ଦକ୍ଷିଣ ଆଫ୍ରିକା ପାଇଁ କାଳ ସାଜିଲେ କ୍ୟାପଟେନ ତେମ୍ବା ବଭୂମା, ଭୁଲ ପରେ ଭୁଲ କରି ମ୍ଯାଚ ହାରିଲେ…

ଦକ୍ଷିଣ ଆଫ୍ରିକା ହାରିବା ପଛରେ ରହିଛି ଅଧିନାୟକ ଙ୍କର ହାତ । ଭୁଲ ପରେ ଭୁଲ କରିଥିଲେ ସେମି ଫାଇନାଲ ରେ । ରନ ତ କରିଲେ ନାହିଁ ନିସ୍ପତି ମଧ୍ୟ ଭୁଲ ନେଲେ । ହଁ ଦର୍ଶକ ବନ୍ଧୁ ନା ବୋଲିଙ୍ଗ ନା ବ୍ୟାଟିଂ ନା ଫିଲଡିଙ୍ଗ ନା ଅଧିନାୟକତ୍ଵ ସବୁଥିରେ ଫେଲ ମାରିଛନ୍ତି ଦକ୍ଷିଣ ଆଫ୍ରିକାର ଅଧିନାୟକ । ଗୋଟେ ମ୍ଯାଚର ରୂପରେଖ ସବୁ କିଛି ବଦଳାଇ ଦେଇଥାଏ । ଗୋଟେ ଭୁଲ ନିସ୍ପତି ମଧ୍ୟ ଜିତୁଥିବା ବାଜି କୁ ହରାଇ ଦେଇଥାଏ ।

କିନ୍ତୁ ଦକ୍ଷିଣ ଆଫ୍ରିକା ର ଅଧିନାୟକ ଗୋଟେ ପରେ ଗୋଟେ ଭୁଲ ନିସ୍ପତି ନେଇଥିଲେ । ଅଧିନାୟକ ଏତେ ଭୁଲ କରିଥିଲେ କି ଦକ୍ଷିଣ ଆଫ୍ରିକାର ଅନ୍ୟ ଖେଳାଳୀ ମାନେ ବିରକ୍ତ ହୋଇ ଯାଇଥିଲେ । ପଡିଆ ଭିତରେ ଏମିତି କିଛି ନିସ୍ପତି ନେଇଥିଲେ ଅଧିନାୟକ ଯାହା ପାଇଁ ମ୍ଯାଚ ଜିତୁ ଜିତୁ ମ୍ଯାଚ ହାରି ଯାଇଛି । ସେମି ଫାଇନାଲ ରେ ହାରିବା ପରେ ଫାଇନାଲ କୁ ଯାଇ ପାରିଲା ନାହିଁ ଦକ୍ଷିଣ ଆଫ୍ରିକା ।

ଏବେ ସୋସିଆଲ ମିଡିଆରେ ଦକ୍ଷିଣ ଆଫ୍ରିକା ର ଅଧିନାୟକ ଙ୍କ କାରଣରୁ ମ୍ଯାଚ ହାରିଛି ବୋଲି ଟ୍ରୋଲ ହେଉଛି । ଦକ୍ଷିଣ ଆଫ୍ରିକାର ଆଦିନାୟକ ପାକିସ୍ତାନ ର ଅଧିନାୟକ ବାବର ଆଜମ ଙ୍କ ଠାରୁ ଖରପା ନିସ୍ପତି ନେଇଥିଲେ । ଯଦି ଦେଖିବା ଦ୍ଵିତୀୟ ସେମି ଫାଇନାଲ ମ୍ଯାଚ ହିଡେନ ଗାର୍ଡେନ ରେ ଖେଳା ଯାଇଥିଲା । ବର୍ଷା ପାଇଁ ପିଚ ପୁରା ଉପୋଯୋଗୀ ହୋଇଥିଲା ।

କିନ୍ତୁ ତେମ୍ବା ବଭୂମା ପ୍ରଥମେ ଟସ ଜିତି ବ୍ୟାଟିଂ କରିବାକୁ ନିସ୍ପତି ନେଇଥିଲେ । ଯାହା ଥିଲା ବଭୂମା ଙ୍କର ପ୍ରଥମ ଭୁଲ ନିସ୍ପତି । ଆଉ ସେଥିପାଇଁ ଦଳ କରିଥିଲା ସବୁଠାରୁ ଲୋ ସ୍କୋର । ବ୍ୟାଟର ମାନେ ଭଲ ବ୍ୟାଟିଂ କରି ପାରି ପ୍ୟାଭିଲିଅନ ଭିତରକୁ ଚାଲି ଯାଇଥିଲେ । ଏହା ପରେ ବଭୂମା ଙ୍କ ଦ୍ଵିତୀୟ ଭୁଲ ଥିଲା କି ଦଳରେ କେଶବ ମହାରାଜ ଙ୍କ ଭଳି ଭଲ ସ୍ପିନ ବୋଲୋର ରହି ମଧ୍ୟ ତାଙ୍କୁ 15 ଓଭୋର ପରେ ବୋଲିଙ୍ଗ କରିବାକୁ କହିଥିଲେ ।

ପ୍ରଥମ ରୁ ବଲ ଭଲ ଟର୍ନ ହେବା ସୁଧା କେଶବ ମହାରାଜ ଙ୍କୁ ବୋଲିଙ୍ଗ ପାଇଁ ଡକା ଯାଇ ନ ଥିଲା । ଯଦି କେଶବ ମହାରାଜ ପୂର୍ବରୁ ଆସିଥାନ୍ତେ ତେବେ କିଛି କମାଲ କରିପାରି ଥାନ୍ତେ । ସେହିଭଳି ବଭୂମା ଙ୍କର ତୃତୀୟ ଭୁଲ ହେଉଛି ପଡିଆ ଭିତରେ ଫିଲଡିଙ୍ଗ ର ପ୍ଲେସମେଣ୍ଟ ଓ ଖେଳ ରେ ଏନଗେଜମେଣ୍ଟ । ମ୍ଯାଚ ର ଏ ଦକ୍ଷିଣ ଆଫ୍ରିକା ଏତେ କ୍ୟାଚ ହରାଇଛି ଯାହାର ତୁଳନା ନାହିଁ ।

ଯଦି ଫିଲଡିଙ୍ଗ ଭଲରେ କରିଥାନ୍ତେ ତେବେ ଦକ୍ଷିଣ ଆଫ୍ରିକା ଆଜି ଫାଇନାଲ ରେ ପହଞ୍ଚି ପାରିଥାନ୍ତି । ଏମିତି ଲାଗୁଥିଲା ବଭୂମା ଯେମିତି ଖେଳରେ ତାଙ୍କର ଏନଗେଜମେଣ୍ଟ ଓ ଟେମ୍ପର ୱିନ କୁଆଡେ ହଜାଇ ଦେଇଛନ୍ତି ।   ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।