ଦକ୍ଷିଣମୁଖୀ ଦ୍ୱାରର ଘର ପାଲଟିଗଲା କାଳ ,ତିନିବର୍ଷ ରେ ଚାଲିଗଲା ୪ଜୀବନ, Sushant Khuntia

ନମସ୍କାର ବନ୍ଧୁଗଣ । ଅଭିଶପ୍ତ ଜାଗାରେ ସୁଶାନ୍ତ ଙ୍କ ଘର ହୋଇଥିଲା । ସବୁ କଥା ଜାଣିଥିଲେ ସୁଶାନ୍ତ ଛାଡିଥାନ୍ତେ ଘର । ସବୁ ଛାରଖାର କରିଦେଲା ଦକ୍ଷିଣମୁଖା ଦ୍ଵାର । ସବୁ ଦିନ ପାଇଁ ମନେ ରହିବ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆ । ହେଲେ ତାଙ୍କ ଜୀବନରେ ଏମିତି କିଛି ଅଘଟଣ ଘଟି ଯାଇଛି ଯାହା ଆଜି ସାରା ପରିବାର ପାଇଁ ଦୁଃଖ ର କାରଣ ପାଲଟିଛି । କେନ୍ଦୁଝର ର ଆନନ୍ଦପୁର ରେ ସୁଶାନ୍ତ ଥିବା ଘର ଓ ସେହି ଘରର ଜାଗା ଥିଲା ଅଭିସପ୍ତ ଜାଗା ।

ଯେଉଁ ଜାଗାରେ ଘର କରି ଏବେ ପରିବାର ଲୋକେ କାନ୍ଦୁଛନ୍ତି । ଏହି ଘରର ଦ୍ଵାର ଦକ୍ଷିଣମୁଖୀ ହୋଇଥିବା ବେଳେ ଗୋଟେ ବର୍ଷ ରେ ଚାଲି ଗଲେ ଘରର ସବୁ ପୁରୁଷ । ପୂର୍ବରୁ ସୁଶାନ୍ତ ଙ୍କ ବାପା, ବଡ ଓ ମଝିଆ ଭାଇ ଚାଲି ଯାଇଥିଲେ ବେଳେ ଏବେ ସେ ମଧ୍ୟ ସବୁ ଦିନ ପାଇଁ ଆଖି ବୁଜି ଦେଇଛନ୍ତି । କାରଣ ସୁଶାନ୍ତ ଙ୍କ ଘର ହେଉଛି ଅଭିଶପ୍ତ ଜାଗା । ଯାହା ବିଷୟରେ ସୁଶାନ୍ତ ଜାଣି ପାରିଥିଲେ ।

ଆଉ ଯେଉଁ କାରଣ ପାଇଁ ନିଜ ବାହଘର ପରେ ସ୍ତ୍ରୀ ଓ ମା ଙ୍କୁ ଧରି ଅନ୍ୟତ୍ର ଚାଲି ଯିବାକୁ ଯୋଜନା କରୁଥିଲେ । ସେହି କାରଣରୁ ସୁଶାନ୍ତ ନିଜର ସାନ ମା ଓ ଦାଦା ଙ୍କ ଏ ନେଇ ଆଲୋଚନା କରିଥିଲେ । ଏଥର ଆସିଥିଲେ ଘର ଛାଡି ଥାନ୍ତେ ସୁଶାନ୍ତ ଓ ତାଙ୍କ ପରିବାର ଲୋକେ । ପୂର୍ବରୁ ତ ଆଣକ ସାନ ମା ଏହି ଘର ଛାଡି ଦେଇଥିବା ବେଳେ ଏବେ ସୁଶାନ୍ତ ଛାଡି ଥାନ୍ତେ ।

କୁହା ଯାଉଛି ଏହି ଘରେ ବାସ୍ତୁ ଶସ୍ତ୍ର ର ଅନୁସାରେ କିଛି ତ୍ରୁଟି ରହିଥିଲା । ଯେଉଁ କାରଣ ପାଇଁ ଏହି ଘରେ ରହୁଥିବା ଲୋକଙ୍କର ସବୁବେଳେ ଅନିଷ୍ଟ ହେଉଥିଲା । ଆନଦପୁର ପୌରାଞ୍ଚଳ 4 ନମ୍ବର ୱାର୍ଡ ରେ ଥିବା ସୁଶାନ୍ତ ଙ୍କ ଘରେ ବୋଧ ହୁଏ କାହାର ନଜର ଲାଗି ଯାଇଛି । ସୁଶାନ୍ତ ଦେଶ ପାଇଁ ସିନା ସହିଦ ହୋଇଗଲେ କିନ୍ତୁ ସାରା ଓଡିଶା ବାସୀ ଙ୍କ ପାଇଁ ସେ ଅମର ହୋଇ ରହିଗଲେ ।

ତେବେ ସତରେ କଣ ସୁଶାନ୍ତ ଯେଉଁ ଘରେ ରହୁଥିଲେ ତାହା ଅଭିଶପ୍ତ ଜାଗା ଥିଲା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାହା ତ ସମୟ କହିବ । କିନ୍ତୁ ସୁଶାନ୍ତ ଆଜି ଦେଶ ପାଇଁ ସହିଦ ହୋଇ ଏକ ନୀତିଶିକ୍ଷା ଦେଇ ଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।