CSK VS SRH: ଯେତେବେଳେ SRH କୁ ହରେଇବା ପରେ ବି Dhoni କରିଲେ କିଛି ଏମିତି କାମ କି ଜିତିନେଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳ ସମଗ୍ର ବିଶ୍ବରେ ନିଜ ପାଇଁ ସୁନାମ ଅର୍ଜନ କରି ସାରିଛନ୍ତି । ବିଶ୍ବରେ ସବୁଠାରୁ ଭଲ ଦଳ ଭାବେ ଭରତ ସମସ୍ତଙ୍କ ନିକଟରେ ପରିଚିତ ହୋଇ ପାରିଛି । ତେବେ ଏହା ସମ୍ଭବ ହୋଇ ପାରିଛି କେବଳ ଭାରତୀୟ କ୍ରିକେଟ ଦଳର ମହାନ କ୍ରିକେଟର ମାନଙ୍କ ପାଇଁ । ଅନେକ ଖେଳାଳି ମାନେ ନିଜର ସାନଦାର ପର୍ଫୋମାଂସ ପାଇଁ ଆଜିକା ଡେଟରେ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ମହେନ୍ଦ୍ର ସିଂ ଧୋନୀ ମେଦାନରେ କେଉଁ ଭଳି ହରକତ କରିଛନ୍ତି ସେହି ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ । ହାଇଦ୍ରାବାଦ ଟିମକୁ ମ୍ଯାଚରେ ହରାଇ ଭାରତୀୟ ଟିମର ପୂର୍ବତନ କପ୍ତାନ ମହେନ୍ଦ୍ର ସିଂ ଧୋନୀ ନିଜ ମତରେ କିଛି ଅନୋଖା କଥା କହିଛନ୍ତି । ତାଙ୍କର ଏହି ଘଟଣା ପାଇଁ ତାଙ୍କ ଫ୍ୟାନ୍ସ ମାନଙ୍କ ହୃଦୟରେ ଆହୁରି ଅଧିକ ଇଜ୍ଜତ ବଢାଇ ଦେଇଛି ।

ଇଣ୍ଡିଆନ ପ୍ରିମିଅର ଲିଗେଜ-୧୪ ରେ ୨୩ ତମ ମୁକାବିଲା ଚେନାଇ କିଂସ ଓ ସନରାଇଜର ହାଇଦ୍ରାବାଦ ଟିମ ମଧ୍ୟରେ ଖେଳା ଯାଇଛି । ହାଇଦ୍ରାବାଦ ଟିମର କପ୍ତାନ ଡେଭିଡ ପ୍ରଥମେ ଟସ ଜିତିଥିଲେ । ହାଇଦ୍ରାବାଦର ପ୍ଲେୟାର ଜନି ବେରୋସ୍ତୋ ପ୍ରଥମେ ଖେଳିବାକୁ ଆସିଥିଲେ । ଡେଭିଡ ୱାର୍ନର ୫୭ ରନ କରି ଆଉଟ ହୋଇଥିଲେ । ମନୀଷ ପାଣ୍ଡେ ୬୧ ରନ କରି ଆଉଟ ହୋଇଥିଲେ ।

ଉଇଲିୟମସନ ୨୬ ରନ କରିଥିଲେ ଓ ଏହା ପରେ କେଦାର ଯାଦବ ଶେଷ ମୁହୁର୍ତ୍ତରେ ୪ଟି ବଲରେ ୧୨ ରନ କରି ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଏହା ଛଡା ଚେନ୍ନାଇ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲା । ଚେନ୍ନାଇର ଟିମ ଫାଷ୍ଟ ୧୨୯ ରନ କରି ଋତୁରାଜ ୭୫ ରନ କରି ଆଉଟ ହୋଇଥିଲେ । ଏହା ପରେ ସୁରେଶ ରାଏନା ଓ ରବୀନ୍ଦ୍ର ଜାଡେଜା ଶେଷ ମୂହୁର୍ତ୍ତରେ ୭ ୱିକେଟ କରି ମ୍ଯାଚକୁ ଜିତାଇଥିଲେ ।

ଏହା ପରେ ଚେନ୍ନାଇର କପ୍ତାନ ଖଲିତ ଏହମଦ ଓ ଇଣ୍ଡିଆ ତିମର ମହେନ୍ଦ୍ର ସିଂ ଧୋନୀ ପରସ୍ପର ସହ ଆଲୋଚନା କରିଥିଲେ । ଧୋନୀଙ୍କର ସବୁଠାରୁ ଖାସ ଗୁଣ ହେଉଛି ସେ ସମସ୍ତଙ୍କୁ ଗାଇଡ କରନ୍ତି । ସେଥି ପାଇଁ ଧୋନୀ ଖଲିତଙ୍କୁ ଗାଇଡ ଲାଇନ କରିଥିଲେ । ଧୋନୀଙ୍କର ଏହି ଆଦତ ପାଇଁ ସେ ଆଜି ପୁରା ବିଶ୍ବରେ ଲୋକ ପ୍ରିୟତା ହୋଇ ପାରିଛନ୍ତି । ଖଲିତ ଏହମଦ ଏହି ମ୍ଯାଚରେ ଭଲ ପ୍ରଦର୍ଶନ ନ କରିପାରି ଥିବାରୁ ନିରାଶ ନଜର ଆସିଥିଲେ ।

ତାଙ୍କୁ ଏଭଳି ଭାବେ ନିରାଶ ହେବାର ଦେଖି ଧୋନୀ ତାଙ୍କୁ ଗାଇଡ କରି କହିଥିଲେ ଯେ “ତମକୁ ନିରାଶ ହେବା କଥା ନୁହେ, ହାର ଓ ଜିତ ଖେଳର ଏକ ଅଂଶ ଅଟେ, ଆପଣ ନିଜକୁ କିପରି ଭାବେ ଆସନ୍ତା ମ୍ଯାଚ ପାଇଁ ପ୍ରସ୍ତୁତ କରିବେ ସେଥିପାଇଁ ଧ୍ୟାନ ଦେବା ଉଚିତ” । ଗେମବାଜିକୁ ନେଇ ଧୋନୀ ତାଙ୍କୁ ଟିପ୍ସ ଦେଇ କହିଥିଲେ ଯେ କିଭଳି ଭାବେ ଗେମବାଜିକୁ ପରିବର୍ତ୍ତନ କରାଯାଇ ୱିକେଟ କରିପାରିବେ। ଏହିଭଳି ଭାବେ ଧୋନୀ ନିଜର ମତ ଦେଇଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ