୧୫୦ ଟଙ୍କା ଖର୍ଚ କରି ପାଆନ୍ତୁ ୧୯ ଲକ୍ଷ ଟଙ୍କା, ଦରକାର ପଡିଲେ କେବେବି ପାଇ ପାରିବେ ଟଙ୍କା

LIC ଦେଶର ସବୁଠୁ ବିଶ୍ଵାସୀ ବୀମା କମ୍ପାନୀ ଅଟେ । ସରକାରଙ୍କ ଦ୍ଵାରା ସଞ୍ଚାଳିତ ଏହି କମ୍ପାନୀର ପଲିସିରେ ନିବେଶ କରିବା ଦ୍ଵାରା ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଓ ସାହାର୍ଯ୍ୟ ମିଳିଥାଏ । ବର୍ତ୍ତମାନ ମହଙ୍ଗା ଯୁଗରେ ସମସ୍ତଙ୍କ ପାଇଁ ଏହା ଜରୁରୀ ଅଟେ କି ସେ ନିଜର ଆୟର କିଛି ଅଂଶ କେଉଁଭଳି ଭାବରେ ବି ସେଭିଙ୍ଗ କରି ପଲିସିରେ ନିବେଶ କରନ୍ତୁ । କହିବାକୁ ଗଲେ ସମସ୍ତଙ୍କ ଏହି ସ୍ଵପ୍ନ ହୋଇଥାଏ କି ତାଙ୍କର ପିଲାମାନଙ୍କ ଭବିତଷ୍ୟ ଭଲ ହେଉ ଓ ସେମାନଙ୍କୁ ସେ ଜୀବନରେ ସମସ୍ତ ପ୍ରକାରର ସୁଯୋଗ ଓ ସୁବିଧା ଉପଲବ୍ଧ କରାଇବେ ।

ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ବି ଏକ ଏମିତି ସ୍କିମ ଅଛି, ଯାହା ପିଲାମାନଙ୍କୁ ଧ୍ୟାନରେ ରଖି ତିଆରି କରା ଯାଇଛି । ଆମେ କଥାବାର୍ତ୍ତା କରୁଛୁ ଏଲଆଈସୀ ର ‘ନିଉ ଚି‍ଲ୍‍ଡ୍ରେନସ ମନୀ ବ୍ୟାକ ପ୍ଳାନ’ (LIC NEW CHILDREN’S MONEY BACK PLAN) ।

ଆସନ୍ତୁ ଜାଣିବା ଏହି ପଲିସି ସହ ଜଡିତ କିଛି ନିୟମ ବିଷୟରେ

ଏହି ବୀମାକୁ ନେବା ପାଇଁ ସର୍ବନିମ୍ନ ଆୟୁ ସୀମା ୦ ବର୍ଷ ଅଟେ ।

ବୀମା ନେବାର ସର୍ବୋଚ୍ଚ ଆୟୁ ୧୨ ବର୍ଷ ଅଟେ ।

ସର୍ବନିମ୍ନ ବୀମା ରାଶି ୧ ଲକ୍ଷ ଟଙ୍କା ଅଟେ ।

ସର୍ବୋଚ୍ଚ ବୀମା ରାଶିର କୌଣସି ସୀମା ନାହିଁ ।

ପ୍ରୀମିୟମ ବେବର ବେନିଫିଟ ରାଇଡର – ଅପସନ ବି ଉପଲବ୍ଧ ଅଛି ।

ମନୀ ବ୍ୟାକ ଇଂସ୍ଟଲମେଂଟ – ପଲିସିଧାରକକୁ ୧୮,୨୦ ଓ ୨୨ ବର୍ଷ ହେବା ଉପରେ ସମ ଆଶ୍ୟୋର୍ଡର ୨୦ ପ୍ରତିଶତ ଟଙ୍କା ମିଳିବ ।

ମ୍ୟାଚ୍ୟୁରିଟୀ ବେନିଫିଟ – ପଲିସି ମ୍ୟାଚ୍ୟୁରିଟୀ ସମୟରେ (ବୀମାଧାରକ ପଲିସିର ଅବଧି ସମୟରେ ମୃତ୍ୟୁ ନ ହେବା ପରେ) ପଲିସିଧାରକକୁ ବୀମା ରାଶିର ବଞ୍ଚିଥିବା ୪୦ ପ୍ରତିଶତ ବୋନସ ସହିତ ମିଳିବ ।

ଡେଥ ବେନିଫିଟ – ପଲିସି ଅବଧି ସମୟରେ ପଲିସି ଧାରକକୁ ମୃତ୍ୟୁର ସ୍ଥିତିରେ ବୀମା ରାଶି ଛଡା ନିହିତ ସାଧାରଣ ପ୍ରତ୍ୟାବର୍ତୀ ବୋନସ ଓ ଅନ୍ତିମ ଅତିରିକ୍ତ ବୋନସ ଦିଆଯିବ । ଡେଥ ବେନିଫିଟର ମୋଟ ପ୍ରୀମିୟମ ପେମେଣ୍ଟର ୧୦୫ ପ୍ରତିଶତରୁ କମ ହେବ ନାହିଁ ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।