ଯେମିତି ହେଲେ ବି ଦେଶର ଆସନ୍ତା ପ୍ରାଧାନ ମନ୍ତ୍ରୀ ହେବେ ଏହି ନେତା, ଜନ୍ମରୁ ଅନ୍ଧ ସନ୍ଥ କଲେ ଏହି ଭବିଷ୍ୟବାଣୀ

ବନ୍ଧୁଗଣ 2019 ଲୋକସଭା ନିର୍ବାଚନ ନିକଟତ୍ତର ହେଉଛି । ଏମିତିରେ ସାଧାରଣ ମଣିଷଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଛି କି ଦେଶର ଆସନ୍ତା ପ୍ରଧାନ ମନ୍ତ୍ରି କିଏ ହେବ ? ଏବେ ନିକଟରେ ହୋଇଥିବା ପାଞ୍ଚଟି ରାଜ୍ୟର ନିର୍ବାଚନରେ କଂଗ୍ରେସ ତିନିଟି ମହତ୍ତ୍ୱପୂର୍ଣ୍ଣ ରାଜ୍ୟ ଜିତି ନିଜର ସ୍ଥିତି ମଝବୁତ କରି ନେଇଛି । ଏମିତିରେ 2019 ର ଲୋକସଭା ନିର୍ବାଚନ ଅଧିକ ରୋମାଞ୍ଚକ ହେବାର ଅଛି । ଦେଶର ଏହି ଗରମା ଗରମ ରାଜନୈତିକ ପରିବେଶକୁ ଜଣେ ସନ୍ଥ ମହାତ୍ମା ଆହୁରି ଅଧିକ ରୋମାଞ୍ଚକ କରି ଦେଇଛନ୍ତି ।

ସେ ନିଜର ଭବିଷ୍ୟବାଣୀରେ ଜଣାଇଛନ୍ତି କି କେଉଁ ପାର୍ଟି ଜିତିବ ଓ କେଉଁ ନେତା ଦେଶର ଆସନ୍ତା ପ୍ରଧାନ ମନ୍ତ୍ରୀ ହେବେ । ଆସନ୍ତୁ ବିସ୍ତାରିତ ଭାବେ ଜାଣିବା ।

ସନ୍ଥ ମହାତ୍ମା ଜଗତଗୁରୁ ରାମାନନ୍ଦଚାର୍ଜ୍ୟଙ୍କୁ କିଏ ଅବା ନ ଜାଣେ, ସେ ଆଜି ପର୍ଯ୍ୟନ୍ତ କରିଥିବା ସବୁ ଭବିଷ୍ୟବାଣୀ ଠିକ ପ୍ରମାଣିତ ହୋଇଛି । ମାତ୍ର 2 ମାସ ଆୟୁରୁ ନିଜର ଆଖିର ଜ୍ୟୋତି ହରାଇଥିବା ପୂଜନୀୟ ମହାତ୍ମା ଶ୍ରୀ ଜଗତଗୁରୁ ରାମାନନ୍ଦଚାର୍ଜ୍ୟ 2019 ରେ ହେବାକୁ ଥିବା ଲୋକସଭା ନିର୍ବାଚନର ସଠିକ ଭବିଷ୍ୟବାଣୀ କରିଛନ୍ତି । ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ କି ତାଙ୍କର ଭବିଷ୍ୟବାଣୀ ଉପରେ ବହୁତ ରାଜନୈତିକ ନେତା ମାନଙ୍କର ମଧ୍ୟ ନଜର ଥାଏ ।

ସେ 2019 ନିର୍ବାଚନର ଭବିଷ୍ୟବାଣୀ କରି କହିଛନ୍ତି କି ବିଜେପି ନିକଟରେ ହୋଇଥିବା ନିର୍ବାଚନରେ 3 ଟି ମଝବୁତ ରାଜ୍ୟ ହାରିଥିଲେ ମଧ୍ୟ କିନ୍ତୁ ଏହା ନିଶ୍ଚିତ ଅଟେ କି 2019 ନିର୍ବାଚନରେ ବିଜେପି ବହୁମତରେ ନିଶ୍ଚୟ ଜିତିବ । ତାଙ୍କ ଭବିଷ୍ୟବାଣୀ ଅନୁସାରେ ବିଜେପି ପୁଣି ଥରେ କେନ୍ଦ୍ରରେ ପୂର୍ଣ୍ଣ ବହୁମତରେ ସରକାର ଗଢିବ ।

ଶ୍ରୀ ଜଗତଗୁରୁ ରାମାନନ୍ଦଚାର୍ଜ୍ୟ ନିଜ ଭବିଷ୍ୟବାଣୀରେ ଆଗକୁ କହିଲେ କି 2019 ର ଲୋକସଭା ନିର୍ବାଚନ ଜିତିବା ପରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଆସନ୍ତା ପ୍ରଧାନ ମନ୍ତ୍ରୀ ହେବେ । ଆପଣଙ୍କ ଜାଣିବା ପାଇଁ କହି ରଖୁଛୁ କି ଏହା କୌଣସି ପ୍ରଥମ ଥର ନୁହେଁ କି କୌଣସି ଜ୍ୟୋତିଷ ପ୍ରଧାନ ମନ୍ତ୍ରୀ ମୋଦୀଙ୍କର ଜିତିବାର ଭବିଷ୍ୟବାଣୀ କରିଛନ୍ତି , ଏହା ପୂର୍ବରୁ ବି ହରିଦ୍ଵାରଠୁ ବାରଣାସୀ ଓ ମଥୁରାର ବଡ ବଡ ଜ୍ୟୋତିଷ ବି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜିତିବାର ଭବିଷ୍ୟବାଣୀ କରି ସାରିଛନ୍ତି ।

ବନ୍ଧୁଗଣ ଆପଣଙ୍କୁ କଣ ଲାଗୁଛି, ବିଜେପି 2019 ନିର୍ବାଚନରେ ଜିତି ପାରିବ କି? କଣ ପ୍ରଧାନ ମନ୍ତ୍ରୀ ମୋଦୀ ପୁଣି ଥରେ ଦେଶର ଜନତାଙ୍କ ସେବା ପାଇଁ ପ୍ରଧାନ ମନ୍ତ୍ରୀ ହୋଇ ପାରିବେ? ନିଜର ମାତାମତ କମେଣ୍ଟ ବକ୍ସରେ ଆମକୁ ନିଶ୍ଚୟ ଜଣାନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।