ମହମଦ ସାମୀ ଙ୍କ ମନରେ ତାଙ୍କ ସ୍ତ୍ରୀ ଙ୍କୁ ନେଇ ଏବେ ଗୋଟେ ହିଁ ଦୁଃଖ କି ଅନୁଷ୍କା, ରିଭା, ରିତିକା ଏମିତି କି ସାରା ବି ଆସିଲେ, ହେଲେ ତମେ ଆସିଲନି

ସମସ୍ତଙ୍କ ପାଇଁ ସମସ୍ତେ ଅଛନ୍ତି । ହେଲେ ମୋ ପାଇଁ କେହି ନାହାନ୍ତି ମୋତେ ଏମିତି ଲାଗୁଛି । ହଁ ଦର୍ଶକ ବନ୍ଧୁ ଯେବେ ଷ୍ଟାଡିୟମ ରେ ସାମୀ ଙ୍କ ନାଁ ରେ ନାରା ଦେଉଥିଲେ ଦର୍ଶକ ମାନେ ସେତେବେଳେ ସାମୀ ଆଉ କାହାର ଅପେକ୍ଷା ରେ ଥିଲେ । କାରଣ ଯେବେ ବିରାଟ କୋହଲି ଶତକ ମାରିଲେ ଆଉ ସଚିନ ତେନ୍ଦୁଲକର ଙ୍କ ରେକର୍ଡ ଭାଙ୍ଗିଲେ ସେତେବେଳେ ଅନୁଷ୍କା ଶର୍ମା କେମିତି ତାଙ୍କୁ ଫ୍ଲାଇଙ୍ଗ କିସ ଦେଉଥିଲେ ।

ଏ ଦ୍ରୁଶ୍ଯ ସାମୀ ନିଜ ଆଖି ରେ ଦେଖିଛନ୍ତି । ପଡିଆ ଭିତରେ ଥାଇ ସାମୀ ଅନୁଷ୍କା ଙ୍କ ଖୁସି କୁ ଅନୁଭବ କରି ପାରୁଥିଲେ । ସାମୀ ଦେଖିଛନ୍ତି ଯେବେ ଜାଡେଜା ଲଗାତାର 2ଟି ବଲ ରେ କ୍ୟାଚ ଧରିଲେ ସେତେବେଳେ ତାଙ୍କ ସ୍ତ୍ରୀ କେତେ ଖୁସି ହୋଇଥିଲେ । ଆଉ ଯେବେ ଗୋଟେ ପରେ ଗୋଟେ ମ୍ଯାଚ ଅଧିନାୟକ ରୋହିତ ଶର୍ମା ଜିତି ସାରିଛନ୍ତି ସେତେବେଳେ ତାଙ୍କ ସ୍ତ୍ରୀ ଙ୍କ ଖୁସି ନ କହିଲେ ।

ଏ ସବୁ ଦ୍ରୁଶ୍ଯ ସାମୀ ଦେଖିଛନ୍ତି । ଏବେ ଏବେ ଖେଳୁଥିବା ସୁଭମନ ଗିଲ ଯେବେ ଶତକ ମାରିଛନ୍ତି ସେତେବେଳେ ସାରା ତେନ୍ଦୁଲକର କେତେ ଖୁସି ହେଉଛନ୍ତି ତାହା ପଡିଆ ଭିତରେ ଥାଇ ଅନୁଭବ କରିଥିଲେ ସାମୀ । ଆଉ ଏ ଦ୍ରୁଶ୍ଯ ଦେଖିବା ପରେ ସାମି ଭାବୁଛନ୍ତି ସେମାନଙ୍କ ପାଇଁ ସମସ୍ତେ ଅଛନ୍ତି ହେଲେ ମୋ ପାଇଁ କେହି ନାହାନ୍ତି । କିନ୍ତୁ ଏହାରି ମଧ୍ୟରେ ସାରା ଭାରତରେ ଗୋଟେ ଚର୍ଚ୍ଚା ହେଉଛି ସେମି ଫାଇନାଲ ନୁହେଁ ସାମୀ ଫାଇନାଲ ।

ଗୋଟେ କି ଦୁଇଟି ନୁହେଁ 7ଟି ୱିକେଟ ନେଇ ସମୟ ପ୍ରମାଣ କରିଛନ୍ତି ଶ୍ରେଷ୍ଠ । ଏତେ ସଫଳତା ପରେ ବି ସାମୀ ଉଦାସ ଅଛନ୍ତି ଆଉ ଏମିତି କିଛି ଭବନରେ ମନରେ ଆଣିଛନ୍ତି । ସେମାନଙ୍କ ପାଇଁ ସତେ ଯେମିତି ସମସ୍ତେ ଅଛନ୍ତି । ସମସ୍ତେ ଛକା ଚଉକା ମାରିଲେ । ସେମାନଙ୍କୁ ଚିୟର ଅପ କରିବା ପାଇଁ ତାଳି ମାରିବା ପାଇଁ ଉଶ୍ଚାହିତ ଦେବା ପାଇଁ ଆଗକୁ ଯିବା ପାଇଁ ଓ ପ୍ରେରଣା ଦେବା ପାଇଁ ସମସ୍ତଙ୍କର ସ୍ତ୍ରୀ ଓ ପ୍ରେମିକା ଅଛନ୍ତି ।

କିନ୍ତୁ ମୋ ପାଖରେ କେହି ନାହାନ୍ତି । ଏ ହେଉଛି ମହମଦ ସାମୀ ଙ୍କ ଭାବନା । ଏକା ଥିବା ବେଳେ ସାମୀ ଙ୍କ ମନକୁ ଏମିତି କିଛି ପ୍ରଶ୍ନ ଆନ୍ଦୋଳିତ କରିଛି । ନେଦରଲ୍ୟାଣ୍ଡ ଭାରତ ମ୍ଯାଚ ରେ ସାମୀ ଭଲ ପ୍ରଦର୍ଶନ କରିଥିବା ବେଳେ ଦର୍ଶକ ମାନେ କହୁଛନ୍ତି ସେଇ ଫାଇନାଲ ନୁହେଁ ସାମୀ ଫାଇନାଲ ମ୍ଯାଚ ।

ଆଉ ଶେଷରେ ଯେବେ ସାମୀ ଏକା ବସୁଛନ୍ତି ସେତେବେଳେ ଭାବୁଥିବେ କି ଲିଗ ମ୍ଯାଚ ସରିଗଲା, ସେମି ଫାଇନାଲ ମଧ୍ୟ ସଋଗଲା । ତଥାପି ମୁଁ ଫାଇନାଲ ରେ ତୁମକୁ ଅପେକ୍ଷା କରିବି ହସିନା । ଏଭଳି କିଛି ଭାବନା ସାମୀ ତାଙ୍କ ସ୍ତ୍ରୀ ଙ୍କୁ ନେଇ ଭାବିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।