ସାବଧାନ: ଏମିତି ଉଚ୍ଚତା ଥିବା ଲୋକଙ୍କ ମଧ୍ୟରେ କ୍ୟାନ୍ସର ହେବାର ଥାଏ ଅଧିକ ଭୟ- ଡକ୍ଟର ନିଜେ କହିଲେ ଏହାର କାରଣ

ଡେଙ୍ଗା ହେବାକୁ କଉ ବା ମଣିଷ ଚାହେଁ ନାହିଁ । କିନ୍ତୁ ସବୁ ଜିନିଷ ର କିଛି ଲାଭ ଏବଂ କ୍ଷତି ଅଛି । କଣ ଆପଣ କେବେ ଭାବିଛନ୍ତି ଆପଣଙ୍କର ବେଶି ଡେଙ୍ଗା ହେବା ଆପଣଙ୍କ ପାଇଁ ଅସୁବିଧା ଆଣିପରେ । ଏକ ନୂଆ ସ୍ଟଡି ଅନୁସାରେ, ଡେଙ୍ଗା ମଣିଷଙ୍କୁ କ୍ୟାନ୍ସର ହବାର ଅଧିକ ସମ୍ଭାବନା ଥାଏ । ସ୍ଟଡି ଅନୁସାର, ଲମ୍ବା ଲୋକଙ୍କର ଶରୀରରେ ବେସୀ କୋଷିକା ଥାଏ ଯାହା କ୍ୟାନ୍ସର ରୋଗ ର ମାତ୍ରା ବଢେଇ ଦେଇପାରେ । ସ୍ଟଡି ଅନୁସାରେ ମହିଳା ମାନଙ୍କ ପାଇଁ ଲମ୍ବା ୧୬୨ ସେମି (୫ ଫୁଟ, ୪ ଇଞ୍ଚ )ଏବଂ ପୁରୁଷଙ୍କ ପାଇଁ ଲମ୍ବା ୧୭୫ ସେମି (୫ ଫୁଟ, ୯ ଇଞ୍ଚ) ଠିକ ହୋଇଥାଏ ।

ଏହି ସ୍ଟଡି ର ଫଳ ପ୍ରଥମେ ହୋଇଥିବା ଗବେଷଣା ସହିତ ମିସୁଛି ଯେଉଁଥିରେ ସ୍ୱାସ୍ଥ୍ୟ ସମସ୍ୟା ବ୍ଲଡ କ୍ଲଟ୍ସ,, ହୃଦୟ ସମସ୍ୟା ବେସୀ ଡେଙ୍ଗା ହେବାଯୋଗୁ ହେଇଥାଏ । ବୈଜ୍ଞାନିକଙ୍କ ଅନୁସାରେ, ଲମ୍ବା ଲୋକମାନଙ୍କ ମଧ୍ୟରେ ଗ୍ରୋଥ ହାର୍ମୋନ ଆଈଜୀଏଫ-୧ ବେସୀ ମାତ୍ରା ମିଳିଥାଏ । ଏହି ହର୍ମୋନ ପାଇଁ ଲମ୍ବା ଲୋକଙ୍କ କୋସିକା ମାନଙ୍କ ମଧ୍ୟରେ ବିଭାଜନର ପ୍ରକ୍ରିୟା ବଢିଯାଇଥାଏ । ଯଦି କୋସିକା ଗୁଡିକ ଅନିୟମିତ ଭାବେ ବିଭାଜିତ ହେବାରେ ଲାଗେ ତେବେ ଟ୍ଯୁମର ହେବାର ଆଶା ବଢିଥାଏ ଏବଂ ଭବିଷ୍ୟତରେ ଏହା କ୍ୟାନ୍ସର ଦିଗକୁ ବଢିବାର ଲାଗେ ।

ଆହୁରି ପଢନ୍ତୁ: ଏହି ୫ ଟି ଖାଦ୍ୟ କେବେବି ଗରମ କରି ଖାଆନ୍ତୁ ନାହିଁ, ଏସବୁକୁ ଖାଇବା ବିଷ ଖାଇବା ସଙ୍ଗେ ସମାନ

ୟୁନିଭର୍ସିଟି ଅଫ କୈଲିଫୋର୍ନିୟା ରିୱରସାଇଡ ରେ ବାୟୋଲଜୀ ପ୍ରୋଫେସର ଲିୟୋନାର୍ଡ ନନେ କ୍ୟାନ୍ସର ପୀଡିତ ଲୋକଙ୍କ ଉପରେ ବିଶ୍ଳେଷଣ କଲେ ଯେଉଁଥିରେ ୧୦୦୦୦ ପୁରୁଷ ଏବଂ ୧୦୦୦୦ ମହିଳା ମିଶି ଥିଲେ । ନନେ କ୍ୟାନ୍ସର ର ଲକ୍ଷଣ ଏବଂ ଡେଙ୍ଗା ହେବାର ସମ୍ବଧ୍ୟ ବିଷୟରେ ପଢୀଥିଲେ । ପରୀକ୍ଷଣ ରେ ୨୩ ଜଣରୁ ୧୮ ମହିଳା ଏବଂ ବ୍ୟକ୍ତିଙ୍କ କୋସିକା ର ସଂଖ୍ୟା ଏବଂ କ୍ୟାନ୍ସର ର ଲକ୍ଷଣ ସମ୍ଭଧ କିଛି ଦେଖିବାକୁ ମିଳିଲା ।

ଗବେଷଣାରୁ ଏହା ବି କୁହାଗଲା ଯେ ଡେଙ୍ଗା ମହିଳାଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ୧୨ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଥାଏ ସେଇଠାରେ ହିଁ ପୁରୁଷଙ୍କୁ ୯ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ । ମହିଳାଙ୍କ ମଧ୍ୟରେ ଭୋଜନ ନଳି, ପେଟ, ମୁଁହ ଏବଂ ହାଡ ଏବଂ ପୁରୁଷଙ୍କ ମଧ୍ୟରେ ପେଟର କ୍ୟାନ୍ସର ସେମାନଙ୍କ ଲମ୍ବା ସହ କିଛି ଜଡିତ ନାହିଁ । ଯିଏ ଯେତେ ଲମ୍ବା ହବ, ସେତେ କ୍ୟାନ୍ସର ହେବାର ଭୟ ହୋଇଥାଏ ।

ଆହୁରି ପଢନ୍ତୁ: ଇନ୍ଟରଭିଉ ରେ ପଚରାଗଲା ” କଣ କରିବେ ଯଦି ଆପଣଙ୍କ ସ୍ଵାମୀ ଆପଣଙ୍କୁ ଜୁଆ ରେ ହାରି ଯାଆନ୍ତି?”, ଝିଅଟିର ଜବାବ ଶୁଣିଲେ ଆପଣ କହିବେ…