ଏବେ ଜଲ୍ଦି ହିଁ ହେବାକୁ ଯାଉଛି ଲକଡାଉନ ୫.୦, ଏହି ୮ଟି ସହରରେ ଜାରି ରହିବ କଟକଣା, କରି ପାରିବେ ନାହିଁ…

ଲକଡାଉନ ଅଥବା ପୂର୍ଣବନ୍ଦୀ ଏକ ଆପାତକାଲୀନ ପ୍ରୋଟୋକଲ ଅଟେ । ଆପାତକାଲୀନ ସ୍ଥିତିରେ ଲୋକମାନଙ୍କ ଯିବା ଆସିବା ଓ ସାମାଜିକ ଦୂରତାକୁ ପାଳନ କରିବା ପାଇଁ ସରକାରଙ୍କ ଦ୍ଵାରା ଏହି ପ୍ରତିବନ୍ଧ ଲଗା ଯାଇଛି । ଯେଉଁ ସହରକୁ ଲକଡାଉନ କରା ଯାଇଛି, ସେହି ସହରର କୌଣସି ବି ବ୍ୟକ୍ତି ଘରୁ ବାହାରି ପାରିବ ନାହିଁ । ସେ ସ୍ଵୟଂକୁ ନିଜ ଘରେ କ୍ଵାରନ୍ଟିନ କରି ନିଏ । ମାତ୍ର ଅତି ଆବଶ୍ୟକ କାର୍ଯ୍ୟ ପାଇଁ ଲୋକମାନେ ଘରୁ ବାହାରକୁ ବାହାରନ୍ତି ।

କହିବାକୁ ଗଲେ ଦେଶରେ ଲକଡାଉନ ୪.୦ର ସମୟ ୩୧ ମେ ପୁରା ହେବାକୁ ଯାଉଛି । କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ପୁରା ଦେଶରେ ଲକଡାଉନ ଘୋଷିତ କରା ଯାଇ ଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଜଣା ପଡୁଛି କି ଏହି ସଂକ୍ରମଣ କମ ହେଉ ନାହିଁ । ଏମିତିରେ ସରକାରଙ୍କ ସମସ୍ତ ନିଷ୍ପତି ଉପରେ ଜନତାଙ୍କ ଦ୍ରୁଷ୍ଟି ଅଛି । ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ପଞ୍ଚମ ଲକଡାଉନ କେମିତି ରହିବ ।

ଏହାର ନିୟମ କଣ କଣ ହେବ । ଏହା ସହିତ ଶୁଣିବାକୁ ମିଳୁଛି କି ଦୁଇ ସପ୍ତାହ ପାଇଁ ଲକଡାଉନକୁ ବଢା ଯାଇ ପାରେ । କହିବାକୁ ଗଲେ ଲକଡାଉନ ୪.୦ର ଅବଧି ୩୧ ମେ ପର୍ଯ୍ୟନ୍ତ ଅଟେ । ଏହା ପରେ ଲକଡାଉନ ୫.୦ ଆରମ୍ଭ ହୋଇପାରେ । ପିଏମ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଆଜି ହୋଇଥିବା ବୈଠକରେ କରୋନା ସଙ୍କଟ ଓ ଲକଡାଉନକୁ ନେଇ ସମୀକ୍ଷା କରା ଯାଇଛି ।

କୁହାଯାଉଛି କି ଏହା ପରେ ଗୃହ ମନ୍ତ୍ରୀ ଅମିତ ଶାହ ପିଏମ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ରାୟକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହା ପରେ ଚର୍ଚା ଜୋର ଧରିଛି କି ଲକଡାଉନ ଦୁଇ ସପ୍ତାହ ଆହୁରି ବଢା ଯାଇ ପାରେ ।

ଏହି ସହରରେ ସଂକ୍ରମଣର ସଂଖ୍ୟା ଅଧିକ, ଏଠି ହୋଇପାରେ କଡାକଡି ନିୟମର ପାଳନ

ଓଡିଶାର ଗଞ୍ଜାମ, ଯାଜପୁର, ବାଲେଶ୍ଵର, ଖୋର୍ଦ୍ଦା, ଭଦ୍ରକ, କଟକ, ପୁରୀ, କେନ୍ଦ୍ରପଡା ଇତ୍ୟାଦି କେତେକ ଜିଲ୍ଲାରେ ସଂକ୍ରମଣର ପ୍ରଭାବ କମ ହେଉ ନାହିଁ । ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । କିନ୍ତୁ ଲକଡାଉନ କାରଣରୁ ଆର୍ଥିକ ସ୍ଥିତି ଉପରେ ଦେଶରେ ଆସୁଥିବା ସମସ୍ୟାକୁ ଦେଖି କିଛି ନିୟମକୁ ଢିଲା ଦିଅ ଯାଇଛି ।

ଏହି କାରଣରୁ ପଞ୍ଚମ ଲକଡାଉନରେ ଏହି ନିୟମକୁ ଆହୁରି ବି ଢିଲା ଦିଆ ଯାଇପାରେ । କିନ୍ତୁ ଯେଉଁଠି ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ଅଛି, ସେଠି କେତେକ ନିୟମ କଡାକଡି ପାଳନ କରାଯିବ । ଦେଶ ଦୁନିଆର ଟିକନିକ ଖବର ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।