ଝିଲ୍ଲୀ କହିଛନ୍ତି କି ସେ ତାଙ୍କର ଖୁଶି କଥା କହି ଛନ୍ତି କେଉଁ ସମୟରେ ସେ ଅଧିକ ଖୁଶି ଥିଲେ । ଝିଲ୍ଲୀ ଏକ ବାଲ୍ୟକଳାକାର ସେ ପିଲା ଦିନରୁ ବହୁତ ସାରା ଚଳଚିତ୍ର ରେ ଅଭିନୟ କରିଛନ୍ତି । ସେ କାହକିହାନ୍ତି ତାଙ୍କ ପାଇନ୍ନ ସବୁ ଠାରୁ ଖୁଶିର ଦିନ ସେହି ଦିନ ଥିଲା ଯେଉଁ ଦିନ ତାଙ୍କ ଭାଇ ଏହି ଦୁନିଆକୁ ଆସି ଥିଲା । ତାଙ୍କ ମା ଙ୍କ ପ୍ପେତରେ ଥିବା ବେଳେ ଏହା ବହୁତ ଜଟିଳ ହୋଇ ଯାଇ ଥିଲା ଯାହା ଦ୍ଵାରା ତାଙ୍କ ମା ଓ ଭାଇ ମଧ୍ୟରୁ କେହି ଜଣେ ହି ବଞ୍ଚି ପାରିବ ।
ସେ ଶୁଣିବା ପାଇଁ ପାଇ ଥିଲେ । ତାଙ୍କ ଭାଇ ଜନ୍ମ ହେବା ସମୟରେ ପ୍ରିମାଚୁୟର ହୋଇ ଥିଲେ । ସେ କହିଛନ୍ତି କି ସେ ସମୟ ହାତରେ ଡୋରୀ ଚଳଚିତ୍ର ରେ ଏକ ଭାଇ ପାଇଁ ଜିଦି କରୁଥିଲେ ଏହା ତାଙ୍କ ଅଭିନୟ ଥିଲା ମାତ୍ର ପ୍ରକୃତ ଜୀବନରେ ମଧ୍ୟ ସେ ସତରେ ଏକ ଭାଇ ଚାହୁଁଥିଲେ । ସେ ସବୁ ବେଳେ ଭଗବାନ ଙ୍କୁ ମାଗୁ ଥିଲେ କି ତାଙ୍କୁ ଏକ ଭାଇ ଦରକାର । କିନ୍ତୁ ବାପା ଙ୍କ ନିଷ୍ପତ୍ତି ଥିଲା କି ମା ଦରକାର ତାଙ୍କୁ ପିଲା ନୁହେଁ ।
ଝିଲ୍ଲୀ ସେତେବେଳେ ଘରେ ଥିଲେ । ତାଙ୍କ ଜେଜେମା ଙ୍କ ପାଖକୁ ଫୋନ ଆସିଲା କି ତାଙ୍କର ଏକ ଭାଇ ହେଇଛି ଏହା ପରିବାର ପାଇଁ ବହୁତ ଖୁଶି କଥା ଥିଲା । କିନ୍ତୁ ଏହା ମଧ୍ୟ ତାଙ୍କ ପାଇଁ ଖୁବ ଆଶ୍ଚର୍ଯ୍ୟ ଥିଲା କି ଏକ ଛୋଟ ପିଲା ଏତେ ଛୋଟ କିଭଳି । ସେ କହିଥିଲେ କି ସେ 10 ବର୍ଷ ବର୍ଷ ର ଥିଲେ ଯେଉଁ ସମୟରେ ତାଙ୍କ ଭାଇ ଜନ୍ମ ହୋଇଥିଲା ଓ ସେ ତାକୁ ଦେଖିକି ଡରି ଯାଇଥିଲେ । ଏତେ ଛୋଟ ମୁହଁ ପତଳା ପତଳା ହାତ ।
ପ୍ରଥମ ଥର ପାଇଁ ସେ ଖୁଶି ଥିଲେ । ଏବେ ସେ 8 ମ ଶ୍ରେଣୀରେ ପଢୁ ଛନ୍ତି ଓ ତାଙ୍କ ମା ମଧ୍ୟ ଭଲ ଅଛନ୍ତି । ସେ କହିଛନ୍ତି କି ତାଙ୍କ ପାଇଁ ସବୁ ଠାରୁ ଭଲ ଦିନ ତାଙ୍କ ଭାଇର ଜନ୍ମ ଦିନ ଅଟେ । କେବଳ ତାଙ୍କ ପାଇଁ ନୁହେଁ ତାଙ୍କ ପୁରା ପରିବାର ପାଇଁ ଏହା ଏକ ଖୁଶିର କଥା ।
ଏହା ପରେ ତାଙ୍କୁ ପଚରା ଯାଇଥିଲା କି ନିକିତା ଯାହାକି ତାଙ୍କ ପ୍ରକୃତ ନାମ ଝିଲ୍ଲୀ ତାଙ୍କ ଅଭିନୟ ଶିରିଆଲ ର ନାମ ଅଟେ । ତେବେ ସେ କଣ କରିବା ପାଇଁ ଭଲ ପାନ୍ତି ଏହି ନାମ ନିକିତା କିଭଳି ଆସିଲା ତାଙ୍କ ପାଖକୁ । ସେ କହିଥିଲେ କି ଏହା ମତେ ମୋ ବାପା ଦେଇଛନ୍ତି । ଏହି ନାମ ତାଙ୍କର ସେଇ ପାଇଁ ବହୁତ ପସନ୍ଦ । ସେ ନାଚିବା ପାଇଁ ଭଲ ପାନ୍ତି ଗୀତ ଗାଇବା ପାଇଁ ଭଲ ପାନ୍ତି କିନ୍ତୁ ଏତେ ଭଲ ରେ ନାଇ ଅଧିକା ନାଚିବା ପାଇଁ ସେ ପସନ୍ଦ କରନ୍ତି । ସେ ନାଚ ମଧ୍ୟ ଶିଖିଛନ୍ତି ବୋଲି କହିଥିଲେ ।