଛି ନା କିଛି ବାହାରକୁ ଆସିବ। ପ୍ରଥମ ପ୍ରଶ୍ନ ହେଉଛି କି ଦିଶା ସାଲିୟନଙ୍କ ପୋସ୍ଟମର୍ଟମ ରିପୋର୍ଟରେ ଏହା ସଠିକ ଭାବରେ ଲେଖା ହୋଇ ନ ଥିଲା କି ସେ ନିଜେ ଡେଇଁ ଥିଲେ ନା ତାଙ୍କୁ କେହି ଧକା ମାରିଛି। ମୁମ୍ବାଇ ପୋଲିସ ଏହି କେସକୁ ସଠିକ ଭାବରେ ଯାଞ୍ଚ ନ କରି କାହିଁକି ବନ୍ଦ କରି ଦେଲେ।

ଦ୍ଵିତୀୟ ପ୍ରଶ୍ନ ହେଲା କି ଦିଶାଙ୍କ ମା ଯେଉଁ ବୟାନ ଦେଉଛନ୍ତି ତାହା ତାଙ୍କର ବୟାନ ଅଟେ ନା ସେ କାହାର ଭୟରେ ସେ ଏହିଭଳି ଜବାବ ଦେଉଛନ୍ତି। କାରଣ ଦିଶାଙ୍କ ମା ଯେଉଁ ବୟାନ ଦେଉଛନ୍ତି ସେଥିରୁ ଲାଗୁ ନାହିଁ କି ସେ ତାଙ୍କ ଝିଅକୁ ନ୍ୟାୟ ଦେବାର ପକ୍ଷରେ ଅଛନ୍ତି। ଓଲଟା ସେ ମୁମ୍ବାଇ ପୋଲିସର ସାଥ ଦେଉଛନ୍ତି। ଏହା ପରେ ଦିଶା ଏହି ଦୁନିଆ ଛାଡି ଯିବା ପୂର୍ବରୁ ଦିଶାଙ୍କ ଯେଉଁ ପାର୍ଟି ବାଲା ଭିଡିଓ ସାମ୍ନାକୁ ଆସିଥିଲା ସେଥିରେ ସେ ମସ୍ତି କରୁଥିବାର ନଜର ଆସୁଥିଲେ।

ଏହାକୁ ଦେଖି କେହି ବି କହି ପାରିବେ ନାହିଁ କି ଦିଶାଙ୍କ ମନରେ ଆତ୍ମହତ୍ୟାର ଭାବନା ଆସିଥିବ। ଏମିତିରେ ସିବିଆଇର ସନ୍ଦେହ ଆହୁରି ବି ବଢି ଯାଉଛି। ଅନ୍ୟ ପଟେ ସୁଶାନ୍ତଙ୍କ କେସରେ ରିୟା ବର୍ତ୍ତମାନ ମୁଖ୍ୟ ଆରୋପି ରୂପରେ ଜେଲରେ ଅଛନ୍ତି ଓ ସେ ଏହା ସହିତ ଅନ୍ୟ କିଛି ବଡ ବଡ ଷ୍ଟାରଙ୍କ ନାଁ ମଧ୍ୟ କହିଛନ୍ତି। ଏମିତିରେ ସନ୍ଦେହ କରାଯାଉଛି କି ଏହି ସବୁ ପଛରେ ବହୁତ ବଡ ଷଡଯନ୍ତ୍ର ଚାଲିଥିଲା।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ। ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ।