କଣ ଆପଣ ଜାଣିଛନ୍ତି କି ଡାକ୍ତରଙ୍କ କାଗଜରେ ଲେଖାଥିବା Rxର କଣ ଅର୍ଥ! ଯଦି ନ ଜାଣିଛନ୍ତି ତ ଜାଣି ନିଅନ୍ତୁ

ଏହି ଦୁନିଆରେ ପ୍ରାୟତଃ ସମସ୍ତେ କୌଣସି ନା କୌଣସି ରୋଗରେ ନିଶ୍ଚିତ ପୀଡିତ ଅଛନ୍ତି । ଏହା ପରେ ଯଦି ଆପଣ ରୋଗରେ ପୀଡିତ ଅଛନ୍ତି ତେବେ ନିଶ୍ଚିତ ରୂପରେ ଡାକ୍ତରଙ୍କ ପାଖକୁ ନିଶ୍ଚିତ ଯାଆନ୍ତି ଓ ଡାକ୍ତର ଆପଣଙ୍କ ଶରୀରର ଯାଞ୍ଚ କରି ଆପଣଙ୍କ ଏକ କାଗଜରେ ଔଷଧ ଲେଖି ଦିଅନ୍ତି । କହିବାକୁ ଗଲେ ଡାକ୍ତରଙ୍କ ଦ୍ଵାରା ଲେଖା ଯାଇଥିବା ଔଷଧକୁ କେବଳ କିଛି ଲୋକମାନେ ହିଁ ପଢି ପାରନ୍ତି । ଏହା ସହିତ ଆପଣ ଦେଖିଥିବେ କି ଡାକ୍ତରଙ୍କ ସେହି କାଗଜରେ Rx ଲେଖା ହୋଇଥାଏ ଓ କିନ୍ତୁ ଏହାର ଅର୍ଥ କଣ ଏହା ବିଷୟରେ କାହାକୁ ବି ଜଣା ନ ଥାଏ ।

Rxର ଲାଟିନ ଭାଷାରେ ଅର୍ଥ ‘ନେବା’ ହୋଇଥାଏ

ସାଧାରଣ ଲୋକମାନଙ୍କୁ ତ ଛାଡି ଦିଅନ୍ତୁ କେତେକ ଡାକ୍ତରମାନଙ୍କୁ ବି ଏହାର ଅର୍ଥ ଜଣା ନାହିଁ । ଆପଣ ବି ଦେଖି ବୁଝି ପାରିବେ ନାହିଁ କି ଏହାର କଣ ଅର୍ଥ ହୋଇଥାଏ ଓ ଯଦି ଏହା ବିଷୟରେ ଜାଣିବାର ଇଚ୍ଛା ଅଛି ତେବେ ଆମର ଏହି ଆର୍ଟକୀଲ ପଢନ୍ତୁ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ ସବୁକିଛି କହିବାକୁ ଯାଉଛୁ । ଆପଣଙ୍କୁ କହିଦେଉଛୁ କି ଲାଟିନ ଭାଷାରେ Rx ନାମକ ଏକ ଚିହ୍ନ ଥାଏ, ଯାହାର ଅର୍ଥ Take ହୋଇଥାଏ । ଏହିଭଳି ଦେଖିବାକୁ ଗଲେ ତେବେ Rx ର ଅର୍ଥ ‘ନେବା’ ହୋଇଥାଏ ।

ଡାକ୍ତରମାନଙ୍କୁ ବି ଜଣା ନାହିଁ ଏହାର କାହାଣୀ

ଅର୍ଥାତ ଡାକ୍ତର ଆପଣଙ୍କୁ କାଗଜରେ ଲେଖି ଥିବା ସମସ୍ତ ଔଷଧକୁ ନେବା ପାଇଁ କହି ଦିଅନ୍ତି । ଏହା ତ ସମସ୍ତଙ୍କୁ ଜଣା ଅଛି । କିନ୍ତୁ Rx ପଛର ଅସଲ କାହାଣୀ ଅଛି, ଯାହା ଡାକ୍ତରମାନେ ବି ଜାଣି ନାହାନ୍ତି । ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ଐତିହାସିକ କାହାଣୀ ବିଷୟରେ କହିବାକୁ ଯାଉଛୁ ।

ୟୁନାନୀ ଦେବତା ହୋରସଙ୍କ ଆଖିର Rx ଭଳି ଅଟେ

ମିଳିଥିବା ସୂଚନା ଅନୁସାରେ ଆପଣଙ୍କୁ କହିଦେଉଛୁ କି ଚିକିତ୍ସା କ୍ଷେତ୍ରରେ ୟୁନାନର ବହୁତ ବଡ ହାତ ରହିଛି । ୟୁନାନର ଏକ ଦେବତାଙ୍କ ନାମ ଅଟେ ହୋରସ, ଯାହାଙ୍କ ଆଖି Rx ଭଳି ନଜର ଆସୁଥିଲା । ଏମିତିରେ ଏହି ଦେବତାଙ୍କ ଆଖିକୁ ଲୋକମାନେ ସ୍ଵାସ୍ଥ୍ୟର ପ୍ରତୀକ ବୋଲି ବି କହୁଥିଲେ । ଏହି କାରଣ ଅଟେ କି ଡାକ୍ତରଙ୍କ କାଗଜ ଉପରେ Rx ଲେଖା ହୋଇଥାଏ, କିନ୍ତୁ କେତେକ ଡାକ୍ତର ଏହା ବିଷୟରେ ଜାଣି ନ ଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।