MS Dhoniଙ୍କ Retimentକୁ ନେଇ କହିଲେ ରୋହିତ ଶର୍ମା, ଇମୋସନାଲ ହେଇ କହିଦେଲେ ଏହି ବଡ କଥା

ମେହେନ୍ଦ୍ର ସିଂ ଧୋନି ଙ୍କ ବିଦାୟ ପରେ ଏବେ ରୋହିତ ଶର୍ମା ଗୋଟେ ଇମୋଷ୍ଣାଲ୍ ମେସେଜ କରିଛନ୍ତି । ରୋହିତ ଏହି ମେସେଜ ରେ ନିଜର ଜୀବନର ସବୁ ସଫଳତା ର କାରଣ ମହେନ୍ଦ୍ର ସିଂ ଧୋନି ବୋଲି କହିଛନ୍ତି । ରୋହିତ ଶର୍ମା କହିଛନ୍ତି ଧୋନି ତାଙ୍କ ପାଇଁ ଯାହା ସବୁ କରିଛନ୍ତି ସେ ତାଙ୍କ ଜୀବନରେ କେବେ ମଧ୍ୟ ଭୁଲି ପାରିବେ ନାହିଁ ।

ଖରାପ ଖେଳିବା ପରେ ମଧ୍ୟ ଧୋନି ତାଙ୍କୁ ନିଜ ଟିମ ରେ ରଖିଥିଲେ ଏବଂ ଓପେନର ମଧ୍ୟ ଦେଇଥିଲେ । ରୋହିତ ଶର୍ମା ଓପେନର ହେଲେ ତାଙ୍କର ଭାଗ୍ୟ ବଦଳି ଯାଇଥିଲା । ଟିମ ଇଣ୍ଡିଆ ର ଜଣେ ଭଲ ଖେଳାଳି ବନି ଥିଲେ । ଇଣ୍ଡିଆ ଟିମ ରେ ବିରାଟ କୋହଲି ଙ୍କ ଠାରୁ ଯଦି ବେଶି କାହାର ଚର୍ଚ୍ଚା ହୋଇଥାଏ ତେବେ ସେ ହେଉଛନ୍ତି ରୋହିତ ଶର୍ମା ।

ଏବଂ ରୋହିତ ଶର୍ମା ମହେନ୍ଦ୍ର ସିଂ ଧୋନି ଙ୍କ ପାଇଁ ଏକ ନୂଆ ଜୀବନ ପାଇଛନ୍ତି ବୋଲି ସେ କହିଛନ୍ତି । ମହେନ୍ଦ୍ର ସିଂ ଧୋନି ଆପଣ ଭାରତ ପାଇଁ ଯାହା ସବୁ କରିଛନ୍ତି ଦେଶ କେବେ ବି ଭୁଲିବ ନାହିଁ ଏବଂ ଆପଣ ମୋ ପାଇଁ ଯାହା କରିଛନ୍ତି ମୁଁ ଆପଣଙ୍କ ପାଖରେ ଚିର ରୁଣି ହେଇରହିବି । ଆପଣ ମୋ ପାଇଁ ଯାହା କରିଛନ୍ତି ତାହା କେହି ବି କରିପାରିବେ ନାହିଁ ।

ଆପଣ ହିଁ ରୋହିତ ଶର୍ମା କୁ Hitman ବନାଇଚନ୍ତି, ଯଦି ଆପଣ ନଥାନ୍ତେ ତେବେ ଜଣାନାହିଁ ମୁଁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଥାନ୍ତି କି ନାହିଁ । ଏହା କହି ରୋହିତ ଶର୍ମା ଈମୋଷ୍ଣାଲ୍ ହୋଇଯାଇଥିଲେ ।

ଯଦି ଆପଣ ମାନେ ବି ମହେନ୍ଦ୍ର ସିଂ ଧୋନି ଙ୍କୁ ମିସ୍ କରୁଛନ୍ତି ତେବେ କମ୍ମେନ୍ତ କରନ୍ତୁ ” Dhoni the great” । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।