ବୟସରେ ବଡ ହେଲେ ମଧ୍ୟ ସେ ଯେମିତି ପ୍ରେମ କରୁଥିଲେ ଟୁଙ୍ଗୁରୁ ମଧ୍ୟ ତାଙ୍କୁ ଠିକ ସେମିତି ପ୍ରେମ କରୁଥିଲା ବୋଲି ବର୍ଷା ଭାଉଜ ପ୍ରମାଣ କରିଦେଲେ । କିନ୍ତୁ ପ୍ରଶ୍ନ ଉଠୁଛି ଟୁଙ୍ଗୁରୁ ଭୋଳ ଗଣମାଧ୍ୟମ ଆଗରେ କାହିଁକି ମିଛ କହୁଥିଲେ ? ଏବେ ପ୍ରମାଣ ହୋଇଯାଇଛି ଯେ ଟୁଙ୍ଗୁରୁ ବର୍ଷାଙ୍କୁ ପାଗଳଙ୍କ ଭଳି ଭଲ ପାଉଥିଲେ । ଏହାକୁ ନେଇ କିଛି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି । ଏଥିରେ ପ୍ରମାଣ ହୋଇଛି ଯେ ଟୁଙ୍ଗୁରୁ ପାଗଳଙ୍କ ଭଳି କାନ୍ଦୁଛନ୍ତି ।

ଟୁଙ୍ଗୁରୁ କାନ୍ଦି କାନ୍ଦି ବର୍ଷାଙ୍କୁ କହୁଛନ୍ତି, ମୁଁ ତୋତେ ବହୁତ ଭଲ ପାଏ, ତୁ ଯଦି ହାତ କାଟିଦେବୁ ତେବେ ମୁଁ ଶିର, ଗୋଡ, ହାତ ସବୁ କାଟିଦେବି । ତୋ ପାଇଁ ମୁଁ ଜୀବନ ଦେଇଦେବି । ବର୍ଷା ଟୁଙ୍ଗୁରୁ ଜୀବନ ସାରା ଏକ ହୋଇ ରହିବେ । ତୁ ଚିନ୍ତା କରନି ମୁଁ ତୋତେ ବାହା ହେବି ଆଉ ଘରକୁ ଆଣିବି । ଟୁଙ୍ଗୁରୁ ଭୋଳ ବର୍ଷାଙ୍କୁ କାନ୍ଦି କାନ୍ଦି ଏସବୁ କହୁଥିବା ସମୟ ଅଡିଓ ଏବେ ଭାଇରାଲ ହେଉଛି । ଅନ୍ୟପଟେ ପ୍ରଥମ ଦିନରୁ ଗଣମାଧ୍ୟମ ଆଗରେ ବର୍ଷାଙ୍କୁ ପ୍ରେମ କରିବା କଥା ସବୁ ମିଛ ବୋଲି କହି ଆସୁଛନ୍ତି ।
ବର୍ଷା ତାଙ୍କ ନାଁରେ ମିଛ ଅଭିଯୋଗ ଆଣୁଛନ୍ତି ବୋଲି କହି ଚାଲିଛନ୍ତି ଟୁଙ୍ଗୁରୁ । ସେ କହୁଥିଲେ ବର୍ଷାଙ୍କୁ ଭାଉଜ ଡାକି କେବଳ କଥା ହେଉଥିଲେ ଓ ଅଟୋ ଭଡାରେ ତାଙ୍କୁ ବୁଲେଇ ନେଉଥିଲେ । କିନ୍ତୁ ତାଙ୍କ ମନରେ ବର୍ଷାଙ୍କୁ ନେଇ କିଛି ନଥିଲା । ବର୍ଷା ତାଙ୍କୁ ଏକତରଫା ପ୍ରେମ କରୁଥିଲେ ବୋଲି କାହିଁକି କହି ଆସୁଥିଲେ ଟୁଙ୍ଗୁରୁ ଭୋଳ ?
ଏବେ ଦେଖିବାକୁ ମିଳିଛି କି ବର୍ଷାଙ୍କ ସହ ଟିକେ କଥା ହେବା ପାଇଁ ଟୁଙ୍ଗୁରୁ ଭୋଳ ଛଟପଟ ହୋଇ କାନ୍ଦୁଛନ୍ତି । ଏବେ ବର୍ଷାଙ୍କ ହାତ ଧରି ତାଙ୍କୁ ବାହା ହେବେ ବୋଲି ଟୁଙ୍ଗୁରୁ ସିଧାସଳଖ କହିଛନ୍ତି । ଯାହାପରେ ଟୁଙ୍ଗୁରୁ ଭୋଳଙ୍କ ଅମିଚ୍ଚ ଧରା ପଡିଯାଇଛି । ଆଗକୁ ବର୍ଷାଙ୍କୁ ବାହା ହେବି ବୋଲି ଟୁଙ୍ଗୁରୁ ତାଙ୍କୁ କଥା ଦେଇଛନ୍ତି । ଟୁଙ୍ଗୁରୁଙ୍କ ନାଁ ଭାଇରାଲ ହେବା ପରେ ଟୁଙ୍ଗୁରୁ ମ୍ୟୁଜିକ ଭିଡିଓ ଫିଲ୍ମ ମଧ୍ୟ କରିବାକୁ ଯାଉଛନ୍ତି ।

ଏହାକୁ ନେଇ ବର୍ଷା କହିଛନ୍ତି ତୁମକୁ ଲୋକେ ଚିହ୍ନିଲେ ତୁମେ ଏବେ ଫିଲ୍ମ ବି କରିବ କିନ୍ତୁ ମୋ ନାଁକୁ କାହିଁକି ବଦନାମ କରିଦେଲ ? ଆଉ ସେଇ ଟୁଙ୍ଗୁରୁ ଏବେ କାନ୍ଦି କାନ୍ଦି କେବଳ ବର୍ଷାଙ୍କୁ ଭଲ ପାଉଛନ୍ତି ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।