ସୁବ୍ରମନିଅମ ଦେଲେ ମହାରାଷ୍ଟ୍ର ସରକାରଙ୍କୁ ଚେତାବନୀ, କହିଲେ- ବାନ୍ଧିନିଅ ସିଟ ବେଲ୍ଟ, ଜଲ୍ଦି ସାମ୍ନାକୁ ଆସୁଚି ସତ

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବିଜେପି ନେତା ସୁବ୍ରମନିଅମ ସ୍ବାମୀଙ୍କ ତରଫରୁ ଲଗାତାର ଟୁଇଟ୍ କରା ଯାଇଅଛି ଏବଂ ସେ ଏହାକୁ ହତ୍ୟା ବୋଲି କହିଛନ୍ତି । ସୁବ୍ରମନିଅମ ନିଜ କେତେ ଟୁଇଟ୍ ଦ୍ଵାରା ଏହା ସାବିତ୍ କରି ଦେଇଛନ୍ତି କି ସୁଶାନ୍ତ ଙ୍କୁ ହତ୍ୟା କରା ଯାଇଥିଲା । ରବିବାର ଦିନ ସେ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ମହାରାଷ୍ଟ୍ର ସରକାର, ମୁମ୍ବାଇ ପୋଲିସ୍ ଏବଂ ବଲିଉଡ୍ ଉପରେ ଆଙ୍ଗୁଠି ଉଠାଇଛନ୍ତି ।

ଶୁଭ୍ରମନିଅମ୍ ଟୁଇଟ୍ କରି ଲେଖିଛନ୍ତି କି ସୁଶାନ୍ତଙ୍କ ମୃତ୍ୟୁ ପାଇଁ ମହାରାଷ୍ଟ୍ର ସରକାର, ମୁମ୍ବାଇ ପୋଲିସଙ୍କ ପାଇଁ ବହୁତ୍ ବଡ଼ ବଡ଼ ସଙ୍କଟ ମାଡି ଆସୁଚି ସେଥିପାଇଁ ସିଟ୍ ବେଲଟ୍ ବାନ୍ଧି ନିଅନ୍ତୁ । କାରଣ ସତ ସାମ୍ନାକୁ ଆସୁଚି । ଆମେ ଏହି ଯୁଦ୍ଧରେ ସେ ପର୍ଯ୍ୟନ୍ତ ହାର ମାନିବୁ ନାହିଁ ଯେ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଦୋଷୀଙ୍କୁ ଦଣ୍ଡ ନ ମିଳିଛି ।

ଏହା ସତ୍ବେ ସୁଭ୍ରମନିଅମ ଆଊ ଏକ ଟୁଇଟ୍ କରିଥିରେ ଯେଉଁ ଥିରେ ସେ କହିଛନ୍ତି ସୁଶାନ୍ତଙ୍କ ମୃତ୍ୟୁ ଦିନ ୨ ଟି ଆମ୍ବୁଲାନ୍ସ କଣ ପାଇଁ ଆସିଥିଲା? ୨ ଟି ଆମ୍ବୁଲାନ୍ସ କିଏ ଡାକିଥିଲେ? ଏତିକି ହିଁ ନୁହେଁ ସୁବ୍ରମନିଅମ ସେହି ୫ ଜଣ ଡକ୍ଟରଙ୍କୁ ମଧ୍ୟ ସନ୍ଦେହ କରିଛନ୍ତି ଯେଉଁ ମାନେ ସୁଶାନ୍ତ ଙ୍କ ପୋଷ୍ଟମର୍ଟମ କରିଥିଲେ ।

ସୁଭ୍ରାମଣିଆମ୍ ସୁଶାନ୍ତ ଙ୍କ କେଶ୍ କୁ ନେଇ PM ଙ୍କୁ ଚିଠି ମଧ୍ୟ ଲେଖିଥିଲେ । ଯେଉଁ ଥୀରେ CBI ଯାଞ୍ଚ୍ ପାଇଁ ସେ ଦାବି କରିଥିଲେ । ବର୍ତମାନ ଏହି କେଶ୍ CBI ଙ୍କୁ ଦିଆ ଯାଇଛି । କିନ୍ତୁ ସୁଭ୍ରାମନିଆମ ଚୁପ୍ ବସିନାହନ୍ତି ବରଂ ସେ ସୁଶାନ୍ତ ଙ୍କ ଦୋଷୀ ଙ୍କ ଦଣ୍ଡ ମିଳିବା ଦରକାର୍ ବୋଲି କହିଛନ୍ତି ।

ସୁଶାନ୍ତ ଙ୍କ ମୃତ୍ୟୁ କୁ ୨ ମାସ ପୁରୀ ସାରିଲାଣି କିନ୍ତୁ ଏବେ ପର୍ଯ୍ୟନ୍ତ କୌଣସି ସଠିକ୍ କାରଣ ମିଳିନାହିଁ । ମୁମ୍ବାଇ ପୋଲିସ୍ ଙ୍କ ତରଫରୁ ସୁଶାନ୍ତ ଙ୍କ କେଶ୍ ର ଯାଞ୍ଚ୍ ଠିକ୍ ଭାବରେ କରା ଯାଉନାହିଁ । କିନ୍ତୁ ଯେତିକି ପ୍ରମାଣ ସାମ୍ନାକୁ ଆସିଛି ସେଥିରେ ଜଣା ପଡିଛି କି ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି ।

ସୁଶାନ୍ତ ଙ୍କ ମୃତ୍ୟୁ ର ୨ ମାସ ପରେ ତାଙ୍କର ସବୁ ସାଙ୍ଗ ମୁହଁ ଖୋଲିଛନ୍ତି ଏବଂ ସାମ୍ନାକୁ ଆସିଛନ୍ତି ଏବଂ ବହୁତ୍ କିଛି ରହସ୍ୟ ସାମ୍ନାକୁ ଆଣିଛନ୍ତି । ସୁଶାନ୍ତ ଙ୍କ ସାଙ୍ଗ ମାନେ ମଧ୍ୟ କହିଛନ୍ତି କି ସୁଶାନ୍ତ ଙ୍କୁ ହତ୍ୟା କରାଯାଇଛି । ଏବେ ଏହି କେଶ୍ CBI ଯାଞ୍ଚ୍ କରୁଛି ଏବଂ ଆମର ଆଶା ସୁଶାନ୍ତ ସିଂ ରାଜପୁତ ଙ୍କୁ ନିଶ୍ଚୟ ନ୍ୟାୟ ମିଲିବ ଏବଂ ପ୍ରକୃତ ଆସାମୀକୁ କଠୋର ଦଣ୍ଡ ମିଳିବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।