ଧନର ଅଭାବ ରହୁଥିଲେ ଫୁଲ ଦ୍ଵାରା କରନ୍ତୁ ଏହି ଉପାୟ ! ଏହି ଏକ ଫୁଲ ବଦଳାଇ ଦେବ ଆପଣଙ୍କର ଭାଗ୍ୟ… ରାତାରାତି ମାଲାମାଲ୍ !

ମନୁଷ୍ୟ ଜୀବନରେ ଯେତେ ରୋଜଗାର ମଧ୍ୟ କରିଥାଉ । ହେଲେ କେତେବେଳେ ନା କେତେବେଳେ ସେହି ମନୁଷ୍ୟ ଧନର ଅଭାବ ସହିବାକୁ ପଡିଥାଏ । ତେଣୁ ସମସ୍ତେ ଦିନ ରାତି ପରିଶ୍ରମ କରି ରୋଜଗାର କରିଥାନ୍ତି । ଧନ କମାଇବାର ଆଜି ଆପଣଙ୍କୁ ଏକ ବହୁତ ଭଲ ଉତ୍କୃଷ୍ଠ ଉପାୟ ବିଷୟରେ କହିବାକୁ ଯାଉଛି । ତେବେ ବନ୍ଧୁଗଣ ଭଗବାନ ମହାଦେବଙ୍କ ଉପରେ ଚଢା ଯାଉଥିବା ଅନେକ ଫୁଲ ମଧ୍ୟରୁ ନାଗଚମ୍ପା ଫୁଲ ବିଷୟରେ ଆପଣ ମାନେ ଆଗରୁ ନିହାତି ଶୁଣିବାକୁ ପାଇଥିବେ ।

ଯେଉଁ ଫୁଲଟି ଦେଖିବାକୁ ନାଗ ଫଣା ସଦୃଶ ହୋଇଥାଏ । ଏହି ଫୁଲ ସାଧାରଣତଃ ଶୀତ ଋତୁରେ ଅଧିକ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କ ଘରୁ ନକରାତ୍ମକ ଊର୍ଜାକୁ କାଢିବା ପାଇଁ ଚାହୁଁଥାନ୍ତି । ତେବେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଅର୍ଥାତ ସକାଳ ହେବା ପୂର୍ବରୁ କେହି ନଦେଖିବା ଆଗରୁ ଆପଣ ଏହି ନାଗଚମ୍ପା ଫୁଲ ତୋଳି ଆଣି ନିଜ ଘର ସାମ୍ନାରେ ଟାଙ୍ଗୀ ଦିଅନ୍ତୁ ।

ଏହାପରେ ଆପଣଙ୍କ ଘର ଉପରେ କୌଣସି ଖରାପ ଶକ୍ତି, ଗୁଣୀ ଗାରେଡି ତଥା ତନ୍ତ୍ର, ମନ୍ତ୍ରର ଛାୟା ପଡିବ ନାହିଁ । କରଜ ମୁକ୍ତି ପାଇଁ ମଧ୍ୟ ଏହି ଫୁଲକୁ ବ୍ୟବହାର କରନ୍ତୁ । ଶନିବାର କିମ୍ବା ସୋମବାର ଦିନ ଏହି ଫୁଲକୁ ତୋଳି ଆଣି ଘରକୁ ନେଇ ଆସନ୍ତୁ । ତାପର ଦିନ କୌଣସି ପ୍ରବାହିତ ହେଉଥିବା ଜଳସ୍ରୋତରେ ଏହି ନାଗଚମ୍ପା ଫୁଲକୁ ଭସାଇ ଦିଅନ୍ତୁ । ହେଲେ ଏହି କାର୍ଯ୍ୟ କରିବା ସମୟରେ ଯେପରି ଆପଣଙ୍କ ଉପରେ କାହାର ନଜର ନପଡେ ସେଥିପ୍ରତି ଆପଣ ଟିକେ ଧ୍ୟାନ ଦେଉଥିବେ ।

ଏପରି କରିବା ଦ୍ଵାରା ଆପଣଙ୍କର ରହୁଥିବା ବହୁ ଗୁଡିଏ ଆର୍ଥିକ ସମସ୍ଯା ବହୁ ଶୀଘ୍ର ଦୂର ହୋଇଥାଏ । ମନ ପସନ୍ଦର ଖଣ୍ଡେ ଚାକିରୀ କରିବା ପାଇଁ ମଧ୍ୟ ଏହି ଉପାୟକୁ ନିହାତି ଥରେ କରି ଦେଖନ୍ତୁ । ତେବେ ପ୍ରତିଦିନ ଗୋଟିଏ ନାଗଚମ୍ପା ଫୁଲ ମାତା ପାର୍ବତୀ କିମ୍ବା ଦୂର୍ଗାଙ୍କୁ ନିଷ୍ଠାର ସହ ଅର୍ପଣ କରନ୍ତୁ । ୧୧ ଦିନ ଧରି କିନ୍ତୁ ଏହି ଉପାୟକୁ ଲଗାତର ଆପଣଙ୍କୁ କରିବାକୁ ପଡିବ ।

ଏହି ଉପାୟ କରିବାର ଅଳ୍ପ ଦିନ ମଧ୍ୟରେ ଆପଣଙ୍କୁ ଚାକିରୀ ସହ ଜଡିତ କିଛି ଖୁସି ଖବର ଆଗାମୀ ସମୟରେ ମିଳିପାରେ । ସୋମବାର ଯଦି ୩ ଟି ନାଗଚମ୍ପା ଫୁଲକୁ ନେଇ ଭଗବାନ ମହାଦେବଙ୍କ ଉପରେ ଅର୍ପଣ କରନ୍ତି । ତାପରେ ୩ ଟି ଫୁଲ ମଧ୍ୟରୁ ଗୋଟିଏ ଫୁଲକୁ ଆଣି ଆପଣ ନିଜ ପାଖରେ ଅର୍ଥାତ ଟଙ୍କା ରଖୁଥିବା ସ୍ଥାନ କିମ୍ବା ଅଫିସରେ ରଖନ୍ତି ।

ତେବେ ଏହା ଦ୍ଵାରା ଆପଣଙ୍କର ବହୁତ ଶୀଘ୍ର ଚାକିରୀରେ ପ୍ରମୋଶନ ମଧ୍ୟ ହେବାର ସମ୍ଭାବନା ରହୁଅଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ